ଶୌଚାଳୟ ପାଇଁ ଦିଆଯାଉଛି 12 ହଜାର ଟଙ୍କା , ତୁରନ୍ତ ଆବେଦନ କରି ଉଠାନ୍ତୁ ଫାଇଦା

0

Get real time updates directly on you device, subscribe now.

ସରକାର ସ୍ଵଛ ଭାରତ ଅଭିଯାନକୁ ଧ୍ୟାନରେ ରଖି ଘରେ ଘରେ ଶୌଚାଳୟ ବନାଇବାକୁ ଧ୍ୟାନ ଦେଇଛନ୍ତି। ଏବେ ଏହି ଅଭିଯାନ ଅନ୍ତର୍ଗତ ଲକ୍ଷାଧିକ ଲୋକ ନିଜର ପାଇଖାନା ବନାଇବା ଆରମ୍ଭ କରିଦେଇଛନ୍ତି ଯାହାଦ୍ୱାରା ଗ୍ରାମୀଣ ଅଞ୍ଚଳରେ ବହୁତ ଫାଇଦା ହେଉଛି।

ଏଥିରେ ବହୁତ ଲୋକ ଫାଇଦା ନେଉଛନ୍ତି। ଲୋକମାନଙ୍କୁ ଏଥିରେ ବହୁତ ଫାଇଦା ମିଳୁଛି। ଏଥିରେ ଲୋକମାନଙ୍କ ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସୁଛି।

ଏବେ ସରକାର ଆଉଥରେ ସ୍ଵଛ ଭାରତ ଅଭିଯାନ ଆରମ୍ଭ କରିଦେଇଛନ୍ତି ଯାହାଦ୍ୱାରା ଲୋକଙ୍କୁ ଦ୍ଵିତୀୟବାର ଏହି ଫାଇଦା ମିଳିବାକୁ ଯାଉଛି। ଏହି ଅଭିଯାନ ଦ୍ୱାରା ଲୋକମାନଙ୍କ ଜୀବନଶୈଳୀରେ ମଧ୍ୟ ଉନ୍ନତି ଦେଖିବାକୁ ମିଳୁଛି।

ସ୍ୱଚ୍ଛ ଭାରତ ଅଭିଯାନ ଲୋକମାନେ ନିଜ ଆଖପାଖ ପରିବେଶକୁ ସଫା ରଖିବାକୁ ଚାହୁଁଛନ୍ତି। ଏବେ ଏହି ଅଭିଯାନ ଦ୍ୱାରା ସେହି ଲୋକଙ୍କୁ ଫାଇଦା ମିଳିବ। ଯେଉଁମାନେ ଏପର୍ଯ୍ୟନ୍ତ ଶୌଚାଳୟ ବନାଇ ପାରିନାହାଁନ୍ତି।

ଜଳଶକ୍ତି ମନ୍ତ୍ରାଳୟ ଅନୁସାରେ ଏହି ଯୋଜନାରେ 12,000 ଟଙ୍କା ଦିଆଯାଇସାରିଛି ଓ ଏବେ ଯାହାକୁ ଏହି ଅଭିଯାନର ଲାଭ ମିଳିନାହିଁ ସେମାନେ ଏଥିପାଇଁ ଆବେଦନ କରିପାରିବେ। ଆବେଦନ କରିବାପାଇଁ ସରକାରଙ୍କ ଜଳଶକ୍ତି ମନ୍ତ୍ରାଳୟର ୱେବସାଇଟ https://sbm. gov. in/sbm_dbt/secure/login.aspx ରେ ଯିବାକୁ ହେବ।

ଏଠାରେ ଆପଣଙ୍କୁ ଆପ୍ଲିକେସନ ଫର୍ମ ସିଟିଜନ ଟୁ ପ୍ରୋଭାଇଡ଼ ଆଇଏଚଏଚଏଲ ଅନଲାଇନ ଭରିବାକୁ ଜରୁରୀ ଅଟେ। ଏହି ସୂଚନା ସିରସା ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସୁଶୀଲ କୁମାରଙ୍କ ଦ୍ଵାରା ଦିଆଯାଇଛି।

ଲାଭାର୍ଥୀଙ୍କୁ ଫର୍ମ ଭରିବାପରେ ଜିଲ୍ଲା, ଖଣ୍ଡ ଏବଂ ଗ୍ରାମ ସ୍ତରୀୟ ଅଧିକାରୀ ଓ କର୍ମଚାରୀଙ୍କ ଦ୍ଵାରା ଏହା ଭେରିଫିକେସନ କରାଇବାକୁ ହୋଇଥାଏ। ଏହାପରେ ଲାଭାର୍ଥୀଙ୍କୁ ଦୁଇଟି ଗର୍ତ ଥିବା ଶୌଚାଳୟ ଥିବା ବନାଇବାକୁ ହୋଇଥାଏ।

ଏହାପରେ ଅଧିକାରୀ ଯାଞ୍ଚ ପାଇଁ ଆସିବେ ଓ ଦେଖିବେ କି, ଲାଭାର୍ଥୀ ସରକାରଙ୍କ ଅନୁସାରେ ଏହା କରିଛନ୍ତି କି, ନାହିଁ। ଯାଞ୍ଚ ହେବାପରେ ଆପଣଙ୍କ ଖାତାକୁ 12,000 ଟଙ୍କା ଆସିଯିବ।

Leave A Reply

Your email address will not be published.