ପ୍ରେମ ପାଇଁ ବାଂଲାଦେଶରୁ ସମୁଦ୍ରରେ ପହଁରି ପହଁରି ଭାରତ ଆସିଲେ ପ୍ରେମିକା….

0

Get real time updates directly on you device, subscribe now.

ପ୍ରେମ ମଣିଷ ଜୀବନର ଅଭିନ୍ନ ଏକ ଅଙ୍ଗ ବୋଲି କୁହାଯାଏ ପ୍ରତ୍ଯେକ ବ୍ୟକ୍ତିଙ୍କୁ ଜୀବନକାଳ ମଧ୍ୟରେ ଅତିକମରେ ଥରେ କାହାକୁ ପ୍ରେମ କରିଥାନ୍ତି । କାହାର ପ୍ରେମ ସଫଳ ହୁଏତ ତ ଆଉ କାହାର ଅଧୁର ରହିଯାଏ । ପ୍ରେମରେ ଯେତିକି ମଧୁରତା ରହିଥାଏ, ପରିସ୍ଥିତିରେ ପଡିଲେ ସେତିକି ତିକ୍ତତା ମଧ୍ୟ ଭରିଯାଏ ।

ପ୍ରେମ ପାଇଁ ଲୋକମାନେ କିଛି ବି କରିବାକୁ ପଛାନ୍ତି ନାହିଁ, ଯାହାର ଜ୍ୱଳନ୍ତ ଉଦାହରଣ ଏବେ ଦେଖିବାକୁ ମିଳିଛି । ପ୍ରେମ ପାଇଁ ଅଟେ କେହି କିଛି କରେ , ଆଉ ପ୍ରେମ ପାଇଁ ଏମିତି ବି କିଏ କରେ ଆପଣ ମାନେ ଆଜି ପ୍ରଥମ ଥର ପାଇଁ ଶୁଣୁଥିବେ।ପ୍ରେମ ପାଇଁ ଜଣେ ପ୍ରେମିକା ବାଂଲାଦେଶରୁ ପହଁରି ପହଁରି ଭାରତ ଆସି ପହଞ୍ଚିଛନ୍ତି ।ସେହି ପ୍ରେମିକ ଯାହା ପାଖରେ ସମୁଦ୍ର ବି ହାର ମାନିନେଲା ।

ସେହି ପ୍ରେମିକ ଯାହା ପାଖରେ ସମୁଦ୍ର ବି ହାର ମାନିନେଲା ।ମିଛ ଲାଗିଲେବି କଥା ଟି କିନ୍ତୁ ସତ।ସେହି ଝିଅ ବାଂଲାଦେଶ ରେ କ୍ରୀଷ୍ଣା ମଣ୍ଡଳ ସମୁଦ୍ର ପାରିହୋଇ ଆସିଛନ୍ତି ଭାରତ। ସେ ଭାରତର ଅଭିକ ମଣ୍ଡଳକୁ ଫେସବୁକରେ ଭଲ ପାଇଥିଲେ ଆଉ ସେ ମଧ୍ୟ ତାଙ୍କୁ ଭଲ ପାଉଥିଲେ ।ଭାରତକୁ ଆସିବା ପାଇଁ ପାଖରେ ପାସପୋଟ ନଥିଲା ଏପଟେ ପ୍ରେମକୁ ପାଇବାର ନିଶା ଆଉ ସେପଟେ ବାଧକର ସାଜିଥିଲା ପାସପୋଟ ।

ତେଣୁ ସେ ବେଆଇନ ଭାବରେ ଆସିବେ ବୋଲି ଭାରତ ସେ ଚିନ୍ତା କରୁଥିଲେ ।ପ୍ରଥମେ ସେ ସୁନ୍ଦର ବନକୁ ଯାଇଥିଲେ ତା ପରେ ୧ଘଣ୍ଟା ସମୁଦ୍ର ରେ ପହଁରିବା ପରେ ସେ ତାଙ୍କ ପ୍ରେମିକଙ୍କ ପାଖରେ ପହଂଚି ଥିଲେ।ଏମାନେ କଲକତାରେ କାଳୀମନ୍ଦିରରେ ବିବାହ କରିଛନ୍ତି ।କିନ୍ତୁ ପୋଲିସ ଝିଅକୁ ଗିରଫ କରିଚି ଆଉ ବାଂଲାଦେଶକୁ ପଠାଯିବ ବୋଲି ପୋଲିସ କହିଛନ୍ତି।

Leave A Reply

Your email address will not be published.