ମଝି ସମୁଦ୍ରରୁ ଉ-ଦ୍ଧାର ହେଲା ଗୁପ୍ତ-ଚର ଧଳା ପାରା, ଡେଣାରେ ପାକିସ୍ତାନୀ ଓ ବାଂଲାଦେଶୀ ଭାଷା

ମଝି ସମୁଦ୍ରରେ ବୁଲୁଥିଲା ଧଳା ପାରା, ପାରା ଦେହରେ ଲାଗିଥିଲା କ୍ୟାମେରା ଚିପ୍ ଓ ଡେଣାରେ ବିଦେଶୀ ଭାଷାରେ କିଛି ଅକ୍ଷର ଲେଖାଥିଲା ଯାହାକୁ ନେଇ ସ-ନ୍ଦେହ ବଢ଼ିବା ସହିତ ଏହି ଧଳା ପାରାଟି କେଉଁଠୁ ଆସିଲା କିଏ ଛାଡିଲା ତାକୁ ନେଇ ଚାଲିଲା ଆଲୋଚନା।ଏହିଭଳି ଘ-ଟଣା ଆଉ କେଉଁଠି ନୁହେଁ କୋଣାର୍କ ନିକଟ ଗଭୀର ସମୁଦ୍ରରେ ଦେଖିବାକୁ ମିଳିଛି, ମାଛ ଧରୁଥିବା ଏକ ବୋଟରୁ ଏହି ପାରାଟି ଉ-ଦ୍ଧାର ହୋଇଛି।

ତେବେ ପାରାଟିକୁ ଗୁପ୍ତଚର ବୋଲି କୁହା ଯାଉଥିବା ବେଳେ ତାକୁ ଉ-ଦ୍ଧାର କରାଯାଇ ନେହେରୁ ବଙ୍ଗଳା ମେରାଇନ୍ ଥା-ନାରେ ଜିମା ଦେଇଛନ୍ତି ମସ୍ୟଜୀବୀ ମାନେ। ପୋ-ଲିସ ପକ୍ଷରୁ ବିଦେଶୀ ଭାଷା, କ୍ୟାମେରା ଓ ଚିପକୁ ନେଇ ତ-ଦନ୍ତ ଆରମ୍ଭ ହୋଇଛି। ସାରଥୀ ନାମକ ଏକ ବୋଟ୍ ମାଛ ଧରୁଥିବା ବେଳେ ପାରାଟି ଆସି ବୋଟରେ ବସିଥିଲା।

ତେବେ କୋଣାର୍କ ନିକଟରେ ପାରାଦୀପ ନେହେରୁ ବଙ୍ଗଳାରୁ ଯାଇଥିବା ସାରଥୀ ନାମକ ବୋଟଟି ମାଛ ଧରୁଥିବା ସମୟରେ ପାରାଟି ବୋଟରେ ବସି ରହିଥିଲା। ତେବେ ବୋଟର ଡ୍ରାଇଭର ଓ ଷ୍ଟାପଙ୍କୁ ସ-ନ୍ଦେହ ହୋଇଥିଲା ।ଏହାପରେ ସେମାନେ ଏହି ପାରାଟିକୁ କାବୁ କରିଥିଲେ। ପାରାକୁ କାବୁ କରିବା ପରେ ଏହି ପାରାଟିର ଗୋଡରେ କ୍ୟାମେରା ଥିବା ସହ ଡେଣାରେ କିଛି ବିଦେଶୀ ଭାଷାରେ ଲେଖାଥିବା ସେମାନେ ଦେଖିବାକୁ ପାଇଥିଲେ।

ଏହାପରେ ସେମାନେ ମାଛଧରା ବନ୍ଦରକୁ ଆସି ମେରାଇନ୍ ପୋଲି-ସକୁ ସେମାନେ ସୂଚନା ଦେଇଥିଲେ। ପାରାର ଡେଣାରେ ପାକିସ୍ଥାନୀ ଏବଂ ବାଂଲାଦେଶୀ ଭାଷାରେ କିଛି ଲେଖାଥିବା ମେରାଇନ୍ ପୋ-ଲିସ କହିଥିଲେ ବୋଲି ସୂଚନା ମିଳିଛି। ଏହିସବୁ ପରେ ପୋ-ଲିସ ସବୁ ତଥ୍ୟକୁ ନେଇ ତ-ଦନ୍ତ ଆରମ୍ଭ କରିଛି,ଏହିସବୁ ପଛରେ କାହାର ହାତ ଅଛି କି କଣ ତଦ-ନ୍ତ ପରେ ସବୁ ଜଣାପଡ଼ିବ ବୋଲି ପୋ-ଲିସ ପକ୍ଷରୁ ସୂଚନା ମିଳିଛି।

odia sambada
Comments (0)
Add Comment