ପିଇବା ପାଇଁ ପାଣି ନମିଳିବାରୁ ବୋତଲରେ ପ-ରି-ସ୍ରା କଲେ,ଆଉ ସାମାନ୍ୟ ଟ୍ରଲି ହଲେଇ ହେଲେ ହୃଦୟ କମ୍ପି ଯାଉଛି ! ଦେଖନ୍ତୁ ଭିଡିଓ

0

Get real time updates directly on you device, subscribe now.

ପାଟନା:ଝାଡଖଣ୍ଡର ଦେଓଘରରେ ପରିବାରର ଅନ୍ୟ ଛ ଜଣ ସଦସ୍ୟ ସହିତ ଟ୍ରଲିରେ ଫସିଥିବା ସବାଇବର ବିନୟ କୁମାର ଦାସ କହିଛନ୍ତି ଯେ ଯେତେବେଳେ ଆମେ ଫସିଥିଲୁ ତ ଆମେ ଜୀଇଁବା ପାଇଁ କ’ଣ କ’ଣ ନକଲୁ|ପାଣି ପିଇବାକୁ ଗୋଟିଏ ବୋତଲରେ ପରିଶ୍ରା ଏକାଠି କଲୁ|ଯଦି ଆଉ କିଛି ସମୟ ପାଇଁ ଆମକୁ ପାଣି ନମିଳିଥାନ୍ତା ଈଶ୍ୱର କୁ ଜଣା କ’ଣ ହୋଇଥାନ୍ତା|ଝାଡ଼ଖଣ୍ଡର ଦେଓଘର ଦୁର୍ଘ-ଟଣାର ପାଖାପାଖି
୪୫ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ ଶେଷ ହୋଇଥିଲା|ଯଦିଓ ରେସ୍କ୍ୟୁ ଅପରେସନ ହେବାର କିଛି ଘଣ୍ଟା ପୂର୍ବରୁ ମଙ୍ଗଳବାର ରେସ୍କ୍ୟୁ ଅପରେସନ ସମୟରେ ଜଣେ ମହିଳା ଖସି ପଡିଲେ|ରେସ୍କ୍ୟୁ ସମୟରେ ରସି ଛିଣ୍ଡି ଯିବାରୁ ଏହି ଘ-ଟ-ଣା ହୋଇଥିଲା|ମହିଳାଙ୍କ ମୃ-ତ୍ୟୁ ହୋଇ ଯାଇଛି|

ମଙ୍ଗଳବାର ଦିନ ୧୫ଜଣ ଲୋକଙ୍କୁ ସୁର-କ୍ଷିତ ଭାବେ ବାହାର କରା ଯାଇଛି|ବାୟୁସେନା,ଆଇଡିବିପି ଓ ଏନଡିଆରଏଫ ସହ ଗରୁଡ କମାଣ୍ଡୋ ଏହି ଅଭିଯାନରେ ସାମିଲ ହୋଇଥିଲେ|ସେନାର ଏମ୍ଆଇ ୧୭ ହେଲିକପ୍ଟର ୨୦୦୦ ଫୁଟ ଉଚ୍ଚତାରେ ଉଡୁଥିଲା ଓ ପଵନର ଚାପ ଫଳରେ ଉ-ଦ୍ଧା-ର କରିବା କଷ୍ଟକର ହେଉଥିଲା|

ଆସନ୍ତୁ ଶୁଣିବା ଏଥିରୁ ବଞ୍ଚିଥିବା ଲୋକଙ୍କ ପ୍ରତିକ୍ରିୟା:

ରୋପୱ ଟ୍ରଲିରେ ଫସିଥିବା ବିହାର ମଧୁବାଣୀ ଜିଲ୍ଲାର ଜଣେ କହିଛନ୍ତି ଯେତେବେଳେ ଆମେ ଫସିଗଲୁ ଲାଗୁଥିଲା ଆମ ଜୀବନ ଚାଲିଯିବ, କିନ୍ତୁ ଉ-ଦ୍ଧା-ର କାରୀ ଦଳ ବଞ୍ଚାଇଲେ|ଆଉଜଣେ ଛୁଆ କହିଲା ଏଵେ ମୋତେ ଭଲ ଲାଗୁଛି|ଯେତେବେଳେ ରସି ଟଣାଗଲା ଲାଗିଲା ନୂଆ ଜୀବନ ମିଳିଲା|

ଜଣେ ଯୁବତୀ କହିଛନ୍ତି ଯେତେବେଳେ ଟ୍ରଲି ହଲୁଥିଲା ସେ ଡ-ରି ଯାଉଥିଲା|ଯଦି ନହଲି ଥାନ୍ତା ଡ-ର ଲାଗି ନଥାନ୍ତା|ଆମେ ରାତି ସାରା ଭୋକରେ ରହିଲୁ|ମଙ୍ଗଳବାର ସକାଳ ୧୧.୩୦ ରେ କିଛି ଖାଇଲୁ ଓ ପାଣି ପିଇଲୁ|ସେ କହିଲା ଯେତେବେଳେ ଆମକୁ ତଳକୁ ଖସା ଯାଉଥିଲା ଭଲ ଲାଗିଲା କିନ୍ତୁ ଯେତେବେଳେ ରସି‌ ମଝିରେ ଅଟକିଲା ଲାଗିଲା ତଳେ ପଡ଼ିଯିବି|

କହିରଖେ ଝାଡ଼ଖଣ୍ଡର ସବୁଠାରୁ ଉଚ୍ଚ ରୋପୱ ତ୍ରିକୂଟ,ଦେଓଘରରେ ଶନିବାର ସନ୍ଧ୍ୟାରେ ପାଖାପାଖି ୫ ଟାରେ ଦୁଇଟି କେବଲ କାର ଧ-କ୍କା ଫଳରେ ୭୦ ଲୋକ ଫସିଗଲେ ଫଳରେ ପରିଚାଳନ ଠପ ହୋଇଗଲା|ରବିବାର ରୋପୱ ସଞ୍ଚାଳନ ବନ୍ଦ ଫଳରେ ତିନି ଜଣ ଲୋକଙ୍କ ମୃ-ତ୍ୟୁ ଘଟିଥିଲା|ସେଥିରେ ପଶ୍ଚିମ ବଙ୍ଗର ଜଣେ ବ୍ୟକ୍ତି ମଧ୍ୟ ସାମିଲ ଥିଲେ ଯିଏ ହେଲିକପ୍ଟର ଦ୍ୱାରା ଉ-ଦ୍ଧା-ର ସମୟରେ ତଳେ ଖସି ପଡିଲେ|

Leave A Reply

Your email address will not be published.