ଆମାଜନ ସେଲରେ ବହୁତ ଶସ୍ତା ଦାମ ଦେଇ ଘରକୁ ନେଇ ଆସନ୍ତୁ ଏହି ପର୍ସନାଲ ଲାପଟପ। ଦାମ ମାତ୍ର 15,990 ଟଙ୍କା

0

Get real time updates directly on you device, subscribe now.

ଯଦି ଆପଣ ଲାପଟପ କିଣିବାକୁ ଚାହୁଁଛନ୍ତି ଓ ଆପଣଙ୍କ ପାଖରେ ବଜେଟ କମ ରହିଛି ତାହେଲେ ଆମାଜନ ରେ ଚାଲିଥିବା ସେଲର ଆପଣ ଫାଇଦା ଉଠାଇପାରିବେ। ଯଦି ଆପଣଙ୍କ ବଜେଟ ବହୁତ କମ ତାହେଲେ ଆପଣ ଏଠାରୁ କ୍ରୋମବୁକ ବା ପର୍ସନାଲ ଲାପଟପ ଶସ୍ତାରେ ନେଇପାରିବେ।

ଏଥିରେ ଆପଣଙ୍କୁ Windows ଅପରେଟିଂ ସିଷ୍ଟମ ବଦଳରେ କ୍ରୋମ ଓଏସ ମିଳିବ। ଯଦି ଆପଣ ଏକ ପର୍ସନାଲ ଲାପଟପ ଖୋଜୁଛନ୍ତି ତାହେଲେ ଆମାଜନ ସେଲରେ 20 ହଜାରରୁ କମ ଦରରେ କ୍ରୋମବୁକ ମିଳୁଛି। ଏହାକୁ ଆପଣ ଡିସ୍କାଉଣ୍ଟ ସହିତ ମଧ୍ୟ କିଣିପାରନ୍ତି ଓ ଆସନ୍ତୁ ଜାଣିବା ଆମାଜନର ସେଲରେ କ୍ରୋମବୁକରେ ମିଳୁଥିବା ଏହି ସେଲ ବିଷୟରେ।

ଲେନୋଭା ideapad 3:-

Lenovo ର ଏହି କ୍ରୋମବୁକକୁ ଆପଣ 15,990 ଟଙ୍କା ଦେଇ କିଣିପାରିବେ। ଏଥିରେ 11.6 ଇଞ୍ଚର ସ୍କ୍ରିନ ମିଳିଥାଏ। ଡିଭାଇସ intel celeron N4020 ପ୍ରୋସେସର ଉପରେ କାମ କରିଥାଏ। ଏଥିରେ 4 GB ram ଓ 64 GB ଷ୍ଟୋରେଜ ମିଳୁଛି।

ଡିଭାଇସକୁ ପାୱାର ଦେବାପାଇଁ 42Wh ବ୍ୟାଟେରୀ ଦିଆଯାଇଛି। ଯାହାକି 10 ଘଣ୍ଟାର ବ୍ୟାଟେରୀ ଲାଇଫ ସହିତ ଆସିଥାଏ। ଏଥିରେ 10 ପ୍ରତିଶତ ଡିସ୍କାଉଣ୍ଟ ICICI ବ୍ୟାଙ୍କ କାର୍ଡ଼ରେ ମିଳୁଛି। ଏହି ଲାପଟପକୁ ଆପଣ ନୋ କଷ୍ଟ EMI ରେ କିଣିପାରିବେ।

HP Chromebook 11a ମଧ୍ୟ ଏକ ଭଲ ଅପ୍ସନ:-

HP ର ଏହି ଲାପଟପକୁ ଆପଣ ଆମାଜନରେ 19,990 ଟଙ୍କାରେ କିଣିପାରିବେ। ଏଥିରେ ଆପଣଙ୍କୁ ଟଚ ସ୍କ୍ରିନ ଡ଼ିସପ୍ଲେ ମଧ୍ୟ ମିଳିଥାଏ। 20 ହଜାର ରୁ କମ ଦରରେ ଆପଣଙ୍କୁ Mediatek Kompanio 500 ପ୍ରୋସେସର ମିଳିବା ସହିତ ସ୍କ୍ରିନ ଟଚ ଡ଼ିସପ୍ଲେ ମିଳିଥାଏ।

ଲାପଟପ 4 GB Ram ଓ 64 GB ଷ୍ଟୋରେଜ ସହିତ ଉପଲବ୍ଧ ହୋଇଥାଏ। ଏଥିରେ ମଧ୍ୟ ଆପଣଙ୍କୁ କ୍ରୋମ ଓଏସ ମିଳିଥାଏ। ଏଥିରେ 10 ପ୍ରତିଶତ ଡିସ୍କାଉଣ୍ଟ ICICI ବ୍ୟାଙ୍କ କାର୍ଡ଼ରେ ମିଳୁଛି। ଏହାକୁ ଆପଣ EMI ରେ ମଧ୍ୟ କିଣିପାରିବେ।

ଧ୍ୟାନ ରଖନ୍ତୁ ଏହି ଦୁଇଟି ଅପ୍ସନ ଯେମିତି କ୍ରୋମବୁକ ହୋଇଥିବ। ଏଥିରେ ଆପଣଙ୍କୁ Windows ର ମଜା ମିଳିବନାହିଁ। କିନ୍ତୁ ଆପଣ ଏହାକୁ ପର୍ସନାଲ ବ୍ୟବହାର ପାଇଁ କିଣିପାରିବେ। ଏହି ଦୁଇଟି କ୍ରୋମବୁକରେ ଆପଣଙ୍କୁ ଏକ୍ସଚେଞ୍ଜ ଅଫର ମଧ୍ୟ ମିଳିଥାଏ।

Leave A Reply

Your email address will not be published.