କୁହାଯାଇଥାଏ ସରକାରୀ ଚାକିରୀ ସବୁଠାରୁ ବେଷ୍ଟ ହୋଇଥାଏ|ଏହାର କୈାଣସି ବିକଳ୍ପ ନାହିଁ|ଏଥିରେ ଆପଣଙ୍କୁ ପେନସନ ମିଳେ|ଚାକିରି ହରାଇବା ଭୟ ନଥାଏ ଓ ଦରମା ଠିକ ଟାଇମରେ ଆସେ|ମୋଟାମୋଟି ଲାଇଫ ସେଟ|ଲୋକମାନେ ଯଦିବି ପ୍ରାଇଭେଟରେ ଯେତିକି ଆୟ କରନ୍ତୁ କିନ୍ତୁ ଆଜିର ବଡ ବୁଢାମାନେ ସରକାରୀ ଚାକିରୀ କରୁଥିବା ଯୁବକ ପ୍ରତି ଆକର୍ଷିତ ହୋଇଥାନ୍ତି|ଏଥିପାଇଁ ବହୁ ମା ବା ନିଜ ଝିଅ ପାଇଁ ସରକାରୀ ଚାକିରିଆ ଖୋଜି ଥାଆନ୍ତି|
ଯଦିଓ ସରକାରୀ ଚାକିରୀ ବାଲା ଜ୍ୱାଇଁ ଖୋଜିବା ଚକରରେ ବହୁବାର ପିତା ଝିଅକୁ ଏମିତି ପୁଅ ସହ ବାନ୍ଧି ଦେଇଥାନ୍ତି ଯାହା ତାଙ୍କ ଝିଅ ସହ ତାଳମେଳ ଖାଇ ନଥାଏ|ଯୁବତୀ ସୁନ୍ଦର ହୋଇଥାଏ କିନ୍ତୁ ଯୁବକ ଖାସ ଦେଖାଯାଇ ନଥାଏ|ତଥାପି ତାକୁ ସୁନ୍ଦର ଯୁବତୀ ମିଳିଥାଏ କାରଣ ସେ ସରକାରୀ ଚାକିରୀ କରିଥାଏ|
ସରକାରୀ ଚାକିରିଆ ବାଲା ବରର ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି|ଏଥିରେ ଦେଖାଯାଏ ଚାରିଆଡ଼େ ବିବାହର ମାହୋଲ ରହିଛି ଓ ବର ଆସି ସାରିଛି|ଵର ଷ୍ଟେଜରେ ଠିଆ ହୋଇ କନ୍ୟାର ଅପେକ୍ଷା କରିଛି|ଏହାପରେ କନ୍ୟା ଆସେ|ଯେପରି ତାର ନଜର ବର ଉପରେ ପଡେ,ସେ ଦୁଃଖିତ ହୋଇଯାଏ ଓ ହୃଦୟ ଭାଙ୍ଗିଯାଏ|
କନ୍ୟାର ପ୍ରତିକ୍ରିୟା ଦେଖି ଏଭଳି ଲାଗୁଛି ଯେପରିକି ସେ ବରକୁ ପ୍ରଥମଥର ଦେଖୁଛି|ଏହା ଆରେଞ୍ଜ ମ୍ୟାରେଜ|ବିବାହ ତା ଇଛାରେ ହେଉନାହିଁ|ଯୁଵକ ବି ତା ପସନ୍ଦର ନୁହେଁ|ସେଥିପାଇଁ ସେ ଦୁଃଖିତ|ଏତେ ସୁନ୍ଦର କନ୍ୟାକୁ ଏଭଳି ଵର ମିଳିବାର ଅର୍ଥ ସରକାରୀ ଚାକିରୀ|
ଏହାକୁ ଇନଷ୍ଟାଗ୍ରାମରେ funtaap ନାମକ ଏକାଉଣ୍ଟରୁ ସେୟାର କରାଯାଇଛି|ଏହାସହ କ୍ୟାପ୍ସନରେ ଲେଖାଅଛି,”ସରକାରୀ ଚାକିରୀ, ଦୁଃଖ, ଯନ୍ତ୍ରଣା ଓ ପିଡା”|ଏହାକୁ ଲୋକମାନେ ଖୁବ ମଜା ନେଉଛନ୍ତି|ଜଣେ ଲେଖିଛନ୍ତି ଏହା ସରକାରୀ ଚାକିରୀର କମାଲ|ଆଉଜଣେ ଲେଖିଛନ୍ତି ଏହି ଯୋଡି କେଉଁଠି ମେଳ ଖାଉ ନାହିଁ|ଆଉଜଣେ କହିଛନ୍ତି ଏହାକୁ ବିବାହ କରିବା ଅପେକ୍ଷା କନ୍ୟା କୁଆଁରୀ ରହିବା ଭଲ|ଆଉଜଣେ ଲେଖିଛନ୍ତି ଘୋଡାକୁ ମିଳୁନାହିଁ ଘାସ ,ଗଧ ଖାଉଛି ଚୈବନପ୍ରାସ|