ସ୍ଵାମୀ ମାନେ ସ୍ତ୍ରୀଙ୍କୁ ନିଜର ଦରମା ଲୁଚାଉଥିଲେ ହୋଇଯାଆନ୍ତୁ ସାବଧାନ ! ଧରା ପଡିଗଲେ ହେବ ଭାରି ଅସୁବିଧା !

ଆଜି ଆମେ ଆପଣ ମାନଙ୍କୁ ଯେଉଁ କଥା କହିବୁ ତାହା ବିଶେଷ କରି ସ୍ତ୍ରୀ ମାନଙ୍କ ପାଇଁ ଏକ ବହୁତ ହିଁ ବଡ ଖୁସିର ଖବର ଅଟେ । କାରଣ ଜଣେ ସ୍ତ୍ରୀ ସର୍ବଦା ଚାହିଁଥାଏ କି ସେ ତାର ସ୍ୱାମୀ ବିଷୟରେ ସମସ୍ତ କଥା ଜାଣିବା ପାଇଁ । କାରଣ ଏହା ତାର ଅଧିକାର ଅଟେ । ତାର ସ୍ୱାମୀ ବିଷୟରେ ସମସ୍ତ କଥା ଜାଣିବା ତାର ଦରକାର । କାରଣ ଅନେକ ସମୟରେ ସ୍ୱାମୀ ମାନେ ତାଙ୍କର ସ୍ତ୍ରୀ ମାନଙ୍କୁ କିଛି କଥା ଲୁଚାଇଥାନ୍ତି । ସେମାନେ ଭାବନ୍ତି କି ଏହି କଥା ତାଙ୍କର ସ୍ତ୍ରୀ ମାନେ ଜାଣିବା ଦରକାର ନୁହେଁ ।

ମାତ୍ର ପ୍ରତ୍ୟେକ ସ୍ୱାମୀ ମାନେ ଏପରି କାର୍ଯ୍ୟ କରି ନଥାନ୍ତି । ମାତ୍ର କେତେକ ଲୋକମାନେ ରହିଥାନ୍ତି ଯେଉଁମାନେ କି ତାଙ୍କର ସ୍ତ୍ରୀ ମାନଙ୍କୁ କେତେକ କଥା ଲୁଚାଇଥାନ୍ତି । ଯେମିତିକି ସେମାନେ ପର ନାରୀ ମାନଙ୍କ ସହ ସଂପର୍କ ରଖିଥାନ୍ତି ଏବଂ ନିଜ ସ୍ତ୍ରୀକୁ ଜଣାଇ ନଥାନ୍ତି । ତେବେ ଏହିଠାରେ ଆମେ ମାନେ ଆପଣ ମାନଙ୍କୁ ସେପରି କଥା କହୁନୁ ତଥାପି ପ୍ରତ୍ୟେକ ସ୍ୱାମୀ ମାନେ ନିଜର ସ୍ତ୍ରୀ ମାନଙ୍କୁ ସମସ୍ତ କଥା କହିବା ଦରକାର ।

ଏବେ ଯଦି ବି ସ୍ୱାମୀ ମାନେ ତାର ସ୍ତ୍ରୀ ମାନଙ୍କୁ କିଛି କଥା ନକହିବେ ତେବେ ମଧ୍ୟ ସ୍ତ୍ରୀ ମାନେ ତାହାକୁ ଜାଣିପାରିବେ । ତେବେ କଣ ସେହି କଥା ଏବଂ କେମିତି ଜାଣିପାରିବେ ଆସନ୍ତୁ ଜାଣିବା ସେ ବିଷୟରେ । ତେବେ କୁହାଯାଏ ନା ମହିଳାଙ୍କୁ ବୟସ ଆଉ ପୁରଷଙ୍କୁ ଦରମା ପଚାରିଲେ ସଠିକ ଉତ୍ତର ପାଇବାର ସମ୍ଭାବନା ସାଧାରଣତଃ କମ ଥାଏ । ତେବେ ବନ୍ଧୁଗଣ ମିଳିଥିବା ଖବର ଅନୁସାରେ ସଂଜୁ ଗୁପ୍ତା ନାମକ ଜଣେ ମହିଳା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ପାରିବାରିକ ସମସ୍ୟା ଲାଗି ରହିଥିଲା କାରଣ ହେଉଛି ସ୍ତ୍ରୀ ସ୍ଵାମୀଙ୍କ ଦରମା ବିଷୟରେ ଜାଣିବାକୁ ଚାହୁଁଥିଲେ ।

ସ୍ଵାମୀ ନଜଣାଇବାରୁ ସ୍ତ୍ରୀ ବାଧ୍ୟ ହୋଇ ଆର୍-ଟି-ଆଇ ମାଧ୍ୟମରେ ତଥ୍ୟ ମଗାଇଥିଲେ । ଆଉ ଏକଥା ସ୍ଵାମୀ ଜାଣିବା ପରେ ବିରୋଧ କରିଥିଲେ । କିନ୍ତୁ ସ୍ତ୍ରୀ ଆହୁରି ୨ ନିବେଦନ କରିଥିଲେ ତେଣୁ ସୁପ୍ରିମ କୋର୍ଟ ଏବଂ ହାଇକୋର୍ଟଙ୍କ ଆବେଦନକୁ ସମୀକ୍ଷା କରିବା ପରେ ପତ୍ନୀଙ୍କୁ ସମସ୍ତ ତଥ୍ୟ ଦେବାକୁ ସିପିଆଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଉ ୧୫ ଦିନ ମଧ୍ୟରେ ସ୍ତ୍ରୀକୁ ସମସ୍ତ ତଥ୍ୟ ଦେବାକୁ କୁହାଯାଇଥିଲା ।

odia sambada
Comments (0)
Add Comment