ଭଗବାନ ବୋଧେ ନିଜ ହାତରେ ଏହି ଝିଅଟିକୁ ବନାଇଛନ୍ତି, ମାତ୍ର ୨ ବର୍ଷ ବୟସରେ କରୁଛି କେତେ ସୁନ୍ଦର ପେଣ୍ଟିଂ,ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ଆଜିକାଲିର ମହିଳା ଜଣାନାହିଁ କଣ ଖାଇ ପିଲାଙ୍କୁ ଜନ୍ମ ଦେଉଛନ୍ତି। ବହୁତ କମ ବୟସରୁ ସେ ଗଜବ ଟ୍ୟାଲେଣ୍ଟ ପ୍ରତିପାଦନ କରୁଛନ୍ତି। ଆମେ ଯେତେବେଳେ ଛୋଟ ଥିଲେ ସେତେବେଳେ କେବଳ ମୂତିବା,ଝାଡ଼ା ଯିବା, ଖାଇବା, ପିଇବା ଓ ଖେଳିବା ବିଷୟରେ ହିଁ ଜାଣିଥିଲେ। ସେତେବେଳେ ନିଜ ଭିତରେ କୌଣସି ଟ୍ୟାଲେଣ୍ଟ ଖୋଜିବାର ଫୁରସତ ହିଁ ମିଳୁନଥିଲା। କିନ୍ତୁ ଆଜିକାଲି ଦୁନିଆର ପିଲାମାନେ ବହୁତ ଆଡ଼ଭାନ୍ସ ଅଟନ୍ତି। ସେ ବହୁତ କମ ବୟସରେ କମାଲ କାରନାମା କରୁଛନ୍ତି। ଏବେ ଅଢେ଼ଇ ବର୍ଷର ଏହି ଅଦ୍ଭୁତ ପିଲାଟିକୁ ହିଁ ଦେଖନ୍ତୁ।

ଅନଭି ଅଗ୍ରୱାଲ ଓଡ଼ିଶାରେ ରୁହନ୍ତି ଓ ତାଙ୍କର ବୟସ ମାତ୍ର ଅଢେଇ ବର୍ଷ କିନ୍ତୁ ସେ 117ଟି ଶାନଦାର ପେଣ୍ଟିଂ ବନାଇ ୱାର୍ଲଡ଼ ବୁକ ଅଫ ରେକର୍ଡ଼ରେ ନିଜ ନାଁ ଦର୍ଜ କରିଛନ୍ତି। ଏତିକି ମଧ୍ୟ ନୁହେଁ ତାଙ୍କର ଟ୍ୟାଲେଣ୍ଟ ଦେଖି ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରଶଂସା ହୋଇ ତାଙ୍କୁ ଏକ ଗିଫ୍ଟ ଦେଇଛନ୍ତି। ଆସନ୍ତୁ ଜାଣିବା ଏତେ କମ ବୟସରେ କେମିତି ଛୋଟ ପିଲାଟି ଭିତରେ ଏମିତି ଟ୍ୟାଲେଣ୍ଟ ଜନ୍ମ ନେଇଥିଲା।

9 ମାସରୁ ଏହି ଅଭିଳାସା:-

ଅନଭିଙ୍କ ମାତା-ପିତାଙ୍କ କହିବା ହେଲା ମାତ୍ର 9 ମାସରୁ ତାଙ୍କ ଭିତରୁ ଏହି ଆଗ୍ରହ ଜନ୍ମ ନେଇଥିଲା। ସେ ପିଲାବେଳରୁ ଟିଭି ଦେଖିବାରେ କୌଣସି ଆଗ୍ରହୀ ନଥିଲେ। ସେ ଖାଇବା ଓ ପିଇବା ବେଳେ ମଧ୍ୟ ପେଣ୍ଟିଂ କରି ବସୁଥିଲେ। ଏହାପରେ ଧିରେ ଧିରେ ତାଙ୍କର ଏଥିରେ ରୁଚି ବଢ଼ିଥିଲା ଓ ସମୟ କ୍ରମେ ସେ ରଙ୍ଗକୁ ମଧ୍ୟ ବୁଝୁବାରେ ଲାଗିଥିଲେ।

ଅନଭି ଏବେମାତ୍ର ଅଢେଇ ବର୍ଷର ଅଟନ୍ତି ଓ ସେ ନିଜର ଏତେ କମ ବୟସରୁ 37 ଟେକ୍ନିକ ଉପଯୋଗ କରି 72 ପେଣ୍ଟିଂ ବନାଇଛନ୍ତି। ପ୍ରାରମ୍ଭିକ ସମୟରେ ସେ ଖାଦ୍ୟ ଜିନିଷ ଯେମିତି ହଳଦୀ, ଲୁଣ, କେଶର, ପାଣି ଇତ୍ୟାଦିର ପେଣ୍ଟିଂ କରୁଥିଲେ। ଏବେ ସେଥିରେ ସେ ଆହୁରି ମାହିର ହୋଇଯାଇଛନ୍ତି। ତାଙ୍କର ଏହି ଟ୍ୟାଲେଣ୍ଟରେ ଖୁସି ହୋଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଅଟୋଗ୍ରାଫ ସହିତ ତାଙ୍କୁ ଆଶୀର୍ବାଦ ଦେଇଛନ୍ତି।

ଅନଭିଙ୍କ ମାଆ ଅନୁରାଧା ଡ଼ାଲମିଆ ଓ ବାପା ବିଶେଷ ଅଗ୍ରୱାଲଙ୍କୁ ତାଙ୍କ ଝିଅ ଉପରେ ବହୁତ ଗର୍ବ ରହିଛି। ତାଙ୍କୁ ଆଶା ରହିଛି ଅନଭି ଆଗକୁ ଏହି ଆର୍ଟ କୁ ଆହୁରି ଆଗକୁ ନେଇଯିବେ। ଜଣାନାହିଁ କାଲିକୁ ଏହି ଛୋଟ ଝିଅ ଭାରତର ସବୁଠାରୁ ଶାନଦାର ପେଣ୍ଟର ହୋଇଯିବ। ଆପଣ ମଧ୍ୟ ଝିଅକୁ ଟିଭି ଠାରୁ ଦୂରେଇ ରଖି କୁକିଂ କିମ୍ବା ଏହିପରି କିଛି ଶିଖାଇ ପାରିବେ।

Leave A Reply

Your email address will not be published.