ଘରେ ବସି ମୋବାଇଲ ଇଣ୍ଟରନେଟରେ ମାସିକ ରୋଜଗାର କରନ୍ତୁ ୨୫୦୦୦ ରୁ ୩୦୦୦୦ ଟଙ୍କା ! ଜାଣନ୍ତୁ କଣ କଣ କରିବାକୁ ପଡ଼ିବ !

0

Get real time updates directly on you device, subscribe now.

କରୋନା‌ କାଳରେ ପୁରୁଷ ଠାରୁ ମହିଳା ପର୍ଯ୍ୟନ୍ତ ସମସ୍ତେ ଘରୁ କାମ କରିବା ଏତେ ପରିଚିତ ହୋଇଗଲେଣି ଯେ ଏହି ସର୍ଚ ସବୁଠାରୁ ପପୁଲାର ସର୍ଚ୍ଚ ବନିଗଲାଣି|ଦୈନିକ ପାଖାପାଖି ୬ ହଜାରରୁ ଉର୍ଦ୍ଧ୍ବ ଲୋକ ୱର୍କ ଫ୍ରମ ହୋମ କି ୱର୍ଡ ସର୍ଚ୍ଚ କରୁଛନ୍ତି|ଆଜି ଏଭଳି ଏକ ପପୁଲାର ଇଣ୍ଟରନେଟ ବ୍ୟବସାୟ ବତାଇବାକୁ ଯାଉଛି ଯେଉଁଥିରେ ଆପଣ ଘରେ ବସି ମାସିକ ୨୫-୩୦ ହଜାର ଟଙ୍କା ଆୟ କରି ପାରିବେ|

ପର୍ସନାଲ ଫାଇନାନ୍ସ ଆଡଭାଇଜର୍:

ଏହା ଏକ ଏଭଳି କାମ ଯାହାକୁ ଆପଣ ସହଜରେ ଘରେ କରି ପାରିବେ ବାସ ଆପଣଙ୍କ ପାଖରେ ଲାପଟପ ବା କମ୍ପ୍ୟୁଟର ଓ ଇଣ୍ଟରନେଟ ସୁବିଧା ଥିବା ଆବଶ୍ୟକ|ଏଥିରେ ଆପଣଙ୍କୁ କମ୍ପାନୀ ଠାରୁ ନେଇ ଅଫିସ ଖୋଲିବା ପର୍ଯ୍ୟନ୍ତ କାମ କରିବାକୁ ହେବ|ଏଥିରେ ଆପଣଙ୍କୁ କ୍ଲାଏଣ୍ଟ ସହ ମିଳିବା,ଟ୍ରାଭେଲିଙ୍ଗ ଓ କନଫରେନ୍ସିଙ୍ଗ କଲ ଅଟେଣ୍ଡ କରିବା ଓ ମିଟିଂ କରିବାକୁ ହେବ|ଏହାସହ କିଛି ଫାଇନାନ୍ସିଆଲ୍ ଆଡଭାଇସ ଦେବାକୁ ହେବ|ଏଥିରେ ଆପଣଙ୍କୁ ୨୭୦୦୦ ପର୍ଯ୍ୟନ୍ତ ମିଳିବ|ଏଥିପାଇଁ ଭଲ ସ୍କିଲ ଓ ଡିଗ୍ରୀ ହେବା ଆବଶ୍ୟକ|

ଆପ୍ଲିକେସନ ସଫ୍ଟୱେର ଡେଭଲ୍ପର:

ଆଜିକାଲି ନୂଆ ନୂଆ ଆପ୍ସ ଓ ସଫ୍ଟୱେର କାମ ବହୁ ଡିମାଣ୍ଡ ହୋଇଥାଏ ,ଯଦି ଆପଣ ଏହି ଆମ ଜାଣନ୍ତି ଓ ପ୍ରୋଫେସନାଲ ତରିକାରେ କଲେ ଆପଣ ମାସିକ ୨୦-୩୦୦୦୦ ଟଙ୍କା ପର୍ଯ୍ୟନ୍ତ ଆୟ କରି ପାରିବେ|

ଅନଲାଇନ ଏକାଉଣ୍ଟାଣ୍ଟ:

ଏହି କାମ ନଲେଜ ଓ ସ୍କିଲ ଉପରେ ନିର୍ଭରଶୀଳ|ଆପଣ କୈାଣସି କମ୍ପାନୀ ସହ ଟାଇ ଅପ କରି ଏହି କାମ କରି ପାରିବେ|ଏଥିରେ ଆପଣଙ୍କୁ ୧୫୦୦୦-୨୦୦୦୦ ପର୍ଯ୍ୟନ୍ତ ଆୟ କରି ପାରିବେ|

ଗ୍ରାଫିକ ଡିଜାଇନର:

ଆମେ ଜାଣୁ ଯେ ଏହି କାମ ଦିନକୁ ଦିନ ବଢି ଚାଲିଛି ଯାହାକୁ ମିଡିଆ ହାଉସ ଫିଲ୍ମ ଓ ଏଡ୍ ଏଜେନ୍ସି ରହିଛି ଯାହା ଆପଣଙ୍କୁ ନିୟୋଜିତ କରି ୧୫-୨୦ ହଜାର ପର୍ଯ୍ୟନ୍ତ ପାଇ ପାରିବେ|ଯଦି ଆପଣ କାମରେ ଏକ୍ସପର୍ଟ ଓ କ୍ରିଏଟିଭଟି ରହିଛି ତେଵେ ଆପଣ ବହୁ ଶିଘ୍ର ଆଗକୁ ଯାଇ ପାରିବେ|

Leave A Reply

Your email address will not be published.