ସ୍ତ୍ରୀ ଆଣିଲା ସ୍ଵାମୀ ନାଁ ରେ ଅଭିଯୋଗ।ସ୍ବାମୀ କରୁଥିଲା ଝିଅ ଉପରେ ଅତ୍ୟାଚାର ଏବଂ ଏବେ ଦ୍ଵିତୀୟ ସ୍ତ୍ରୀ ଟେ ନେଇଆସିଛି। Read more
ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ଙ୍କ କେସ୍ ରେ ସମାଜସେବୀ ଅମିୟ ଦାସ ଙ୍କ ସଂପୃକ୍ତି ଜଣା ପଡ଼ିଛି।ଆସନ୍ତୁ ଜାଣିବା ଏ ସମ୍ପର୍କ ରେ ଅମିୟ ଦାସ କ’ଣ କହିଛନ୍ତି। Read more
କୋର୍ଟ ବାହାରେ ପରିବାର ଲୋକଙ୍କୁ ଦେଖି କାନ୍ଦି ପକାଇଲେ ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ କେସ ର ଅଭିଯୁକ୍ତ ଖଗେଶ୍ବର। Read more
ସାମ୍ନାକୁ ଆସିଲା ଅନର କିଲିଂ ମାମ-ଲା । ଝିଅକୁ ହ-ତ୍ୟା ପରେ ସୁଟ୍କେସରେ ଭର୍ତ୍ତିକରି ଫିଙ୍ଗିଥିଲେ ବାପା ଆଉ ଏଥିରେ ସହାର୍ଯ୍ୟ କରିଥିଲେ ମା । Read more
ଅର୍ଚ୍ଚନା ନାଗ ମାମଲାରେ ସପ୍ତାହକ ମଧ୍ୟରେ ଇଡି ଜାଲରେ ପଡିଲେଣି ୧୫ଜଣ ବଡ଼ ମାଛ । ପ୍ରଭାବଶାଳୀ ଲୋକଙ୍କ ସମ୍ପୃକ୍ତିକୁ ନେଇ ଇଡିର ଛାନଭିନ । Read more
ମଞ୍ଚେଶ୍ଵର ଶିଳ୍ପାଞ୍ଚଳରେ କିଏ ଛାଡ଼ିଲା କଳାସାମ୍ରାଜ୍ୟର ରାଣୀ ଅର୍ଚ୍ଚନାର ଧଳା ଫୋର୍ଡ ଏଣ୍ଡିଏଭୋର ଗାଡ଼ି? ଇଡି ଖୋଜୁଛି ସେହି ଲୋକକୁ। Read more
ପରିତ୍ୟକ୍ତ ଅବସ୍ଥାରେ ମିଳିଲା ଅର୍ଚନାଙ୍କ ଦାମୀ ଏଣ୍ଡେଭର କାର୍ । ଯେଉଁଥିରୁ ମିଳିଲା ଇଂରାଜୀରେ ଲେଖା ଥିବା ଏକ ଚିଠି,ଚିଠିରେ କଣ ଲେଖା ଅଛି ? Read more