ମଶାମାନଙ୍କ ଠାରୁ ମୁକ୍ତି ପାଇବାର ଚମତ୍କାର ଉପାୟ ! 199 ଟଙ୍କାରେ କିଣନ୍ତୁ ଏହି ଲ୍ୟାମ୍ପ, କିଛି ମିନିଟରେ ମଶା ହେବେ ଶେଷ !

0

Get real time updates directly on you device, subscribe now.

Mosquito Killer Lamp: ବର୍ତ୍ତମାନ ଖରାଦିନ ଚାଲିଛି ଏବଂ ଆଗକୁ ମେ ମାସ ଆସିବାକୁ ଯାଉଛି, ଏହାସହିତ ଗରମ ମଧ୍ୟ ଆହୁରି ତୀବ୍ର ଗତିରେ ବଢ଼ିବ । ଗରମ ସହିତ ସବୁଠାରୁ ଅଧିକ ମଶା ମାନେ ହଇରାଣ କରିଥାନ୍ତି । ଗରମ ଋତୁରେ ଅଧିକ ମଶା ହୋଇଥାନ୍ତି । ଏହି ମଶା ମାନଙ୍କ ଠାରୁ ମୁକ୍ତି ପାଇବାପାଇଁ ଲୋକମାନେ ବିଭିନ୍ନ ଉପାୟ ଆପଣାଇ ଥାଆନ୍ତି । କିନ୍ତୁ ଅଧିକ ମଶା ହେଲେ ସେ ଉପାୟ ଗୁଡ଼ିକ ମଧ୍ୟ ଫେଲ ମାରିଯାଏ । ମଶା ମାନଙ୍କ ସହିତ ମୁକାବିଲା କରିବାପାଇଁ ଆଜି ଆମେ ଆପଣଙ୍କୁ ଏପରି ଗୋଟିଏ ଲ୍ୟାମ୍ପ ବିଷୟରେ କହିବାକୁ ଯାଉଛୁ, ଯାହା ଦ୍ଵାରା ଆପଣଙ୍କର ଏହି ଅସୁବିଧା ଦୂର ହୋଇଯିବ । ଏହା ଗୋଟିଏ ମସ୍କିଟୋ କିଲର ଲ୍ୟାମ୍ପ ଅଟେ, ଯାହା କିଛି ମିନିଟ ମଧ୍ୟରେ ମଶା ମାନଙ୍କୁ ଶେଷ କରିଥାଏ ।

ଲାଇଟ ସହିତ ଆଟ୍ରାକ୍ଟ ହୋଇ ମରିଥାନ୍ତି ମଶା :-

ଏହି ଲ୍ୟାମ୍ପରେ ଗୋଟିଏ ଲାଇଟ ରହିଛି, ଯାହା ଦ୍ଵାରା ଆଟ୍ରାକ୍ଟ ହୋଇ ମଶା ମାନେ ମରିଯାଆନ୍ତି । ଏହାକୁ ଆପଣ ବେଡ଼ରୁମ, ଲିଭିଙ୍ଗ ରୁମ୍ କିମ୍ବା ଅଫିସରେ ମଧ୍ୟ ଲଗାଇ ପାରିବେ । ଏହି ମସ୍କିଟୋ କିଲର ଲ୍ୟାମ୍ପ ବହୁତ୍ ଲାଇଟ ଏବଂ ଷ୍ଟାଇଲିସ ଡିଜାଇନ୍ ସହିତ ଆସିଥାଏ । ଏହା ମଶା ମାରିବା ସହିତ ଲ୍ୟାମ୍ପ ଭାବେ ମଧ୍ୟ କାମ କରିବ । ଏଥିରୁ ଗୋଟିଏ ନୀଳ ରଙ୍ଗର ଲାଇଟ ବାହାରେ, ଯାହା ମଶା ମାରିବାରେ ସାହାଯ୍ୟ କରିଥାଏ । ଏହା 20 ସ୍କ୍ୱାୟର ମିଟର ପର୍ଯ୍ୟନ୍ତ ଦୂରରେ ଉଡୁଥିବା ମଶା ମାନଙ୍କୁ ନିଜ ଆଡକୁ ଟାଣିଥାଏ ।

Mosquito Killer Lamp Price In India :-

ଏହି ମସ୍କିଟୋ କିଲର ଲ୍ୟାମ୍ପ ଆପଣଙ୍କୁ ମାର୍କେଟରେ ସହଜରେ ମିଳିଯିବ । ମାର୍କେଟରେ ମଶା ମାରିବାପାଇଁ ର୍ୟାକେଟ ମଧ୍ୟ ମିଳିଥାଏ, ଯାହା ବହୁତ୍ ଲୋକପ୍ରିୟ ଅଟେ । କିନ୍ତୁ ଏହି ଲ୍ୟାମ୍ପ ବିନା ପରିଶ୍ରମରେ ମଶା ମାନଙ୍କୁ ଶେଷ କରିଥାଏ । ର୍ୟାକେଟ 200 ରୁ 300 ଟଙ୍କାରେ ମିଳିଥାଏ, କିନ୍ତୁ ଏହି ଲ୍ୟାମ୍ପକୁ ଆପଣ 199 ଟଙ୍କାରେ କିଣି ପାରିବେ । ଯଦି ଆପଣ ଅନଲାଇନରେ କିଣିବାକୁ ଚାହୁଁଛନ୍ତି, ତେବେ ଆମାଜନରୁ ଏହାକୁ ଆପଣ 199 ଟଙ୍କାରେ କିଣି ପାରିବେ । ଏହା ତଳେ ଗୋଟିଏ ଟ୍ରେ ମଧ୍ୟ ଥାଏ, ଯାହା ମରିଯାଇଥିବା ମଶା ମାନଙ୍କୁ ସଂଗ୍ରହ କରିଥାଏ । ଟ୍ରେ ଭର୍ତ୍ତି ହେଲେ ଆପଣ ତାକୁ ବାହାରେ ଫିଙ୍ଗି ପାରିବେ ।

Leave A Reply

Your email address will not be published.