ସହଜ ବିଜନେସ କରି 30 ଦିନରେ ହୋଇଯାଆନ୍ତୁ ଲକ୍ଷପତି, ଫଟାଫଟ ଆରମ୍ଭ କରନ୍ତୁ ଏହି କାମ

0

Get real time updates directly on you device, subscribe now.

ଆପଣଙ୍କ ପାଖରେ ଚାକିରୀ କିମ୍ବା ଅନ୍ୟ କାମ ଯଦି ନାହିଁ ତାହେଲେ ଟେନସନ ହୁଅନ୍ତୁ ନାହିଁ। କାରଣ ଟଙ୍କା କମାଇବାର ବହୁତ ସାରା ମାଧ୍ୟମ ରହିଛି। ଆଧୁନିକ ଦୁନିଆରେ ଚାକିରୀ ବ୍ୟତୀତ କେତେକ ପ୍ଲାଟଫର୍ମ ଗୁଡ଼ିକରୁ ମାସକୁ ଲକ୍ଷେ ଟଙ୍କା ବହୁତ ସହଜରେ କମାଇପାରିବେ। ଏଥିପାଇଁ ଅଳ୍ପ ଟିକେ ଧ୍ୟାନ ଦେବାକୁ ହେବ। ଆଜିର ଦିନରେ କିଛି ଏମିତି ବିଜନେସ ଚାଲୁଛି ଯେଉଁଥିରୁ ଲୋକେ ଲକ୍ଷାଧିକ ଟଙ୍କା କମାଉଛନ୍ତି। ଏଥିପାଇଁ ଆପଣ ମଧ୍ୟ ବିଳମ୍ବ ନକରି ଏହି ସହଜ ବିଜନେସ ଆରମ୍ଭ କରନ୍ତୁ। ଆମେ ଆଲୋଚନା କରୁଛୁ ମୋବାଇଲ ଆକ୍ସେସୋରିଜ ବିଷୟରେ ଯାହାକି ବର୍ତ୍ତମାନ ଲୋକଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି।

ଏହି ବିଜନେସରୁ କମାନ୍ତୁ ଲକ୍ଷ ଲକ୍ଷ ଟଙ୍କା:-

ଆଜି ପ୍ରତ୍ୟେକ ଘରେ ଓ ପ୍ରତ୍ୟେକ ବ୍ୟକ୍ତି ପାଖରେ ମୋବାଇଲ ରହିଛି। ମୋବାଇଲ କିଣିବା ସମୟରେ କମ୍ପାନୀ ତାଙ୍କ ଗ୍ରାହକଙ୍କୁ କେବଳ ଚାର୍ଜର ଉପଲବ୍ଧ କରାଉଛି କିନ୍ତୁ ବହୁତ ସାରା ଜିନିଷ ମଧ୍ୟ ଗ୍ରାହକଙ୍କୁ ଦରକାର ରହୁଛି। ଆପଣ ଆରମ୍ଭରୁ ମୋବାଇଲ ଚାର୍ଜର, ଇଅରଫୋନ ଓ ମୋବାଇଲ ଷ୍ଟାଣ୍ଡ ବିକ୍ରି କରିପାରିବେ।

ବଜାରରେ ବିକ୍ରି କରନ୍ତୁ ଏହି ଜିନିଷ:-

ଆପଣ ନିଜ ଘର ପାଖ ଛକ କିମ୍ବା ବଜାରରେ ଏକ ଛୋଟ ଦୋକାନ ଖୋଲି ଏହିସବୁ ଜିନିଷକୁ ବିକ୍ରି କରିପାରିବେ। ଯଦି ଆପଣ ଦୋକାନ ଖୋଲିବାକୁ ଚାହୁଁନାହାନ୍ତି ତାହେଲେ ସପ୍ଲାୟର ହୋଇ କାମ କରିପାରିବେ ଏବଂ ଆଖପାଖ ଦୋକାନରୁ ଅର୍ଡର ନେଇପାରିବେ।

ଦେଶର ପ୍ରତ୍ୟେକ କୋଣରୁ ମୋବାଇଲ ଜିନିଷ ପାଇଁ ବହୁତ ଡିମାଣ୍ଡ ରହୁଛି। ଆପଣ ଆରମ୍ଭରୁ ହୋଲସେଲ ବଜାରରୁ ସାମ୍ପଲ ରୂପରେ ଅଳ୍ପ ଜିନିଷ ଉଠାଇପାରିବେ। ଯଦି ଏକ ମଲ ବାହାରେ ଅଳ୍ପ ଟିକେ ସ୍ଥାନ ମିଳିଯାଉଛି ତାହେଲେ ବବାଲ ମଚିଯିବ।

ଏକ ଛୋଟ ଷ୍ଟଲ ଲଗାଇ ଆପଣ ବମ୍ପର ରୋଜଗାର କରିପାରିବେ। ଏହା ଏକ ଏମିତି ବିଜନେସ ଅଟେ ଯାହାକୁ ଆପଣ ଫୁଲ ଟାଇମ ନଚେତ ପାର୍ଟ ଟାଇମ କରିପାରିବେ। ଏହି ବିଜନେସରେ ଆପଣ ନିଜ ନିବେଶ ରାଶିର 4-5 ଗୁଣା କମାଇପାରିବେ। ଯଦି ଆପଣ 20 ହଜାର ଟଙ୍କାର ଜିନିଷ ନେଉଛନ୍ତି ତାହେଲେ ବହୁତ ସହଜରେ ଏକଲକ୍ଷ ଟଙ୍କା କମାଇପାରିବେ।

Leave A Reply

Your email address will not be published.