ବର୍ତମାନ ପର୍ଯ୍ୟନ୍ତ ସବୁଠାରୁ ଶସ୍ତା ପ୍ଲାନ୍ ! ମାତ୍ର ୧୪୧ ଟଙ୍କାରେ ୩୬୫ ଦିନର ବୈଧତା: ଦୈନିକ ୧ ଜିବି ଡାଟା ଓ‌ କଲିଙ୍ଗ

0

Get real time updates directly on you device, subscribe now.

କ’ଣ ଆପଣ ଜାଣନ୍ତି ମାର୍କେଟରେ କେତେ ଟେଲିକମ କମ୍ପାନୀ ଅଛନ୍ତି ଓ ତାଙ୍କ ନାଁ କାହିଁକି ରହିଛି ? କ’ଣ ଆପଣ MTNL ର ନାଁ ଶୁଣିଛନ୍ତି ?ଯଦି ନାହିଁ ତେଵେ ଏହି ଖବର ଆପଣଙ୍କ ପାଇଁ ଉପଲବ୍ଧ| ଆଜିର ପୂର୍ବରୁ ଆମେ ବହୁବାର ଆପଣଙ୍କୁ Jio, Airtel, Vi, BSNL ର ପ୍ଲାନ ସମ୍ପର୍କରେ ସୂଚନା ଦେଇଥିଲୁ|ଏହାରମାସିକ ପ୍ଲାନ ଠାରୁ ନେଇ ବାର୍ଷିକ ପ୍ଲାନ ପର୍ଯ୍ୟନ୍ତ ସମସ୍ତ ଡିଟେଲ ଦିଆଯାଇଛି|କିନ୍ତୁ ମୁଆଜି ଆପଣଙ୍କୁ ଅନ୍ୟ ଏକ ଟେଲିକମ କମ୍ପାନୀ MTNL ର ପ୍ଲାନ ସମ୍ପର୍କରେ ସୂଚନା ଦେଉଛି|ଏହି ପ୍ଲାନର ବୈଧତା ଏକ ବର୍ଷ|କିନ୍ତୁ ଏହାର ଖାସିୟତ କିଛି ଅଲଗା ଅଟେ|

ଏହି ପ୍ଲାନର ଖାସିୟତ କଥା କହିବା ଯଦି ଏହାର ବୈଧତା‌ ତ ଏକବର୍ଷ କିନ୍ତୁ ଦାମ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ|MTNLର ଏହି ପ୍ଲାନର ମୂଲ୍ୟ କେଵଳ ୧୪୧ ଟଙ୍କା ଅଟେ|ଏଥିରେ ୟୁଜର୍ସକୁ ଡାଟା ଓ‌ କଲିଙ୍ଗ ସୁବିଧା ଦିଆଯିବ|ମାର୍କେଟରେ ସବୁ ଟେଲିକମ କମ୍ପାନୀ ୟୁଜର୍ସକୁ ନିଜ ସହ ରଖିବାକୁ ଚେଷ୍ଟା କରୁଛନ୍ତି|ଏହି ଦୈଡରେ Jio, Airtel, Vi, BSNL ସହ MTNL ମଧ୍ୟ ରହିଛି|ଚାଲନ୍ତୁ MTNL ର ବାର୍ଷିକ ପ୍ଲାନ ସମ୍ପର୍କରେ ଜାଣିବା|

୧୪୧ ଟଙ୍କା ପ୍ଲାନ୍: ଏହି ପ୍ଲାନର ମୂଲ୍ୟ ୩୬୫ ଦିନର ଅଟେ|ଏଥିରେ ୧୪୧ ଟଙ୍କାରେ ପୂରା ବର୍ଷର ବୈଧତା ଦିଆଯିବ|ଏଥିରେ ଆରମ୍ଭରୁ ୯୦ ଦିନ ପର୍ଯ୍ୟନ୍ତ ୧ ଜିବି ଡାଟା ଦୈନିକ ଦିଆଯିଵ|ଏହାସହ MTNL ନେଟୱର୍କରେ କଲ୍ କଲେ ଅନଲିମିଡେଟ୍ କଲିଙ୍ଗ ସୁବିଧା ରହିଛି|ଅନ୍ୟ ନେଟୱର୍କ ଉପରେ ୨୦୦ ମିନିଟ ମାଗଣା କଲିଙ୍ଗ ସୁବିଧା ରହିଛି|ଯେତେବେଳେ ଏହା ଶେଷ ହୋଇଯିବ ସେତେବେଳେ ୨୫ ପଇସା ପ୍ରତି ମିନିଟ ଚାର୍ଜ କରାଯିବ|ଏହି ଚାର୍ଜ କେବଳ ୯୦ ଦିନ ପର୍ଯ୍ୟନ୍ତ ହେବ|୯୦ ଦିନ ପରେ ଆପଣଙ୍କୁ ପ୍ରତି ସେକେଣ୍ଡରେ ୦.୦୨ ପଇସା ଚାର୍ଜ ଦେବାକୁ ପଡିବ|ତେଣୁ MTNL ମଧ୍ୟ ଆପଣଙ୍କୁ ଖୁସି କରିବାର ସୁଯୋଗ ଛାଡୁନାହିଁ|

Leave A Reply

Your email address will not be published.