ବିବାହ ପୂର୍ବରୁ ଏବଂ ବିବାହ ପରେ ସ୍ବାମୀ-ସ୍ତ୍ରୀ ଛଡ଼ା ଆଉ କାହା ସହ ସ-ମ୍ପର୍କ ରଖିଲେ ହେବ ଜେ-ଲ୍।

ଏହି ଦୁନିଆ ରେ ବିଭିନ୍ନ ପ୍ରକାର ଦେଶ ରହିଛି।ସବୁ ଦେଶ ରେ ସମାନ ନିୟମ କାନୁନ୍ ରହିନଥାଏ।ସବୁ ଦେଶ ରେ ଭିନ୍ନ ଭିନ୍ନ ନିୟମ ରହିଥାଏ।ଆଉ ସେହି ସବୁ ନିୟମ ସେହି ଦେଶ ର ପ୍ରଶାସନ ତିଆରି କରିଥାଏ।

ତେବେ ବିଭିନ୍ନ ଦେଶ ରେ ନିୟମ ପ୍ରଣୟନ କରିଲେ ଦୁନିଆ ର ସବୁ ଲୋକ ଏହି ନିୟମ ବିଷୟ ରେ ଅବଗତ ହୋଇଥାନ୍ତି ନ୍ୟୁଜ୍,ଖବରକାଗଜ ଏବଂ ବିଭିନ୍ନ ସୋସିଆଲ ମିଡ଼ିଆ ମାଧ୍ୟମରେ।ତେବେ ଏବେ ଯେଉଁ ଖବର ସାମ୍ନା କୁ ଆସିଛି ତାହା ହେଉଛି ଇଣ୍ଡୋନେସିଆ ରେ ଏକ ନୂଆ ନିୟମ ପ୍ରଣୟନ ହେବାକୁ ଯାଉଛି।

ସେହି ନିୟମ ଟି ହେଉଛି ଯେ ସେହି ଦେଶ ରେ କୌଣସି ନାଗରିକ ବିବାହ ପୂର୍ବରୁ ଏବଂ ବିବାହ ପରେ ସ୍ବାମୀ-ସ୍ତ୍ରୀ ଛଡ଼ା ଆଉ କାହା ସହ ସମ୍ପ-ର୍କ ରଖିପାରିବେ ନାହିଁ।ସୂଚନା ଅନୁସାରେ, ଚଳିତ ମାସରେ ଇଣ୍ଡୋନେସିଆର ପାର୍ଲିଆମେଣ୍ଟରେ ଏହି ଆ-ଇନ୍‌ ଲାଗୁ ହୋଇପାରେ।

ଏହି ନୂଆ ଆଇନ୍‌ ଅନୁସାରେ, ଇଣ୍ଡୋନେସିଆରେ ଉଭୟ ବିବାହ ପୂର୍ବରୁ ଶାରୀ-ରିକ ସ-ମ୍ପର୍କ ରଖିବା ଏବଂ ବିବାହ ପରେ ନିଜ ଜୀବନସାଥିଙ୍କ ବ୍ୟତୀତ ଅନ୍ୟ କାହାସହ ସ-ମ୍ପର୍କ ରଖିବା ବ୍ୟାନ୍ କରାଯିବ ଅର୍ଥାତ୍ ଏହାକୁ ଅପ-ରାଧ ବୋଲି ବିବେଚନା କରାଯିବ।ଏଥିପାଇଁ ଜେ-ଲ୍ ଦ-ଣ୍ଡ ମଧ୍ୟ ମିଳିପାରେ।

ଏକ ନ୍ୟୁଜ୍ ଏଜେନ୍ସି ରିଉଟର୍ସ୍ ଅନୁସାରେ, ଇଣ୍ଡୋନେସିଆରେ କେବଳ ସ୍ୱାମୀ ଓ ସ୍ତ୍ରୀଙ୍କୁ ହିଁ ଶାରୀ-ରିକ ସ-ମ୍ପର୍କ ରଖିବାର ଅଧିକାର ମିଳିବ। ତେବେ ବିବାହ ପୂର୍ବରୁ ଶାରୀ-ରିକ ସମ୍ପ-ର୍କ ରଖିବା ଉପରେ ମଧ୍ୟ ବ୍ୟାନ୍‌ ଲାଗିବ।

ଏହି ଆଇନ୍‌କୁ ଲାଗୁ କରିବା ଲାଗି ଅନେକ ବର୍ଷ ଧରି ଆଲୋଚନା ଚାଲିଥିଲା ବୋଲି ଇଣ୍ଡୋନେସିଆର ଡେପୁଟି ଆଇନ୍‌ ମନ୍ତ୍ରୀ କହିଛନ୍ତି। କେବଳ ଏତିକି ନୁହେଁ, ଇଣ୍ଡୋନେସିଆର ରାଷ୍ଟ୍ରପତି କିମ୍ବା ସରକାରୀ ସଂସ୍ଥାର କେହି ଏହି ଆଇନ୍ ର ଅବମାନନା କରିପାରିବେ ନାହିଁ। ଏନେଇ ଖୁବ୍‌ଶୀଘ୍ର ଏହି ନୂଆ ଆ-ଇନ୍‌ ପ୍ରଣୟନ ହୋଇପାରେ।

ଡିସେମ୍ବର ୧୫ରେ ଏହି ନୂଆ ଆ-ଇନ୍‌ ଲାଗୁ ହେବ ବୋଲି ଆଶା କରାଯାଉଛି। ଏନେଇ ଇଣ୍ଡୋନେସିଆର ଡେପୁଟି ଆଇନ୍‌ ମନ୍ତ୍ରୀ ସୂଚନା ଦେଇଛନ୍ତି। ଇଣ୍ଡୋନେସିଆରେ ଏହି ଆଇନ୍‌ ଲାଗୁ ହେବା ପୂର୍ବରୁ ଝଡ଼ ଆରମ୍ଭ ହୋଇଯାଇଛି। କିଛି ଇସଲାମିକ ଗ୍ରୁପ୍‌ ଏହାକୁ ସମର୍ଥନ କରୁଥିବା ବେଳେ ଆଉ କିଛି ଏହାକୁ ବି-ରୋଧ କରୁଛନ୍ତି।

ଏହି ଆଇନ୍‌ ୨୦୧୯ରେ ଲାଗୁ ହେବାର ଥିଲା, କିନ୍ତୁ ସେହି ସମୟରେ ଇଣ୍ଡୋନେସିଆରେ ଏହାକୁ ବି-ରୋଧ କରାଯାଇଥିଲା। ହଜାର ହଜାର ସଂଖ୍ୟକ ଲୋକ ବି-ରୋଧ ପ୍ରଦର୍ଶନ କରି ରାଜରାସ୍ତାକୁ ଓହ୍ଲାଇଥିଲେ। ସେମାନଙ୍କର କହିବା ଅନୁସାରେ, ଏହି ଆ-ଇନ୍‌ ନାଗରିକଙ୍କ ସ୍ୱତନ୍ତ୍ରତାକୁ କମ୍‌ କରିଦେବ।

odia sambada
Comments (0)
Add Comment