ଆସନ୍ତାକାଲିଠୁ ଅନ୍‌ଲାଇନ୍‌ରେ କରିପାରିବେ ଭାରତ-ଦକ୍ଷିଣ ଆଫ୍ରିକା T20 ମ୍ୟାଚ୍‌ ପାଇଁ ଟିକେଟ୍‌ ବୁକିଂ,ଜାଣନ୍ତୁ କେମିତି କରିବେ !

0

Get real time updates directly on you device, subscribe now.

ଖେଳ ଆମ ଜୀବନର ଏକ ମୁଖ୍ୟ ଅଂଶ |ଖେଲିବା ଏକ ବ୍ୟୟମ କହିଲେ କିଛି ଭୁଲ ହେବ ନାହିଁ |ଆମ ଭାରତରେ ଜାତୀୟ ଖେଳ ହକି ଅଟେ |କିନ୍ତୁ ଭାରତରେ କ୍ରିକେଟ ଖେଳିବାକୁ ଆଉ ଦେଖିବାକୁ ପସନ୍ଦ କରି ଥାନ୍ତି |କ୍ରିକେଟ ମେଚ କଥା ଉଠିଲା ମାତ୍ରେ ଛୋଟ ପିଲା ଠାରୁ ଆରମ୍ଭ କରି ବୃଦ୍ଧ ବୁଢ଼ା ମଧ୍ୟ୍ୟ ସେ ଦିନ ସବୁ କାମ ସାରି ଟିଭି ପାଖରେ ଚିର ସ୍ଥାଇ |

ଟିଭି ରେ ଖେଳୁଥିବା ଖେଳାଳି ମାନଙ୍କ ମଧ୍ୟ୍ୟରେ ଯେତିକି ମନାନ୍ତର ମୁଟାନ୍ତର ନଥିବ ତାହା ଗାଁ ରେ ଲୋକ ଭିତରେ ଦେଖା ଦେଉଥିବ |ତାହା ସହ ଗଣ୍ଡ ଗୋଳ ହେବା ମଧ୍ୟ୍ୟ କିଛି ଦୂରତା ନାହିଁ |ଜୁନ 12ରେ ଭାରତ ଦକ୍ଷୀଣ ଆଫ୍ରିକା ମଧ୍ୟ୍ୟରେ t 20ମେଚ ଆସନ୍ତାକାଲିରୁ ଅନଲାଇନରେ ଟିକେଟ ବୁକିଂ ଆରମ୍ଭ ହେଉଛି |ଜୁନ ୧୨ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ଟି ଟେ୍ଵଣ୍ଟି ମ୍ୟାଚ ପାଇଁ ଜୋର ସୋର ଚାଲିଛି ପ୍ରସ୍ତୁତି ।

ଜୁନ୍‌ ୧ ତାରିଖ ସକାଳ ୧୧ଟାରୁ ଅନ୍‌ଲାଇନ୍‌ ଟିକେଟ୍‌ ବୁକିଂ ପ୍ରକ୍ରିୟା ଆରମ୍ଭ ହେବ । ପେଟିଏମ୍‌ ଆପ୍‌ କିମ୍ବା WWW.INSIDER.IN ରେ ଲଗ୍‌ଇନ୍‌ କରି ଟିକେଟ୍‌ ବୁକିଂ କରିହେବ । ଟିକେଟ୍‌ ବୁକିଂ ପାଇଁ ପରିଚୟ ପତ୍ର ଅପଲୋଡ୍‌ କରିବାକୁ ହେବ । ଏଥିପାଇଁ ନିଜର ଆଇଡି ପ୍ରୁଫ୍‌, ଫୋନ ନମ୍ବର ଏବଂ ଇମେଲ ଆଇଡି ଦେଇ ଟିକେଟ୍‌ ବୁକିଂ କରିପାରିବେ ।

୫ ହଜାର ଟିକେଟ୍‌ ଅନ୍‌ଲାଇନ୍‌ରେ ବିକ୍ରି ପାଇଁ ଉପଲବ୍ଧ କରାଯିବ । ଜଣେ ବ୍ୟକ୍ତିଙ୍କୁ ଦୁଇଟି ଟିକେଟରୁ ଅଧିକ ବୁକ୍‌ କରିବାକୁ ଅନୁମତି ନାହିଁ । ବୁକ୍‌ କରିଥିବା ଅନଲାଇନ୍‌ ଟିକେଟ୍‌କୁ ଜୁନ ୯, ୧୦, ୧୧ ଓ ୧୨ ତାରିଖରେ ସଂଗ୍ରହ କରି ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି । ଗ୍ୟାଲେରୀ ନମ୍ବର ୨, ୪ ଏବଂ ୭ ସହ ସ୍ପେଶାଲ ଏନକ୍ଲୋଜର, ନ୍ୟୁ-ପାଭେଲିୟନ ଏବଂ ଏସି-ବକ୍ସ ପାଇଁ ବିକ୍ରି କରାଯିବ ଏହି ଅନଲାଇନ ଟିକେଟ ।

Leave A Reply

Your email address will not be published.