ଜିଓର ବଡ ଧମାକା : ୨୪୯ ଟଙ୍କାରେ ୩୦ ଜିବି ଡାଟା ସହ ମିଳିବ ଏହି ଡିଭାଇସ ବିଲକୁଲ୍ ମାଗଣାରେ,ଜାଣନ୍ତୁ ସମ୍ପୂର୍ଣ ସୂଚନା

0

Get real time updates directly on you device, subscribe now.

ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ନିଜ ୟୁଜର ମାନଙ୍କ ପାଇଁ ନୂଆ ନୂଆଁ ପ୍ଲାନ ନେଇକରି ଆସିଛି କିନ୍ତୁ କହିରଖେ ଏହି ପ୍ଲାନ ଜିଓଫାଏ 4G ଓୟାରଲେସ ହଟସ୍ପଟ ଡିଭାଇସ କିଣିବା ପାଇଁ ଗ୍ରାହକଙ୍କ ପାଇଁ ଅଟେ|ଏହି ପ୍ଲାନ ଦର ୨୪୯ ଟଙ୍କା,୨୯୯ ଟଙ୍କା ଓ ୩୪୯ ଟଙ୍କା ଅଟେ|ତିନି ପ୍ଲାନର ବୈଧତା ଏକମାସ ଅଟେ|ଆସନ୍ତୁ ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିବା|ଆପଣ ଏହାକୁ ମାଗଣାରେ ଘରେ ଲଗେଇ ପାରିବେ ବ୍ୟବହାର ପରେ ଫେରାଇ ପାରିବେ|

JioFi 249 Plan

ଜିଓ ଅଧିକାରିକ ୱେବସାଇଟ ଅନୁସାରେ ୨୪୯ ଟଙ୍କାର ଏହି ପ୍ଲାନ ସହ ୩୦ ଜିବି ଡାଟା ମିଳୁଛି ଓ ଏହାର ବୈଧତା ୧ ମାସ ଅଟେ|

JioFi 299 Plan

ଏହି ପୋଷ୍ଟପେଡ ରିଚାର୍ଜ ପ୍ଲାନ ସହ ଗ୍ରାହକକୁ ୪୦ ଜିବି ହାଇସ୍ପିଡ ଡାଟା ମିଳୁଛି|

JioFi 349 Plan

ଏହି ପ୍ଲାନରେ ୫୦ ଜିବି ହାଏ ସ୍ପିଡ ଡାଟା ମିଳୁଛି ଓ ଏହାକୁ ଆପଣ ଗୋଟିଏ ମାସରେ ବ୍ୟବହାର କରି ପାରିବେ|ତିନି ପ୍ଲାନ ସହ ଡାଟା ଲିମିଟ ସମାପ୍ତ ହେବାପରେ ସ୍ପିଡ କମ ହୋଇ ୬୪ କେବିପିଏସ୍ ରେ ଚାଲିବ|

ଉପରୋକ୍ତ କୈାଣସି ପ୍ଲାନ ଚୟନ କରୁଥିବା ୟୁଜର୍ସକୁ JioFi 4G wireless portable hotspot ଏକଦମ ମାଗଣା ଦିଆଯିବ କିନ୍ତୁ ବ୍ୟବହାର ପରେ ଫେରାଇବାକୁ ହେବ|ଏହି ପ୍ୟାକ ସହ ଭଏସ ଓ ଏସ୍ଏମ୍ଏସ ସୁବିଧା ମିଳିବ ନାହିଁ|ଏହି ଡିଭାଇସ ନାନୋ ସିମ ସପୋର୍ଟ କରୁଛି ଓ ୧୫୦ ଏମବିବିଏସ୍ ସ୍ପିଡରେ ୫-୬ ଘଣ୍ଟା ବ୍ୟବହାର କରି ପାରିବେ|ଏହି ଓୟାରଲେସ ହଟସ୍ପଟ ଏକାସହ ୧୦ଟି ଡିଭାଇସ ସହ ସଂଯୋଗ କରାଯାଇ ପାରିବ|

Leave A Reply

Your email address will not be published.