ଚାଚିଙ୍କ ସହିତ ଝୁଲାରେ ଝୁଲୁଥିଲେ ଚାଚା,ଆଉ ହଠାତ ପଡିଗଲେ ତଳେ ମୁଁହ ମାଡି,ଆଉ ତା ପରେ ….ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ସୋସିଆଲ୍ ମିଡ଼ିଆରେ ଆପଣ ଗୋଟିଏ ପରେ ଗୋଟିଏ ମଜାଳିଆ ଭିଡ଼ିଓ ଦେଖିଥିବେ । ଏଥି ମଧ୍ୟରୁ ଅନେକ ଭିଡ଼ିଓ ଏତେ ମଜାଳିଆ ହୋଇଥାଏ ଯେ,ଯାହାକୁ ଦେଖି ହସି ହସି ପେଟ ଫୁଲି ଯାଏ । ଆଜିକାଲି ଏମିତି ହିଁ ଗୋଟିଏ ଭିଡ଼ିଓ ଭାଇରାଲ ହେଉଛି । ଏହି ଭିଡ଼ିଓ ରେ ଜଣେ ଦାଦା ତାଙ୍କ ସ୍ତ୍ରୀଙ୍କ ସହ ପାର୍କ ରେ ଝୁଲା ଝୁଲିବାକୁ ଯାଇଥିଲେ । ଏହି ସମୟରେ କିଛି ଏମିତି ହୋଇଥାଏ,ଯାହାକୁ ଦେଖି ହସି ହସି ଆପଣଙ୍କ ପେଟ କଣ ହେଇଯିବ । ଏହି ଭିଡ଼ିଓ ଆପଣ ଯେତେ ଥର ବି ଦେଖିବେ ନହସି ରହିପାରିବେ ନାହିଁ ।

ପତ୍ନୀଙ୍କ ସହ ଝୁଲା ଝୁଲିବାକୁ ଯାଇଥିଲେ ଦାଦା :-

ଭିଡ଼ିଓରେ ଦେଖିପାରୁଥିବେ କି ଜଣେ ଦାଦା ତାଙ୍କ ପତ୍ନୀଙ୍କୁ ନେଇକି ପାର୍କ ରେ ପହଂଚିଲେ । ପାର୍କ ରେ ଦୁହିଁଙ୍କ ମନ ପିଲାଙ୍କ ପରି ଝୁଲା ଝୁଲିବାକୁ ହେଲା । ଏହା ପରେ ଦୁହେଁ ଗୋଟେ ଗୋଟେ ପାଶ୍ୱରେ ବସିଯାନ୍ତି । ଭିଡ଼ିଓ ରେ ଆପଣ ଦେଖିପାରୁଥିବେ କି ଦାଦା ଜି ତାଙ୍କ ପତ୍ନୀ ଙ୍କ ସହ ମଜାରେ ଝୁଲା ଝୁଲିବକୁ ଲାଗନ୍ତି । ଭିଡ଼ିଓ ରେ ସବୁଠାରୁ ମଜାଦାର ଜିନିଷ ଏହା ହିଁ ହୋଇଥାଏ । ଝୁଲା ଝୁଲିବାର ଆରମ୍ଭ ରେ ତ ସବୁକିଛି ଠିକ ଥାଏ,କିନ୍ତୁ କିଛି କ୍ଷଣ ପରେ ଗୋଟିଏ ମଜାଳିଆ ଘଟଣା ଘଟିଯାଏ ।

View this post on Instagram

A post shared by Bhutni_ke (@bhutni_ke_memes)

ଭିଡ଼ିଓରେ ଦେଖିପାରିବେ କି କିଛି ହି ସମୟ ରେ ଚାଚା ଜି ଉଡିଯାଇ ଖୁଡିଙ୍କ ପାଖରେ ମୁହଁ ମାଡି ଗଲିପଡ଼ନ୍ତି । ବାସ୍ତବରେ ଖୁଡ଼ିଙ୍କ ଓଜନ ବେସି ଥିଲା । ଏହି କାରଣରୁ ଏହି ମଜାଳିଆ ଘଟଣା ଘଟିଯାଏ । ଯେଉଁ ପରି ଦାଦା ଝୁଲାରୁ ଖୁଡି ଙ୍କ ପାଖରେ ଗଲିପଡ଼ନ୍ତି,ତାକୁ ଦେଖି ଆପଣ ହସ ରୋକିପାରିବେ ନାହିଁ ଏବଂ ପେଟ ଧରି ହସିବାକୁ ମଜବୁର ହୋଇଯିବେ । ଦେଖନ୍ତୁ ଭିଡ଼ିଓ :-

ଜୀବନସାରା ଦୁର୍ଘଟଣା ଭୁଲିପାରିବେନି ଦାଦା :-

ଭିଡ଼ିଓ ରେ ଦେଖିପାରୁଥିବେ କି ଦାଦା ଜିଙ୍କ ସହିତ ଝୁଲା ଝୁଲିବା ସମୟରେ ଯାହା ହୋଇଯାଏ,ସେ ତାକୁ ଜୀବନ ସାରା ଭୁଲି ପାରିବେ ନାହିଁ । ମାତ୍ର ୩୩ସେକେଣ୍ଡ ର ଏହି ଭିଡ଼ିଓ ଆପଣଙ୍କୁ ବାରମ୍ବାର ହସିବାକୁ ମଜବୁର କରିଦେବ । ଭିଡ଼ିଓ କୁ bhutni_ke_memes ନାମକ ଇଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି । ଭିଡ଼ିଓ ଦେଖି ଅଧିକ ଲୋକ ହସିବା ଵାଲା ଇମୋଜି ସହିତ ତାଙ୍କ ରିଆକ୍ସନ ଦେଉଛନ୍ତି ।

Leave A Reply

Your email address will not be published.