ପ୍ୟାରସେ ବରକୁ ମିଠାଇ ଖାଇବାକୁ ଦେଉଥିଲେ କନ୍ୟା,ଆଉ ବର ନଖାଇବାରୁ ତାଙ୍କୁ ନିର୍ଧୁମ ଛେଚିଲେ,ଦେଖନ୍ତୁ ଭିଡିଓ !

0

Get real time updates directly on you device, subscribe now.

ପତି-ପତ୍ନୀଙ୍କ ବାଦ ବିବାଦ ବହୁତ ସାଧାରଣ କଥା ଅଟେ ଓ ଏହା ପ୍ରତ୍ୟେକ ସ୍ୱାମୀ ଓ ସ୍ତ୍ରୀ ଭିତରେ ଦେଖିବାକୁ ମିଳିଥାଏ। କିନ୍ତୁ ଏହିସବୁ ବିବାହର କିଛିମାସ ପରେ ହୋଇଥାଏ। ନା କି ଷ୍ଟେଜ ଉପରେ ସମସ୍ତଙ୍କ ସାମ୍ନାରେ କିଏ ଲଢେଇ କରେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି କପଲ ବିଷୟରେ କହିବାକୁ ଯାଉଛୁ ଯିଏକି ବିବାହ ଦିନରେ ମାରପିଟ ହେବା ଆରମ୍ଭ କରିଦେଉଛନ୍ତି। ଏବେ ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଷ୍ଟେଜ ଉପରେ ହୋଇଗଲା ବର ଓ କନ୍ୟାଙ୍କ ଲଢେଇ ଝଗଡ଼ା:-

ଏହି ଭାଇରାଲ ଭିଡ଼ିଓରେ ଦେଖାଯାଉଛି କି, ବର ଓ କନ୍ୟା ଷ୍ଟେଜ ଉପରେ ଛିଡ଼ା ହୋଇଛନ୍ତି ଓ ସାମ୍ନାରେ ଫୋଟ ସେସନ ମଧ୍ୟ ଚାଲୁଛି। ଜୟମାଳା ସେସନ ଚାଲୁଥିବା ସମୟରେ କନ୍ୟା ଏକ ମିଠେଇ ନିଜ ବର ଙ୍କୁ ଦେଉଛନ୍ତି କିନ୍ତୁ ବର ଫୋଟ ଉଠାଇବାରେ ଏତେ ବ୍ୟସ୍ତ ହୋଇପଡୁଛନ୍ତି ଯେ, ସେ କନ୍ୟା ଆଡ଼କୁ ଅନାଉ ନାହାଁନ୍ତି। ଏହାପରେ କନ୍ୟା ନିଜର ଧୈର୍ଯ୍ୟ ରଖିନପାରି ବର ମୁହଁରେ ମିଠେଇ ଥାପିଦେଲେ।

କନ୍ୟାର ଏହି ହରକତରେ କନ୍ୟା ନାରାଜ ହୋଇଯିବାରୁ ସେ ସମସ୍ତଙ୍କ ସାମ୍ନାରେ କନ୍ୟାଙ୍କୁ ଏକ ଚାପୁଡ଼ା ମାରିଲା। ଏହାପରେ କନ୍ୟା ବି କମ ନୁହଁନ୍ତି। ସେ ମଧ୍ୟ ଏକ ଚାପୁଡ଼ା ମାରିଲେ। ଏହାପରେ ଗୋଟିଏ ପରେ ଗୋଟିଏ ଜଣେ ଆଉଜଣଙ୍କ ଉପରେ ଏହା କରିଚାଲିଲେ। ସେଠାରେ ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ରହିଗଲେ।

ଲୋକମାନେ ବହୁତ ମଜା ନେଲେ:-

ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ only..sarcasm ନାମକ ଆକାଉଣ୍ଟରୁ ଶେୟର କରାଯାଇଥିଲା। ଭିଡ଼ିଓକୁ ଦେଖି ମଜାଦାର କମେଣ୍ଟ କରିଥିଲେ। ଜଣେ ୟୁଜର ଲେଖିଥିଲେ, ‘ଆରେ ବାପ ରେ, ବିବାହ ତ ହୋଇଯାଉ ଏହାପରେ ଜଣେ ଆଉଜଣଙ୍କୁ ପିଟିବ। ଏହାପରେ ଆଉଜଣେ କହିଲେ, ୟାଙ୍କ ଯୋଡ଼ି ଏକଦମ ପରଫେକ୍ଟ ଅଟେ। ଦୁହିଁଙ୍କୁ ବହୁତ ରାଗ ଆସୁଛି। ଏହାପରେ ଏକ କମେଣ୍ଟ ଆସୁଛି। ଏବେଠାରୁ ଏମିତି ହାଲ ହେଉଛି ତ ବାହାଘର ପରେ କଣ ନହେବ। ଆଉଜଣେ କହିଛନ୍ତି, ଏହା ବିବାହ କମ ବରଂ ଆକ୍ସନ ସିନ ଅଧିକ ରହିଛି।

ଦେଖନ୍ତୁ ଭିଡ଼ିଓ:-

ସେହିପରି କିଛିଲୋକେ କମେଣ୍ଟ କରି କହିଛନ୍ତି, ଏହି ଭିଡ଼ିଓ କୌଣସି ବିବାହର ନୁହେଁ। ଏମିତି ଲାଗୁଛି ଯେମିତି କୌଣସି ଏକ ଜିନିଷର ଶୁଟିଂ ଚାଲୁଛି। ବର୍ତ୍ତମାନ ତ କୁହାଯାଇ ପାରୁନାହିଁ ଏହି ଭିଡ଼ିଓ କେଉଁ ତାରିଖର କିନ୍ତୁ ଭିଡ଼ିଓ ଦେଖି ଜରୁରୀ ମଜା ନିଅନ୍ତୁ।

Leave A Reply

Your email address will not be published.