ଯଦି ଆପଣଙ୍କ ପାଖରେ AC କିଣିବାକୁ ବଜେଟ ନାହିଁ ତାହେଲେ ଏହି ଫ୍ୟାନ କିଣନ୍ତୁ ଯିଏକି ଆପଣଙ୍କୁ AC ଭଳି ଥଣ୍ଡା ପ୍ରଦାନ କରିବ

0

Get real time updates directly on you device, subscribe now.

ଗରମ ଦିନ ଆସିଯାଇଛି ଓ ପ୍ରତ୍ୟେକ ବ୍ୟକ୍ତି ଏୟାର କଣ୍ଡିସନର ଲଗାଇବାକୁ ଚାହିଁଥାନ୍ତି। କିନ୍ତୁ କମ ବଜେଟ ହୋଇଥିବା କାରଣରୁ ଲୋକେ ଏହାକୁ କିଣି ପାରନ୍ତିନାହିଁ। ଏହାପରେ ବିଜୁଳି ବିଲ ମଧ୍ୟ ଏସି ଚାଲିବା ଦ୍ୱାରା ବହୁତ ଅଧିକ ଆସିଥାଏ। କିନ୍ତୁ ଆପଣ ଚିନ୍ତା କରନ୍ତୁ ନାହିଁ ଓ ଗରମରେ ଏସି ଭଳି ଥଣ୍ଡା ପାଇବାପାଇଁ କମ ବଜେଟରେ ଏସି ଭଳି ପବନ ଦେଉଥିବା ଏକ ଫ୍ୟାନ କିଣିପାରିବେ। ଆମେ ଆପଣଙ୍କୁ ଯେଉଁ ଫ୍ୟାନ ବିଷୟରେ କହିବାକୁ ଯାଉଛୁ ତାହା ଟେବୁଲ ଫ୍ୟାନ କିମ୍ବା ସିଲିଂ ଫ୍ୟାନ ନୁହେଁ, ଏହା ଏକ ଅଲଗା ଫ୍ୟାନ ଅଟେ ଯିଏକି ପାଣି ସ୍ପ୍ରିଂକିଲିଂ ସହିତ ଥଣ୍ଡା ପବନ ଦେଇଥାଏ।

Water Sprinkler Fan:-

ମାର୍କେଟରେ ବହୁତ ପ୍ରକାରର ୱାଟର ସ୍ପ୍ରିଂକଲର ଫ୍ୟାନ ରହିଛି। ଏହି ଫ୍ୟାନ ପବନ ଓ ପାଣିର ମିଶ୍ରଣ କରି ଆପଣଙ୍କୁ ଥଣ୍ଡା ପ୍ରଦାନ କରିଥାଏ। ଏହି ଫ୍ୟାନକୁ ଆପଣ କୌଣସି ପାର୍ଟି କିମ୍ବା ବିବାହରେ ଦେଖିଥିବେ।

ପାଣି ଛିଞ୍ଚନ କର ଗରମ ପବନକୁ ଥଣ୍ଡା କରିଥାଏ:-

ଏହା ଏକ ପାୱାରଫୁଲ ଫ୍ୟାନ ଅଟେ ଯିଏକି ପାଣି ଛିଞ୍ଚନ କରି ଗରମ ପବନକୁ ଥଣ୍ଡା ବନାଇଥାଏ। ଏହି ଫ୍ୟାନ ଘର ଭିତରେ ଓ ବାହାରେ ଭଲ ପବନ ଦେଇଥାଏ। ଫ୍ୟାନକୁ ୱାଟର ଟ୍ୟାପ ସହିତ କନେକଟ କରାଯାଇଥାଏ, ଫ୍ୟାନରେ ଛୋଟ ଛୋଟ ହୋଲ ରହିଥାଏ। ୱାଟର ଟ୍ୟାପ ଚାଲୁ କରିବାସହ ଯେମିତି ଆପଣ ଫ୍ୟାନ ଅନ କରିବେ ସେହିପରି ଆପଣଙ୍କ ଉପରେ ପାଣି ଛିଞ୍ଚିବା ଆରମ୍ଭ ହୋଇଯିବ। ଆପଣ ଆଡ଼ଜଷ୍ଟ କରିପାରିବେ କି, ଆପଣଙ୍କୁ କେତେ ସ୍ପ୍ରିଂକଲର ଆବଶ୍ୟକ ହେବ। ଆପଣ ନିଜ ହିସାବରେ ଆଡ଼ଜଷ୍ଟ କରିପାରିବେ।

ଆମାଜନରେ ମଧ୍ୟ ଉପଲବ୍ଧ:-

DIY କ୍ରାଫଟର୍ସ ଫ୍ୟାନ ଆମାଜନରେ ଉପଲବ୍ଧ ରହିଛି। ଏହି ଫ୍ୟାନର ଦାମ 4,197 ଅଟେ କିନ୍ତୁ ଏହାକୁ ଆମାଜନରେ 2,587 ଟଙ୍କାରେ କିଣିପାରିବେ। ଏହାସହ ଆପଣଙ୍କୁ ପାଇପ, ଟ୍ୟାପ କନେକ୍ଟର ମଧ୍ୟ ମିଳିବ।

Leave A Reply

Your email address will not be published.