କେବଳ ଏହି ଜିନିଷ ଖାଇବା ଦ୍ୱାରା କମ ହେବ ଆପଣଙ୍କ ହାଇ ବ୍ଲଡ଼ ପ୍ରେସର, ଜାଣନ୍ତୁ କଣ ?

0

Get real time updates directly on you device, subscribe now.

କଣ ଆପଣ ଜାଣନ୍ତି କି, ଅଣ୍ଡାର ଧଳା ଅଂଶ ଆମକୁ କେତେ ଫାଇଦା ଦେଇଥାଏ। ଅଣ୍ଡାର ଧଳା ଅଂଶରେ ପ୍ରଚୁର ମାତ୍ରାରେ ପ୍ରୋଟିନ ଭରି ରହିଥାଏ ଓ ଅନେକ ଲୋକ ଆମକୁ ଏହା ଖାଇବାକୁ ପରାମର୍ଶ ଦେଇଥାନ୍ତି। ଆପଣ ଜାଣନ୍ତି କି, ପ୍ରୋଟିନ ସହିତ ଅଣ୍ଡାର ଧଳା ଅଂଶରେ ବହୁତ ସାରା ରୋଗକୁ ହ୍ରାସ କରିବାର ଗୁଣ ମଧ୍ୟ ରହିଥାଏ।

ବ୍ଲଡ଼ ପ୍ରେସର କଣ୍ଟ୍ରୋଲରେ ରହିଥାଏ:-

ଅଣ୍ଡାର ଧଳାଅଂଶ ଖାଇବା ଦ୍ୱାରା ହାଇ ବ୍ଲଡ଼ ପ୍ରେସର କଣ୍ଟ୍ରୋଲ ହେବାସହ ହାର୍ଟ ସମ୍ବନ୍ଧିତ ସମସ୍ତ ପ୍ରକାରର ରୋଗ ଦୂର ହୋଇଥାଏ। ଯଦି ଆପଣ ଏହାକୁ ଖାଉ ନାହାଁନ୍ତି ତାହେଲେ ଜଲଦି ଏହାକୁ ନିଜ ଡ଼ାଇଟ ରେ ସାମିଲ କରନ୍ତୁ।

ଥକାପଣ ଦୂର କରିଥାଏ:-

ଅଣ୍ଡାର ଧଳା ଅଂଶ ଖାଇବା ଦ୍ୱାରା ଆପଣଙ୍କ ଥକାପଣ ମଧ୍ୟ ଦୂର ହୋଇଥାଏ। ଯଦି ଆପଣଙ୍କୁ ଲାଗୁଛି ଆପଣ ଥକାପଣ ଅନୁଭବ କରୁଛନ୍ତି ତାହେଲେ ଅଣ୍ଡାର ଧଳାଅଂଶ ନିହାତି ରୂପରେ ଖାଆନ୍ତୁ।

ହାଡ଼ କୁ କରିଥାଏ ମଜବୁତ:-

ଅଣ୍ଡାର ଧଳାଅଂଶରେ ପ୍ରଚୁର ପରିମାଣରେ କ୍ୟାଲସିୟମ ଭରି ରହିଥାଏ। ଯଦି ଆପଣଙ୍କୁ କ୍ୟାଲସିୟମ ଆବଶ୍ୟକ ତାହେଲେ ଅଣ୍ଡାର ଧଳାଅଂଶ କୁ ଖାଆନ୍ତୁ ଯାହାକି ଆପଣଙ୍କ ହାଡ଼ ପାଇଁ ମଧ୍ୟ ଫଳପ୍ରଦ ହେବ।

Leave A Reply

Your email address will not be published.