ବାର୍ଥଡେ ମନାଇବା ପାଇଁ ବାପା ମନା କରିବାରୁ ଦେଖନ୍ତୁ ଏହି ଛୋଟ କ୍ୟୁଟ ଝିଅଟି ରାଗିଯାଇ କଣ କଲା, ଦେଖନ୍ତୁ ଏହି ଭାଇରଲ ଭିଡିଓ

0

Get real time updates directly on you device, subscribe now.

ଆଜିକାଲି ସୋସିଆଲ ମିଡିଆରେ ଲୋକଙ୍କ ଦ୍ୱାରା ଅନେକ ପ୍ରକାରର ଭିଡିଓ ପୋଷ୍ଟ କରାଯାଏ | ଯେଉଁ ମଧ୍ୟରୁ କିଛି ଭିଡିଓ ଭାଇରଲ ହୋଇ ଦେଶର ପ୍ରତି କୋଣରେ ପହଞ୍ଚିଯାଏ ଏବଂ ଭାଇରଲ ହେବାପରେ ଏହି ଭିଡିଓ ଦର୍ଶକଙ୍କର ଖୁବ ମନୋରଞ୍ଜନ ମଧ୍ୟ କରନ୍ତି | ଏହି ସମୟରେ ସୋସିଆଲ ମିଡିଆରେ ପ୍ରାୟତଃ ପିଲାମାନଙ୍କ ସହ ଜଡିତ କିଛି କ୍ୟୁଟ ଭିଡିଓ ଭାଇରଲ ହେଉଥିବାର ଦେଖାଯାଏ | ଏପରି ଗୋଟିଏ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ବହୁତ ଦ୍ରୁତ ଗତିରେ ଭାଇରଲ ହେଉଛି |ଭାଇରଲ ହେଉଥିବା ଏହି ଭିଡିଓରେ ଗୋଟିଏ ଛୋଟ ଝିଅ ନିଜର ଜନ୍ମଦିନ ସେଲିବ୍ରେସନ ବିଷୟରେ ନିଜ ବାପାଙ୍କ ସହିତ କଥା ହେଉଥିବାର ଦେଖାଯାଉଛି |

ଝିଅଟିର ପ୍ରଶ୍ନ ଉପରେ ବାପା ହସି ପକାଇଲେ :-

ବାସ୍ତବରେ ଭାଇରଲ ହେଉଥିବା ଏହି ଭିଡ଼ିଓର ବିଶେଷ କଥା ଏହା ଯେ ଏହି ଭିଡିଓରେ ଗୋଟିଏ ଛୋଟ କ୍ୟୁଟ ଝିଅ ନିଜ ବାର୍ଥ ଡେ ସେଲିବ୍ରେସନ ବିଷୟରେ ନିଜ ବାପା ସହିତ କଥା ହେଉଛି | ବାସ୍ତବରେ ଭିଡିଓ ସମୟରେ ଝିଅଟି ନିଜ ବାପାଙ୍କୁ କହୁଛି ଯେ, ” ବାପା ତୁମେ ଗତ ବର୍ଷ ମୋ ଜନ୍ମଦିନରେ ଡେକୋରେସନ କରିଥିଲ, କଣ ଏ ବର୍ଷ ମଧ୍ୟ ମୋ ବାର୍ଥ ଡେର ସେମିତି ଡେକୋରେସନ କରିବ |” କିନ୍ତୁ ତା ବାପା ହସି ହସି ମନା କରି ଦିଅନ୍ତି, ଯାହାପରେ ଝିଅଟି ବହୁତ ଅଧିକ ରାଗିଯାଏ |

ୟୁଟ୍ୟୁବରେ ରହିଛି ଏହି ଭିଡିଓ :-

ଝିଅଟି ନିଜ ବାପାଙ୍କୁ କହେ ଯେ, ” ହଉ ଠିକଅଛି ଏଥର ମୋ ବାର୍ଥ ଡେରେ ସାଜସଜ୍ଜା କରିବ ନାହିଁ, ମୋ ବାର୍ଥ ଡେ ସେଲିବ୍ରେଟ କରିବ ନାହିଁ | କିନ୍ତୁ କଣ ତୁମେ ମୋ ବାର୍ଥ ଡେ ଦିନ କେକ ବି ଆଣିବ ନାହିଁ ?” ଏହାପରେ ବାପା ଝିଅକୁ ଜନ୍ମଦିନରେ କେକ ଆଣିବାକୁ ମଧ୍ୟ ମନା କରିଦିଅନ୍ତି ଏବଂ ନିଜ ବାପାଙ୍କ କଥା ଶୁଣିବାପରେ ଝିଅଟି ବହୁତ ରାଗିଯାଏ | ଏହି ଭିଡିଓରେ ଝିଅଟି ନିଜ ବାର୍ଥ ଡେ ସହ ଜଡିତ ବିଭିନ୍ନ ପ୍ରକାରର ପ୍ରଶ୍ନ ନିଜ ବାପାଙ୍କୁ ପଚାରେ, କିନ୍ତୁ ସବୁଥର ତାଙ୍କ ବାପା ତାର ସବୁ କଥାରେ ମନା କରିଦିଅନ୍ତି | ୧୩ ମିନିଟ ୯ ସେକେଣ୍ଡର ଏହି ଭିଡିଓ ୟୁଟ୍ୟୁବରେ ସେୟାର କରାଯାଇଛି, ଯାହାକି ବହୁତ ଭାଇରଲ ହେଉଛି |

ଝିଅର ନାମ ଅବନୀ ଭାରଦ୍ଵାଜ :-

ଆଜିକାଲି ୟୁଟ୍ୟୁବରେ ଭାଇରଲ ହେଉଥିବା ଏହି ଝିଅର ନାମ ଅବନୀ ଭାରଦ୍ଵାଜ ଅଟେ ଏବଂ ଅବନୀ ଭାରଦ୍ଵାଜଙ୍କ ଏହି କ୍ୟୁଟ ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୭୨ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି ଏବଂ ୨୦୦୦ ଲୋକ ଏହି ଭିଡିଓକୁ ଲାଇକ କରିଛନ୍ତି | ଏହାସହିତ ଅନେକ ଲୋକ ଭିଡିଓକୁ ଦେଖିବାପରେ କମେଣ୍ଟ ସେକ୍ସନରେ ଆସି ନିଜର ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି |

Leave A Reply

Your email address will not be published.