ମୋଦି ସରକାରଙ୍କ ନୁଆଁ ଯୋଜନା : ୬୦ ବର୍ଷ ହେଲେ ଶ୍ରମିକମାନେ ମଧ୍ୟ ପାଇବେ ପେନ୍ସନ !

0

Get real time updates directly on you device, subscribe now.

ରାଜନୀତି ରେ ଜନତା ସେବା କରିବା ହେଉଛି ବଡ଼ ଧର୍ମ। ଦୁଃଖୀ ଗରିବ ଙ୍କ ସାହାଯ୍ୟ କରି ଜନତା ଙ୍କ ମନ ଜିଣିବା ସହିତ ଦେଶ ଏ ଉନ୍ନତି କରିବା ଏହାର ମୂଳ ଲକ୍ଷ । ତେବେ ଏହାର ସୁ ଉଦାହରଣ ରେ ଆମେ ଆମ ପ୍ରଧାନମନ୍ତ୍ରୀ ଙ୍କୁ ରଖି ପାରିବା ଯିଏ କି ଜନତା ଙ୍କ ଦୁଃଖ ସୁଖ ସବୁ ବୁଝି ଥାଆନ୍ତି ଓ ଦେଶ କୁ ବହୁତ୍ ଉପରକୁ ଉଠି ସାରିଲାଣି । ତେବେ ନିକଟ ରେ ଆଉ ଏକ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଝିଅ ମାନଂକ ପାଇଁ ହୋଇଛି ।

ରାସ୍ତାଘାଟ ବିକ୍ରେତା, ରିକ୍ସା ଚାଳକ, ନିର୍ମାଣ କାର୍ଯ୍ୟ କରୁଥିବା ଶ୍ରମିକ ଏବଂ ଅସଂଗଠିତ କ୍ଷେତ୍ର ସହିତ ଜଡିତ ଲୋକଙ୍କୁ ସେମାନଙ୍କର ବୃଦ୍ଧାବସ୍ଥା ସୁରକ୍ଷିତ ରଖିବାରେ ସାହାଯ୍ୟ ମିଳିବ । ପ୍ରଥମେ ସେହି ଆକାଉଣ୍ଟ୍ ରେ ୫୫ଟଙ୍କା ମାସିକ ଜମା କରିବାକୁ ହେବ । ଦିନକୁ ପ୍ରାୟ ୨ ଟଙ୍କା ସଞ୍ଚୟ କରି ଆପଣ ବାର୍ଷିକ ୩୬୦୦୦ ଟଙ୍କା ପେନସନ୍ ପାଇପାରିବେ । ୪୦ ବର୍ଷ ରୁ ଏହି ଯୋଜନା ଉପଭୋଗ କରି ପାରିବେ। ଏହି ସମୟ ରେ ଆପଣ ମାସକୁ ୨୦୦ ଟଙ୍କା ଜମା କରି ପାରିବେ । ୬୦ ବର୍ଷ ପରେ ଆପଣଙ୍କୁ ପ୍ରତି ମାସରେ ୩୦୦୦ ଟଙ୍କା ଅର୍ଥାତ୍ ବର୍ଷକୁ ୩୬୦୦୦ ଟଙ୍କା ପେନସନ୍ ମିଳିବ ।

ଏହାକୁ ଆବେଦନ କରିଥିବା ବ୍ୟକ୍ତିଙ୍କ ମାସିକ ଆୟ ୧୫ ହଜାର ଟଙ୍କାରୁ କମ୍ ହେବା ଉଚିତ୍ । ସାଧାରଣ ସେବା କେନ୍ଦ୍ର ସିଏସସି ରେ ଏହି ଯୋଜନା ପାଇଁ ପଞ୍ଜିକରଣ କରି ପାରିବେ । ଏହି ଯୋଜନା ପାଇଁ ସରକାର ଶ୍ରମ ବିଭାଗ, ଏଲଆଇସି, ଇପିଏଫଓ କାର୍ଯ୍ୟାଳୟକୁ ଶ୍ରମିକ ସୁବିଧା କେନ୍ଦ୍ର ଭାବରେ ଗଠନ କରିଛନ୍ତି । ଏହା ସହିତ ସରକାର ଟୋଲ ଫ୍ରି ନମ୍ବର ୧୮୦୦୨୬୭୬୮୮୮ ଜାରି କରିଛନ୍ତି । ଏହା ବିଷୟ ରେ ଅଧିକ ଅଧିକ ଜାଣିବାକୁ ଚାହୁଁଥିଲେ ଏହି ନମ୍ୱର୍ କୁ କଲ୍ କରି ସମ୍ପୂର୍ଣ ସୂଚନା ପାଇ ପାରିବେ ।

Leave A Reply

Your email address will not be published.