ଶ୍ରୀଲଙ୍କା ସ-ଙ୍କ-ଟ : ଭାରତକୁ ନେଇ ବଡ଼ ମନ୍ତବ୍ୟ ଦେଲେ ପୂର୍ବତନ କ୍ରିକେଟର ଜୟସୁରିଆ,ଭାରତକୁ ଆମର ଭାଇ ବୋଲି କହିବା ସହିତ ମୋଦିଙ୍କର କଲେ ବହୁତ ତାରିଫ

0

Get real time updates directly on you device, subscribe now.

ଶ୍ରୀଲଙ୍କାର ଆର୍ଥିକ ଅବସ୍ଥା ବର୍ତ୍ତମାନ ଶୋଚନୀୟ ହୋଇ ପଡିଛି। ତେବେ ଭାରତ ଶ୍ରୀଲଙ୍କାର ପଡୋଶୀ ଦେଶ ହୋଇଥିବାରୁ ଶ୍ରୀଲଙ୍କା କୁ ସହାୟତା ଯୋଗେଇ ଦେଇଛି। ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଶ୍ରୀଲଙ୍କାର ଆର୍ଥିକ ଅବସ୍ଥା ବର୍ତ୍ତମାନ ଦୁର୍ବଳ ହୋଇ ପଡିଛି। ଯାହାଫଳରେ ଶ୍ରୀଲଙ୍କା ନିଜ ପଡୋଶୀ ଦେଶ ଠାରୁ ସହାୟତା ଆଶା କରୁଛି। ପ୍ରକାଶ ପାଇଥିବା ରି-ପୋ-ର୍ଟ ଅନୁସାରେ, ଭାରତ ୨୪ ଘଣ୍ଟା ମଧ୍ୟରେ ୭୬ ହଜାର ଟନ୍ ଇନ୍ଧନ ସହାୟତା ରୂପେ ଯୋଗେଇ ଦେଇଛି।

ଶ୍ରୀଲଙ୍କାର ଆର୍ଥିକ ଅବସ୍ଥା ସଙ୍କଟାପନ୍ନ ଥିବା ସମୟରେ ଭାରତ ପଡୋଶୀ ଦେବ ହୋଇଥିବାରୁ ସହାୟତା ଯୋଗେଇ ଦେବା ପାଇଁ ଆଗକୁ ଆସିଛି। ତେବେ ଭାରତର ଏପରି ସହାୟତାକୁ ନେଇ ଶ୍ରୀଲଙ୍କା ର ଦିଗଜ ପୂର୍ବତନ କ୍ରିକେଟର ଜୟସୁରିଆ ନିଜ ମୁହଁ ଖୋଲିଛନ୍ତି। ଭାରତକୁ ବଡ଼ ଭାଇ ବୋଲି ସମୀକ୍ଷା କରିଛନ୍ତି। ଶ୍ରୀଲଙ୍କା ବର୍ତ୍ତମାନ ସମୟରେ ଆର୍ଥିକ ଖରାପ ସମୟ ଦେଇ ଗତି କରୁଛି ଏବଂ ଭାରତର ନିଃସ୍ୱାର୍ଥ ପର ସହାୟତାକୁ ନେଇ ଜୟସୁରିଆ ଭାରତର ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି।

ଜୟସୁରିଆ କହିଲେ ଭାରତକୁ ବଡ଼ ଭାଇ:-

ତେବେ ଆପଣ ଭଲ ଭାବରେ ଜାଣିଛନ୍ତି ଯେ ଭାରତର ପଡୋଶୀ ଦେଶ ଶ୍ରୀଲଙ୍କା କେଉଁ ଅବସ୍ଥା ଦେଇ ଗତି କରୁଛି। ତେବେ ଏହାକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ ସହାୟତା ଯୋଗେଇ ଦେବା ପାଇଁ ଆଗେଇ ଆସିଛି। ଯେଉଁ କାରଣରୁ ଭାରତର ଏଭଳି ସହାୟତା ପୂର୍ଣ୍ଣ ଭାବ ପାଇଁ ପ୍ରଶଂସାର ସୁଅ ଛୁଟୁଛି। ତେବେ ଏହି ସମୟରେ ଶ୍ରୀଲଙ୍କାର ଦିଗଜ ବ୍ୟାଟ୍ସମ୍ୟାନ୍ ସନଥ ଜୟସୁରିଆ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ତେବେ ସେ କହିଛନ୍ତି, ଭାରତ ଶ୍ରୀଲଙ୍କା ପାଇଁ ବଡ଼ ଭାଇ ଭଳି ପାଖରେ ଛିଡା ହୋଇଛି। କେବଳ ସେତିକି ନୁହେଁ ଭାରତ ଅନେକ ପ୍ରଶଂସା ମଧ୍ୟ କରିଛନ୍ତି।

ପିଏମ ମୋଦିଙ୍କ ମଧ୍ୟ କରିଥିଲେ ପ୍ରଶଂସା:-

ଭାରତର ସହାୟତାକୁ ନେଇ ଜୟସୁରିଆ କହିଛନ୍ତି, “ପଡୋଶୀ ହୋଇଥିବାରୁ, ସବୁବେଳେ ଭାରତ ଆମକୁ ବଡ଼ ଭାଇ ଭଳି ସାହାଯ୍ୟ କରୁଛି। ଏଭଳି ପରିସ୍ଥିତିରେ ଆମେ ଭାରତ ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣେଇଛନ୍ତି। ଏହି ସମୟରେ ବଞ୍ଚିବା ଆମ ପାଇଁ ଏକ ସଫଳତା” ବୋଲି କହିଛନ୍ତି।

ଜୟସୁରିଆ ଆହୁରି ମଧ୍ୟ କହିଛନ୍ତି ” ବର୍ତ୍ତମାନ ଦେଶର ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି। ଭାରତ ଭଳି ଅନ୍ୟ ପଡୋଶୀ ଦେଶ ମାନଙ୍କ ଠାରୁ ସହାୟତା ମିଳିବ ବୋଲି ଆଶା ରଖିଛୁ। ଯାହାଫଳରେ ଅବସ୍ଥାରେ ସୁଧାର ଆସି ପାରିବ।” ତେବେ ଆଶା ବାନ୍ଧି ରଖି ବସିଛନ୍ତି ଶ୍ରୀଲଙ୍କା ଦେଶ ବାସୀ।

ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା:-

ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ବର୍ତ୍ତମାନ ଶ୍ରୀଲଙ୍କା ବାସୀ ଖରାପ ପରିସ୍ଥିତି ଦେଇ ଗତି କରୁଛନ୍ତି। ଲଙ୍କା ଓ କ୍ଷୀରରୁ ଆରମ୍ଭ ହୋଇଥିବା ଏହି ମ-ହ-ଙ୍ଗା ମା-ଡ଼ ବର୍ତ୍ତମାନ ଗ୍ୟାସ, ପେଟ୍ରୋଲ ଏବଂ ଇନ୍ଧନ ପର୍ଯ୍ୟନ୍ତ ପହଞ୍ଚିଲାଣି। ଲୋକମାନେ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଆଣିବା ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନରେ ଅପେକ୍ଷା କରୁଛନ୍ତି। କେବଳ ସେତିକି ନୁହେଁ ବିଜୁଳି ମଧ୍ୟ ଦିନରେ ଘଣ୍ଟା ଘଣ୍ଟା ଧରି କାଟୁଛନ୍ତି। ଯାହାଫଳରେ ଲୋକମାନଙ୍କ ଅବସ୍ଥା ଆହୁରି ଶୋଚନୀୟ ହୋଇ ପଡିଛି।

ତେବେ ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ଯୋଗୁଁ ଖାଇବା ପାଇଁ ଭୋଜନ ଏବଂ ଇନ୍ଧନ ପାଇଁ ବହୁତ କମ୍ ହେବାରେ ଲାଗିଛି। ଯେଉଁ କାରଣରୁ ବହୁତ ସଂଖ୍ୟାର ଲୋକମାନେ ପ୍ରଭାବିତ ହେଉଛନ୍ତି। ଆର୍ଥିକ ସ-ଙ୍କ-ଟ ପାଇଁ କୌଣସି ପର୍ଯ୍ୟଟନ ବୁଲିବା ପାଇଁ ଶ୍ରୀଲଙ୍କା ଆସୁ ନାହାଁନ୍ତି। କାରଣ ମୁଦ୍ରା ଅଦଳ ବଦଳ କରିବାର ସାମର୍ଥ୍ୟ ଶ୍ରୀଲଙ୍କା ହରେଇଛି।

Leave A Reply

Your email address will not be published.