ତେବେ ବନ୍ଧୁଗଣ ଆଜିର ସମୟରେ ଅଶ୍ଲିଳ ଚିତ୍ର ସୁଦୂରପ୍ରସାରୀ । ବୋଧହୁଏ ଅନ୍ୟ କୌଣସି ବିଷୟ ଅପେକ୍ଷା ଅଧିକ, ଶୟତାନ ଯୌନକୁ ବିକୃତ ଅର୍ଥ କରିବା ଏବଂ ଅପ୍ରାକୃତିକ ଯୌନ କରିବାରେ ଅଧିକ ସଫଳ ହୋଇଛି । କାମୁକତା, ଅଶ୍ଲିଳ ଚିତ୍ର, ବ୍ୟଭିଚାର, ବଳାତ୍କାର ଏବଂ ସମଲିଙ୍ଗୀ ସମ୍ପର୍କକୁ ରଖିଛି । ଯେକୌଣସି ସମୟରେ ବୃଦ୍ଧିପ୍ରାପ୍ତ ହେଉଥିବା ଦୁଷ୍ଟତା ଏବଂ ଅନୈତିକତା ନିମନ୍ତେ ଅଶ୍ଲିଳ ଛବି ପ୍ରତି ଖସଡା ଗଡାଣୀରେ ପ୍ରଥମ ପଦକ୍ଷେପ ହୋଇପାରେ ।
ଯେତେବେଳେ ଜଣେ ବ୍ୟକ୍ତିଙ୍କ ଜୀବନ ଅଶ୍ଲିଳ ଚିତ୍ରର ଆଦର ବିଶିଷ୍ଟ ହୁଏ, ସେତେବେଳେ ସେହି ବ୍ୟକ୍ତି ଯେ ଉଦ୍ଧାରପ୍ରାପ୍ତ ନୁହେଁ ତାହା ପ୍ରଦର୍ଶନ କରେ ।ଆଜିକାଲି ପରିବାର ଭିତରେ ମଧ୍ୟ ଲୋକସୁରକ୍ଷିତନୁହେଁ । ଯୌନ ଲାଳସା ଯୋଗୁଁ ପୁଣିଥରେ ସମ୍ପର୍କରେ ଲାଗିଲା କଳଙ୍କ । କୁତ୍ସିତ ମାନସିକତା, ହୀନ ଚକ୍ରାନ୍ତ । ନିଜ ଯୌନ ଲାଳସାକୁ ଚରିତାର୍ଥ କରିବାକୁ ବୃଦ୍ଧ ସାଜିଲେ ଯୌନ ରାକ୍ଷାସ । କାମନାରେ ଅନ୍ଧ ହୋଇ ନିଜ ଅଜା ଘଟାଇଲା ବର୍ବର କାଣ୍ଡ।
ତେବେ ବନ୍ଧୁଗଣ ଦେଖା ଯାଇଛି ହୀନ ମାନସିକତା । ଅତି ନିନ୍ଦନୀୟ କାର୍ଯ୍ୟ । ୭ ବର୍ଷର ନାତିକୁ ଜଙ୍ଗଲକୁ ଡାକି ନେଇ ଅପ୍ରାକୃତିକ ଯୌନ ସମ୍ପର୍କ ରଖି ଦୁଷ୍କର୍ମ କଲା ଅଜା । ଏଭଳି ଏକ ଘଟଣା ଯାହା ସ୍ଥାନୀୟ ଅଞ୍ଚଳ ସହିତ ପୂରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଲାଜ୍ୟାଜନକ ଘଟଣା ଘଟିଛି ଉଦଳା ଥାନା ଉପରତାଳଡିହା ଗ୍ରାମରେ । ଗ୍ରାମର ଲିଟୁ ସିଂ ଜଙ୍ଗଲକୁ ପକ୍ଷୀ ଶିକାର କରିବାକୁ ଯିବାକୁ କହି ତାର ସମ୍ପର୍କୀୟ ୭ ବର୍ଷର ନାତିକୁ ସାଙ୍ଗରେ ଡାକି ନେଇଥିଲା ।
୭ ବର୍ଷର ନାତି ମଧ୍ୟ ଅଜା ସହିତ ଜଙ୍ଗଲକୁ ଯାଇଥିଲା । ହେଲେ ଜଙ୍ଗଲ ଭିତରେ ଅଜା ସାଜିଲା ଯୌନ ପିଶାଚ । ନାତିକୁ ଧମକ ଦେଇ ତା ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲା । ଯେଉଁଥିରେ ନାତି ଜଣକ ଗୁରୁତର ହୋଇଥିଲେ । ଜଙ୍ଗଲରୁ ଫେରିବା ପରେ ନାବାଳକ ଜଣକ ପୁରା ଘଟଣା ବାବଦରେ ପରିବାର ଲୋକଙ୍କୁ କହିବା ପରେ ପରିବାର ଲୋକେ ଏ ନେଇ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଅଭିଯୁକ୍ତ ଅଜା ଲିଟୁ ସିଂ କୁ ଗିରଫ କରିଛି । ତାସହିତ ଗୁରୁତର ନାତିକୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।