୮ ସନ୍ତାନର ମାଆ ହୋଇ ମଧ୍ୟ ରଖିଲା ପର ପୁରୁଷ ସହ ଅବୈଧ ସ-ମ୍ବନ୍ଧ,ତା ପରେ ନିଜ ବଡ଼ ପୁଅ ସହ ମିଶି,ଜାଣନ୍ତୁ ପୁରା ଘ-ଟଣା

ପୋ-ଲିସ ଏବେ ଏପରି ଏକ ହ-ତ୍ୟାକା-ଣ୍ଡର ଖୁଲାସା କରିଛି ଯାହାକୁ ଦେଖି ସ୍ୱୟଂ ପୋ-ଲିସ ହିଁ ଆଶ୍ଚର୍ଯ୍ୟ ହୋଇଯାଇଛି। ସାଗରର ଏକ ଗାଁରେ ଆଠ ପିଲାଙ୍କ ମାଆ ନିଜ ବଡ ପୁଅ ସହିତ ଷ-ଡଯ-ନ୍ତ୍ର କରି ଜଣେ ବ୍ୟକ୍ତିଙ୍କୁ ହ-ତ୍ୟା କରିଥିଲେ। ଯେତେବେଳେ ପୋ-ଲିସ ଉକ୍ତ ମହିଳା ଏବଂ ଜେ-ଲରେ ଥିବା ଯୁବକଙ୍କୁ ପଚ-ରାଉ-ଚରା କରିଥିଲା, ସେହି ସମୟରେ ଯୁବକ ଜଣକ କହିଲେ ଯେ ହ-ତ୍ୟା କରାଯାଇଥିବା ବ୍ୟକ୍ତି ହେଉଛନ୍ତି ତାଙ୍କ ପିତା।

ସୂଚନାନୁସାରେ ଯେତେବେଳେ ଫେବୃଆରୀ 25 ରୁ ତିନି ଦିନ ଧରି 50 ବର୍ଷୀୟ ଜଣେ ବ୍ୟକ୍ତି ବରେଲାଲ ଘରକୁ ଫେରି ନଥିଲେ, ତାଙ୍କ ଭଉଣୀ ସାଗରର ବଣ୍ଡା ପୋ-ଲିସ ଷ୍ଟେସ-ନରେ ଏକ ନି-ଖୋଜ ରି-ପୋର୍ଟ ଦାଖଲ କରିଥିଲେ। ପୋ-ଲିସ ତଦ-ନ୍ତ ଆରମ୍ଭ କରିଥିଲା। ତେବେ ଖୋଜାଖୋଜି ବେଳେ ଦୁଇ ଦିନ ପୂର୍ବେ ସ-ନ୍ଦେହ ଆଧାରରେ ପୋ-ଲିସ ବରେଲାଲଙ୍କ ମୃ-ତଦେ-ହକୁ ଜଙ୍ଗଲରୁ ଉ-ଦ୍ଧାର କରିଥିଲା

ପଚ-ରାଉଚରା ବେଳେ ଜଣାପଡିଥିଲା ​​ଯେ ମୃ-ତ ବରେଲାଲ ଅହିରୱାର ଜଣେ ମହିଳାଙ୍କ ସହ ଅନୈ-ତିକ ସ-ମ୍ପର୍କ ରଖିଥିଲେ ଯିଏକି ତାଙ୍କ ଲର ଭାଉଜ ସମାନ ଥିଲେ। ଫେବୃଆରୀ 24 ରେ ମହିଳାଙ୍କ ପୁଅ ଉଭୟଙ୍କୁ ଆପ-ତ୍ତିଜନକ ଅବସ୍ଥାରେ ଦେଖିଥିଲେ।ଏହା ପରେ 20 ବର୍ଷ ବୟସ୍କ ଉକ୍ତ ଯୁବକ ବରେଲାଲଙ୍କୁ ଅତି ନି-ର୍ମମ ଭାବେ ହ-ତ୍ୟା କରି ମୃ-ତଦେହକୁ ଜଙ୍ଗଲରେ ପୋତି ଦେଇଥିଲେ।

ପୋ-ଲିସ ପଚ-ରାଉଚରା ବେଳେ ଅଭି-ଯୁକ୍ତ ଯୁବକ ତାଙ୍କ ଅପ-ରାଧକୁ ଗ୍ରହଣ କରିଛନ୍ତି। ପୋଲି-ସର ସୂଚନାନୁସାରେ ଅଭି-ଯୁକ୍ତ ଯୁବକ ଜଣକ କହିଛନ୍ତି ଯେ, ଯେତେବେଳେ ସେ ତାଙ୍କ ମାଆଙ୍କୁ ତାଙ୍କର ଅବୈଧ ସ-ମ୍ପର୍କ ବିଷୟରେ ପଚାରିଥିଲେ ସେତେବେଳେ ସେହି ମାଆ ଜଣକ ହିଁ ତାଙ୍କୁ ବରେଲାଲଙ୍କୁ ହ-ତ୍ୟା କରିବା ପାଇଁ କହିଥିଲେ ଏବଂ ହ-ତ୍ୟା ପରେ ପ୍ରମାଣ ଲୁଚା-ଇବାରେ ମଧ୍ୟ ସାହାଯ୍ୟ କରିଥିଲେ।

ତେବେ ଅଭି-ଯୁକ୍ତକୁ ଧରିବା ପରେ ପୋ-ଲିସ ଉକ୍ତ ମହିଳାଙ୍କୁ ମଧ୍ୟ ପୋ-ଲିସ ଷ୍ଟେସ-ନକୁ ଆଣି ପଚ-ରାଉ-ଚରା କରିଥିଲା। ମହିଳା ଜଣକ କହିଥିଲେ ଯେ, ସେ 25 ବର୍ଷ ପୂର୍ବେ ବାଲ୍ୟ ବିବାହ କରିଥିଲେ। ତାଙ୍କ ସ୍ୱାମୀ ଅର୍ଦ୍ଧ ବୟସ୍କ ଥିଲେ, ସେବେଠାରୁ ହିଁ ସେ ତାଙ୍କ ଦିଅର ବରେଲାଲଙ୍କ ସହ ସମ୍ପ-ର୍କରେ ଥିଲେ।

ଏହା ପରେ ମହିଳା ଜଣକ ପୋଲି-ସକୁ ଯାହା କହିଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ମହିଳା ଜଣକ କହିଛନ୍ତି ଯେ,” ମୋ ପୁଅ, ଯିଏ ବର୍ତ୍ତମାନ ଅଭି-ଯୁକ୍ତ, ସେ ମୋର ସ୍ୱାମୀଙ୍କ ପୁଅ ନୁହେଁ ବରଂ ମୃ-ତ ବରେଲାଲଙ୍କ ପୁଅ। ତାଙ୍କର 8 ସନ୍ତାନ ଅଛନ୍ତି ବୋଲି କହିଥିଲେ। ସେମାନଙ୍କ ମଧ୍ୟରୁ ବଡ ପୁଅ ହେଉଛି 20 ବର୍ଷ ବୟସ୍କ ଏହି ଅଭି-ଯୁକ୍ତ ଯୁବକ ଏବଂ ସାନପୁଅ ମାତ୍ର 3 ମାସର ଅଟେ। ହ-ତ୍ୟାକା-ଣ୍ଡ ଘଟାଇବା ଏବଂ ପ୍ରମାଣ ଲୁଚା-ଇବା ଅଭି-ଯୋଗରେ ପୋ-ଲିସ ଅଭି-ଯୁକ୍ତ ଯୁବକଙ୍କୁ ତାଙ୍କ ମାଆଙ୍କୁ ଜେ-ଲକୁ ପଠାଇଛି।

ତେବେ ହ-ତ୍ୟା କରିବା ପରେ ଯୁବକ ଜଣକ ଯେତେବେଳେ ଜାଣିଲେ ଯେ ବରେଲାଲ ହିଁ ତାଙ୍କ ପ୍ରକୃତ ବାପା ବୋଲି ସେତେବେଳେ ତାଙ୍କ ପାଦ ତଳୁ ମାଟି ଖସିଗଲା ଏବଂ ସେ ବହୁତ ଅନୁତାପ କରିଥିଲେ। ଯୁବକ ଜଣକ ଏହା ମଧ୍ୟ ତାଙ୍କ ମାଆଙ୍କୁ ପଚାରିଥିଲେ ଯେ ସେ ପୂର୍ବରୁ କାହିଁକି ଏହି କଥା କହି ନଥିଲେ। ପୁଅର ପ୍ରଶ୍ନ ଶୁଣି ମାଆ କୌଣସି ଉତ୍ତର ଦେଇପାରିଲେ ନାହିଁ।

odia sambada
Comments (0)
Add Comment