Last Date Offer: ଆଜି ଶେଷ ସୁଯୋଗ, ଅଧା ମୂଲ୍ୟରେ ମିଳୁଛି 1 ଟନର ବ୍ରାଣ୍ଡେଡ AC ,ଜଲଦି କିଣନ୍ତୁ …

0

Get real time updates directly on you device, subscribe now.

Summer AC Sale: ଏ ବର୍ଷ ଗରମ ପ୍ରତିଦିନ ନୂଆଁ ରେକର୍ଡ ସୃଷ୍ଟି କରୁଛି ଏବଂ ଲଗାତାର ଖରା ବଢ଼ିବାରେ ଲାଗିଛି । ନିକଟରେ ଏପ୍ରିଲରେ ହିଁ ଲୋକଙ୍କୁ ମେ- ଜୁନର ଗରମ ଅନୁଭବ ହେଉଛି । ଏପରି ପରିସ୍ଥିତିରେ ଲୋକମାନେ ଗରମରୁ ମୁକ୍ତି ପାଇବାପାଇଁ ଏସି ଏବଂ କୁଲର କିଣୁଛନ୍ତି । ବଢୁଥିବା ଡିମାଣ୍ଡକୁ ଦେଖି କିଛି କମ୍ପାନୀ ନିଜ ଏସିର ଦାମ୍ ମଧ୍ୟ ବଢାଇଛନ୍ତି । ତେବେ ଏହା ପରେ ମଧ୍ୟ ଲୋକଙ୍କ ପାଖରେ କମ୍ ଦାମରେ ଏବଂ ଭଲ ଡିସକାଉଣ୍ଟରେ ଶସ୍ତାରେ ଏସି କିଣିବା ପାଇଁ ବିକଳ୍ପ ରହିଛି ।

ଆଜି ସେଲର ଶେଷ ଦିନ :-

ଟାଟା କ୍ଲିକର ପୋର୍ଟାଲରେ ଚାଲିଥିବା ସେଲ Cliqathon ର ଆଜି ଶେଷ ଦିନ ଅଟେ ଏବଂ ଏହି ସେଲରେ ସ୍ପ୍ଲିଟ ଏସି ଠାରୁ ଆରମ୍ଭ କରି ୱିଣ୍ଡୋ ଏସି ପର୍ଯ୍ୟନ୍ତ ବିଭିନ୍ନ ବ୍ରାଣ୍ଡ ଉପରେ ଜବରଦସ୍ତ ଡିସକାଉଣ୍ଟ ମିଳୁଛି । ପୋର୍ଟାଲରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ସେଲରେ ସବୁଠାରୁ କମ ମାତ୍ର 1,099 ଟଙ୍କାର ଇଏମଆଇରେ 1 ଟନର ବ୍ରାଣ୍ଡେଡ AC ଉପଲବ୍ଧ ରହିଛି । ଅଲଗା ଅଲଗା ବ୍ରାଣ୍ଡର ଏସି ମଡେଲ ଉପରେ ଏହି ସେଲରେ 50% ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳୁଛି । ଏହାବ୍ୟତୀତ ଆଇସିଆଇଶିଆଇ ବ୍ୟାଙ୍କର କ୍ରେଡିଟ କାର୍ଡ କିମ୍ବା ଡେବିଟ କାର୍ଡ ଦ୍ଵାରା ସପିଙ୍ଗ କଲେ 10% ଏକ୍ସଟ୍ରା ଡିସକାଉଣ୍ଟ ମଧ୍ଯ ଦିଆଯାଉଛି ।

ଏହି ସେଲରେ Whirlpool ର ତିନୋଟି ମଡେ଼ଲ ଉପରେ 50% ଡିସକାଉଣ୍ଟ ମିଳୁଛି । ଏଥିମଧ୍ୟରୁ ଦୁଇଟି Magicool Convert Pro ଏବଂ Supreme Cool Xpand ତ ଫାଈଭ ଷ୍ଟାର ଏସି ଅଟେ ଏବଂ 1.5 ଟନ କାପାସିଟି ବାଲା ଅଟେ । Whirlpool ର ହିଁ ଏକ ଟନ ବାଲା ଥ୍ରି ଷ୍ଟାର ଏସି ସବୁଠାରୁ କମ୍ ମୂଲ୍ୟରେ ସେଲରେ ଉପଲବ୍ଧ ରହିଛି ।

ୱିଣ୍ଡୋ ଏସି ଉପରେ ମଧ୍ୟ ବହୁତ୍ ଅଫର :-

ସ୍ପ୍ଲିଟ ଏସି ବ୍ୟତୀତ ୱିଣ୍ଡୋ ଏସି ଉପରେ ମଧ୍ୟ ଟାଟା କ୍ଲିକର ସେଲରେ ଗୋଟିଏରୁ ବଢି ଆଉ ଗୋଟିଏ ଅଫର ମିଳୁଛି । ଏହି କ୍ୟାଟାଗୋରିରେ Lloyd ର ତିନୋଟି ମଡେଲ ଉପରେ 30% ରୁ ଅଧିକ ଡିସକାଉଣ୍ଟ ମିଳୁଛି । ସେହିପରି Whirlpool ଏଵଂ Blue Star ଭଳି ବ୍ରାଣ୍ଡର ୱିଣ୍ଡୋ ଏସି 25 ହଜାର ଟଙ୍କାରୁ କମ୍ ମୂଲ୍ୟରେ ମିଳିଯାଉଛି ।

Leave A Reply

Your email address will not be published.