ଏୟାରଟେଲ ନିଜର ଗ୍ରାହକଙ୍କୁ ଦେଲା ଖୁସି ଖବର, ନେଟଫ୍ଲିକ୍ସ ମିଳୁଛି ସମ୍ପୂର୍ଣ୍ଣ ଭାବରେ ଫ୍ରି, ଏହି ପାଞ୍ଚଟି ଉପାୟରେ କରନ୍ତୁ ଆକ୍ଟିଭେଟ

0

Get real time updates directly on you device, subscribe now.

ଏୟାରଟେଲ କିଛିଦିନ ତଳେ ଏକ ପ୍ରିପେଡ଼ ପ୍ଲାନ ଲଞ୍ଚ କରିଛି, ଯାହାକି କମ ଦାମରେ ଅଧିକ ବେନିଫିଟ ଦେଉଛି। ଏୟାରଟେଲ ପାଖରେ କେତେକ ଏମିତି ପ୍ଲାନ ରହିଛି, ଯାହାସହିତ ନେଟଫ୍ଲିକ୍ସ ସବସ୍କ୍ରିପ୍ସନ ବହୁତ ଫ୍ରିରେ ଦିଆଯାଉଛି। ଏହିଥର ଏୟାରଟେଲ ବ୍ରଡବ୍ୟାଣ୍ଡ ୟୁଜର୍ସଙ୍କ ପାଇଁ ଖୁସି ଖବର ଆଣିଛି। ଏୟାରଟେଲ ଖାଆସ କରି କିଛି ବ୍ୟକ୍ତିଙ୍କୁ Broadband plan ସହିତ ଫ୍ରି Netflix ପ୍ଲାନ ଦେବାର ଘୋଷଣା କରିଛନ୍ତି। ଏୟାରଟେଲର ପ୍ରଫେଶନାଲ ପ୍ଲାନ ଓ ଇଂଫିନିଟି ପ୍ଲାନ ସହିଫ ନେଟଫ୍ଲିକ୍ସ ଫ୍ରି ଦିଆଯାଇଥାଏ।

Airtel ପ୍ରଫେଶନାଲ ପ୍ରାଇସ:-

ଏୟାରଟେଲ ପ୍ରଫେଶନାଲ ପ୍ଲାନର ଦର 1498 ଟଙ୍କା ପ୍ରତିମାସ ରହିଥାଏ। ଯଦି ଏୟାରଟେଲ ର ଇଂଫିନିଟି କଥା କହିବା ତାହେଲେ 3,999 ପ୍ରତିମାସ ହିସାବରେ ଆସିଥାଏ। ପ୍ରଫେଶନାଲ ପ୍ଲାନ ବାଲାଙ୍କୁ 199 ଟଙ୍କାରେ Netflix Basic Plan ଫ୍ରି ମିଳିବ।

Airtel Infinity plan price:-

ଯିଏ ଇଂଫିନିଟି ପ୍ଲାନକୁ ବାଛନ୍ତି ତାଙ୍କୁ Netflix ର ପ୍ରିମିୟମ 649 ଟଙ୍କା ପ୍ରତିମାସ ସବସ୍କ୍ରିପ୍ସନ ନେବାକୁ ପଡ଼ିଥାଏ। ଜଣାଇଦେଉଛୁ କି, ଭାରତରେ ନେଟଫ୍ଲିକ୍ସର ଚାରୋଟି( ମୋବାଇଲ ପ୍ଲାନ, ବେସିକ ପ୍ଲାନ, ଷ୍ଟାଣ୍ଡର୍ଡ଼ ପ୍ଲାନ ଓ ପ୍ରିମିୟମ) ପ୍ଲାନ ରହିଛି।

Airtel Broadband Plans ଉପରେ Netflix କୁ ଆକ୍ଟିଭ କରିବାପାଇଁ ଏହି 5ଟି ଷ୍ଟେପ୍ସକୁ ଫଲୋ କରନ୍ତୁ:-

ଷ୍ଟେପ-1: ଏୟାରଟେଲ ଥାଙ୍କସ ଆପକୁ ଯାଇ Discover Thanks Benefit ପେଜକୁ ଯାଆନ୍ତୁ।

ଷ୍ଟେପ-2: ତଳକୁ ସ୍କ୍ରଲ କରନ୍ତୁ ଓ ଏଞ୍ଜୟ ୟୌର ରିୱାର୍ଡ ସେକ୍ସନରେ ନେଟଫ୍ଲିକ୍ସ ନଜର ଆସିଯିବ।

ଷ୍ଟେପ-3: ଏଠାରେ କ୍ଲିକ କରି କ୍ଲେମ କରନ୍ତୁ।

ଷ୍ଟେପ-4: Netflix ପ୍ରଡକ୍ଟ ପେଜରେ procced ଅପ୍ସନରେ କ୍ଲିକ କରନ୍ତୁ।

ଷ୍ଟେପ-5: ଆକ୍ଟିଭେଟ ହେବାପରେ ୟୁଜର୍ସଙ୍କୁ Netflixରେ ରିଡ଼ାଇରେକ୍ଟ କରାଯିବ।

Leave A Reply

Your email address will not be published.