ମାଆ ହେବାକୁ ପାଇଁ ଚାଁହୁଥିଲେ ସ୍ତ୍ରୀ, କିନ୍ତୁ ସ୍ୱାମୀ କରିଦେଇଥିଲେ ନସବନ୍ଦୀ,ତଥାପି ବି ସ୍ତ୍ରୀ ହେଲେ ଗର୍ଭବତୀ, ଜାଣନ୍ତୁ କିପରି

0

Get real time updates directly on you device, subscribe now.

ପତିପତ୍ନୀ ସମ୍ପର୍କ ବହୁତ ଗଭୀର ହୋଇଥାଏ|କୁହାଯାଏ ଏହି ସମ୍ପର୍କର ମୂଳ କେବଳ ବିଶ୍ୱାସ ହୋଇଥାଏ|ଯେତେବେଳେ ବିଶ୍ୱାସ ଚ୍ଛିନ୍ନ ହୋଇଯାଏ ଏଥିରେ ସମ୍ପର୍କ ଭାଙ୍ଗିଯାଏ ଓ ହୃଦୟ ମଧ୍ୟ ଭାଙ୍ଗିଯାଏ|ଯେତେବେଳେ ପତିପତ୍ନୀ ଭିତରେ କୈାଣସି ତୃତୀୟ ବ୍ୟକ୍ତି ଏଣ୍ଟ୍ରି କରେ ସେତେବେଳେ ସମ୍ପର୍କ ବଞ୍ଚାଇବା କଷ୍ଟକର ହୋଇଥାଏ|

ଏଭଳି ଏକ କାହାଣୀ ମହିଳାଙ୍କ ଅଟେ|ଯଦିଓ ଏଵେ ମହିଳା ନିଜ ପାଇଁ ନେଇ ଦୁଃଖିତ|ଚାଲନ୍ତୁ ଜାଣିବା ମହିଳାଙ୍କ କାହାଣୀ|ଏହି ମହିଳାଙ୍କ ଅନୁସାରେ ସେ ପାଞ୍ଚବର୍ଷ ପୂର୍ବରୁ ଏଭଳି ମଣିଷକୁ ବିବାହ କରିଥିଲେ ଯେ ଯିଏ ପୂର୍ବରୁ ନସବନ୍ଦୀ କରିଥିଲେ|ପ୍ରକୃତରେ ମହିଳା ଯେଉଁ ଯୁବକ ସହ ବିବାହ କରିଥିଲେ ସେ ପୂର୍ବରୁ ବିବାହିତ ଓ ଦୁଇ ଛୁଆର ବାପା ହୋଇଥିଲେ ଓ ସେ ଯୁବକଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ସେ ମହିଳା ସହ ବିବାହ କରିଥିଲେ|

ବିବାହ ପୂର୍ବରୁ ଦୁହିଁଙ୍କ ମଧ୍ୟରୁ ଏହି କଥା ନେଇ କଥାବାର୍ତ୍ତା ହୋଇଥିଲା ଯେ ଯୁବକ ନସବନ୍ଦୀ କରିଥିଲେ ଓ ସେ କୈାଣସି ଛୁଆ ଚାହୁନଥିଲା|ବିବାହର କିଛି ସମୟ ପରେ ମହିଳାଙ୍କ ମା ହେବାର ଇଚ୍ଛା ଜାଗ୍ରତ ହେଲା|ମା ହେବାର ସୁଖ ସ୍ତ୍ରୀ କେବଳ ଜାଣେ|ପ୍ରତ୍ୟେକ ମହିଳା ଜୀବନରେ ମା ହେବାକୁ ଚାହେଁ|ମହିଳା ମଧ୍ୟ ଜୀବନରେ ଏହି ଇଚ୍ଛା କଲେ|

ମହିଳା ଯେତେବେଳେ ନିଜ ପତିକୁ ଏହି ଇଛା ସମ୍ପର୍କରେ କହିଲା ଯେ ସେ ତାହାର ନସବନ୍ଦୀ ଅପରେସନ ଖୁଲାଇ ପାରେ|ସେତେବେଳେ ମହିଳାଙ୍କ ପତି ମନାକରି କହିଲେ ଯେ ତାକୁ ଆଉ ଛୁଆ ଦରକାର ନାହିଁ|ଏହାପରେ ମହିଳାଙ୍କ ପତି ଏହା କହିଥିଲେ ଯେ ବିବାହ ସମୟରେ ଯେ କୈାଣସି ଛୁଆ କରିବେ ନାହିଁ|

ସ୍ୱାମୀର ଜବାବ ଶୁଣିବା ପରେ ମହିଳା ବହୁ ଦୁଃଖିତ ହୋଇପଡିଲେ ଯାହାପରେ ପତିସହ ସମ୍ପର୍କରେ ଖଟା ଲାଗିଗଲା|ଏହାପରେ ମହିଳା ସୋସିଆଲ ମିଡିଆରେ ଗୋଟିଏ ଯୁଵକ ସହ କଥାବାର୍ତ୍ତା ଆରମ୍ଭ କରିଥିଲେ|କଥାବାର୍ତ୍ତା ସମୟରେ ମହିଳା ଯୁବକଙ୍କ ସହ କଥାବାର୍ତ୍ତା ହେଲେ ଓ ବାହାରେ ଏକୁଟିଆ ଏହି ଯୁବକ ସହ ମିଶିଲେ|

ମହିଳା ଏହି ଯୁବକ ସହ ସମ୍ପର୍କ ବନାଇଥିଲେ|କିନ୍ତୁ ମହିଳା ଯେତେବେଳେ ହତାଶିଆ ଅନୁଭବ କଲେ ସେତେବେଳେ ଯୁଵକ ସହ କଥା ହେବା ବନ୍ଦ କରିଥିଲେ|କଥା ବନ୍ଦ କରିବାପରେ ସେ ଜାଣିଲେ ଯେ ଗର୍ଭବତୀ ହୋଇ ଯାଇଛନ୍ତି ଫଳରେ ହୋସ ଉଡ଼ିଗଲା|କାରଣ ସେ ନା ତ ଛୁଆକୁ ଛାଡିବାକୁ ଚାହୁଁଥିଲେ ନା ପତିକୁ କହିବାକୁ ଚାହୁଁଥିଲେ|

ଫଳରେ ମହିଳା ସୋସିଆଲ ମିଡିଆରେ ସାହାଯ୍ୟ ମାଗିବା ଆରମ୍ଭ କରିଥିଲେ|ସୋସିଆଲ ମିଡିଆରେ ଲୋକଙ୍କ ରାୟ ଅନୁସାରେ ସେ ଛୁଆକୁ ଛାଡିବା କଥା ନୁହେଁ|ଆଉଜଣେ ଲେଖିଛନ୍ତି ତାଙ୍କର ସ୍ୱାମୀକୁ
କହି ଭୁଲ ମାଗିବା ଆବଶ୍ୟକ|

Leave A Reply

Your email address will not be published.