ଫ୍ଲିପକାର୍ଟର ମହାଲୁଟ ଅଫର: ମାତ୍ର 49 ଟଙ୍କାରେ କିଣନ୍ତୁ Realme ର 128GB ବାଲା ସ୍ମାର୍ଟଫୋନ

0

Get real time updates directly on you device, subscribe now.

ଯଦି ଆପଣ ଏକ ଭଲ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି ତାହେଲେ ଆମ ପାଖରେ ଆପଣଙ୍କ ପାଇଁ ଏକ କମାଲ ଅଫର ରହିଛି। ଅନଲାଇନ ଶପିଂ ପ୍ଲାଟଫର୍ମ Flipkart ରୁ ଆପଣ 128GB ବାଲା ସ୍ମାର୍ଟଫୋନ Realme C25Y କୁ 13,999 ଟଙ୍କା ସ୍ଥାନରେ 49 ଟଙ୍କାରେ କିଣିପାରିବେ। ଆସନ୍ତୁ ଏହି ଡ଼ିଲ ବିଷୟରେ ସବୁକିଛି ଜାଣିବା।

ଶସ୍ତାରେ କିଣନ୍ତୁ Realme ର 128GB ବାଲା ସ୍ମାର୍ଟଫୋନ:-

Realme C25Y ର ମାର୍କେଟିଂ ଦର 13,999 ଟଙ୍କା ଅଟେ। ଏହି ସ୍ମାର୍ଟଫୋନକୁ 14% ଡିସ୍କାଉଣ୍ଟ ସହିତ 11,999 ଟଙ୍କାରେ ବିକ୍ରି କରାଯାଉଛି। ଯଦି ଆପଣ ଏହି ସ୍ମାର୍ଟଫୋନ କିଣିବା ସମୟରେ ପେମେଣ୍ଟ ଜି ପେ, ଫୋନ ପେ, SBI ପେ, ପେଟିଏମ, True caller, Bhim upi, ଫ୍ରିଚାର୍ଜ, ଏକ୍ସିସ ପେ, samsung ପେ, କିଂବା ମୋବିକ୍ୱିକ ରେ କରନ୍ତି ତ ଏକ ଖାଆସ ଅଫରରେ ଆପଣଙ୍କୁ 500 ଟଙ୍କାର କ୍ୟାଶବ୍ୟାକ ମିଳିବ। ଯେଉଁଥିରେ ଫୋନ ଦାମ କମିଯାଇ 11,499 ଟଙ୍କା ହୋଇଯିବ।

ଏମିତି କିଣନ୍ତୁ 49 ଟଙ୍କାରେ ସ୍ମାର୍ଟଫୋନ:-

ଯଦି ଆପଣ ଏହି ମୋବାଇଲକୁ 49 ଟଙ୍କାରେ କିଣିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଆପଣଙ୍କ ପୁରୁଣା ସ୍ମାର୍ଟଫୋନ Flipkart ରେ ବିକ୍ରି କରିବାକୁ ହେବ। ପୁରୁଣା ମୋବାଇଲରେ ଆପଣଙ୍କୁ 11,450 ଟଙ୍କା କ୍ୟାଶବ୍ୟାକ ମିଳିବ। ଯଦି ଆପଣ ନିଜର ଫୋନକୁ ଏକ୍ସଚେଞ୍ଜ କରିବାରେ ସମ୍ପୂର୍ଣ୍ଣ ଲାଭ ପାଉଛନ୍ତି ତାହେଲେ ଏହି ଫୋନ ଆପଣ 49 ଟଙ୍କାରେ କିଣିପାରିବେ।

Realme C25Y ର ଫିଚର୍ସ:-

Realme ର ଏହି 4G ସ୍ମାର୍ଟଫୋନ ଆପଣଙ୍କୁ T618 ରେ କାମ କରିଥାଏ। ଏଥିରେ 4GB ରାମ ସହିତ 128 GB ଷ୍ଟୋରେଜ ମଧ୍ୟ ରହିଛି। 6.5 ଇଞ୍ଚର hd+ ଡ଼ିସପ୍ଲେ ଓ ଟ୍ରିପଲ ରିଅର କ୍ୟାମେରା ସେଟଅପ ସହିତ ଆସିଥାଏ। ଯେଉଁଥିରେ ଆପଣଙ୍କୁ 50MP ର ପ୍ରାଇମେରୀ ସେନ୍ସର, 2MP ର ଦ୍ବିତୀୟ ଓ ତୃତୀୟ କ୍ୟାମେରା ମଧ୍ୟ ମିଳିଥାଏ। ଏହି ମୋବାଇଲ 5000mah ବ୍ୟାଟେରୀ ସହିତ ଆସିଥାଏ।

Leave A Reply

Your email address will not be published.