ଫ୍ରି ରେ ଘରକୁ ନିଅନ୍ତୁ 4G ଜିଓ ଫୋନ, ଏହାସହ 2 ବର୍ଷର ଭ୍ୟାଲିଡ଼ିଟି ଏବଂ ଡାଟା ମଧ୍ୟ ସମ୍ପୂର୍ଣ୍ଣ ଫ୍ରି।

0

Get real time updates directly on you device, subscribe now.

ଜିଓ କମ୍ପାନୀ ନିଜ ଗ୍ରାହକଙ୍କ ପାଇଁ ଭଲ ଭଲ ଅଫର ନେଇ ଆସିଥାଏ। ଏହି ସମୟରେ ଜିଓ ଏୟାରଟେଲ ଓ ଭୋଡ଼ାଫୋନକୁ ନେଇ ଏକ ଖବର ଆଣିଛି। ଏହି ସମୟରେ ଜିଓ ର ଏକ ଅଫର ମାର୍କେଟକୁ ଆସିଛି ଯାହାପାଇଁ ହଇଚଇ ମଚି ଯାଇଛି।

ଏହି ପ୍ଲାନ ବିଷୟରେ ଜାଣି ସମସ୍ତ ଗ୍ରାହକ ବହୁତ ଖୁସି ଅଛନ୍ତି। ଜଣାଇଦେଉଛୁ କି, ଏହି ପ୍ଲାନରେ କଲିଂ ସହିତ ଅନ୍ୟ ଫାଇଦା ମଧ୍ୟ ରହିଛି ଯାହାକି ଗ୍ରାହକଙ୍କୁ ବହୁତ ଖୁସି କରାଇବ। ଯେମିତି ଆପଣ ଜିଓ ତରଫରୁ ଏହି ଫୋନକୁ କିଣିବେ ତାହେଲେ ଆପଣଙ୍କୁ 2 ବର୍ଷ ପର୍ଯ୍ୟନ୍ତ କୌଣସି ରିଚାର୍ଜ କରିବାକୁ ପଡ଼ିବନାହିଁ। ଏହାସହ ଆପଣଙ୍କୁ ଜିଓ ଆପ ର ସବସ୍କ୍ରିପ୍ସନ ସହିତ 4G ଡାଟା 48 ଜିବି ର ମିଳୁଛି। ଜଣାଇଦେଉଛୁ କି, ଆପଣ ଲମ୍ବା ସମୟ ପର୍ଯ୍ୟନ୍ତ କଲିଂ ର ଲାଭ ଉଠାଇପାରିବେ।

ଏହି ପ୍ଲାନ ର ଦାମ 1999 ଟଙ୍କା ଅଟେ। ଫୋନ ର ସ୍ପେସିଫିକେସନ କଥା କହିବାକୁ ଗଲେ ଏହି ଫୋନରେ ଆପଣଙ୍କୁ 2.4 ଇଞ୍ଚର ଡ଼ିସପ୍ଲେ ମିଳୁଛି। ଏହାସହ ଆପଣଙ୍କୁ ଏଥିରେ SD କାର୍ଡ଼ର ଫାଇଦା ମଧ୍ୟ ମିଳୁଛି। ଏଠାରେ ଆପଣଙ୍କୁ ଆଲଫା ନ୍ୟୁମେରିକ୍ ର କିପ୍ୟାଡ଼ ଦେଖିବାକୁ ମିଳିବ ଯାହାକି ଦେଖିବାକୁ ଆପଣଙ୍କୁ ବହୁତ ଭଲ ଲାଗିବ।

ଜଣାଇଦେଉଛୁ କି, ରିଙ୍ଗ ଟୋନ, କ୍ୟାମେରା, ଟର୍ଚ୍ଚ ଲାଇଟ ସହିତ ମଇକ୍ରୋଫୋନ ସ୍ପିକର, ଫୋନ କଣ୍ଟାକ୍ଟ ଓ କଲ ହିଷ୍ଟ୍ରି ଭଳି ସୁବିଧା ମଧ୍ୟ ମିଳୁଛି। ଏହି ଫୋନ ଭିତରେ ଆପଣଙ୍କୁ 1500 mah ର ବ୍ୟାଟେରୀ ଦେଖିବାକୁ ମିଳିବ। ଯଦି ଆପଣ ଏହାର ଫୁଲ ରିଚାର୍ଜ କରାଇବେ ତାହେଲେ ଆପଣଙ୍କୁ 9 ଘଣ୍ଟା ପର୍ଯ୍ୟନ୍ତ ଟକ ଟାଇମର ମଜା ମିଳିବ।

ଯଦି ବ୍ୟାଟେରୀ କଥା କହିବା ତାହେଲେ ଆପଣଙ୍କୁ 6 ଘଣ୍ଟାର ବ୍ୟାଟେରୀ ବ୍ୟାକଅପ ମିଳିବ। ଏହି ଫୋନରେ 0.3 ମେଗା ପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ଏଥିରେ ଆପଣଙ୍କୁ ମାଇଁ ଜିଓ, ମାଇଁ ଜିଓ ସିନେମା, ଜିଓ ଗେମ୍ସ, ଜିଓ ରେଲସ ଓ ହ୍ଵାଟ୍ସଆପ ଭଳି ସୁବିଧା ମଧ୍ୟ ମିଳୁଛି।

Leave A Reply

Your email address will not be published.