ଘରେ ପସି ତିନି ଚୋର ପତି ପତ୍ନୀଙ୍କୁ ହତ୍ୟା କଲେ, କିଛି ଦିନ ପରେ ଦୁଇ ଜଣ ଚୋରଙ୍କ ମୃତ୍ୟୁ !

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଵୟସ୍କ ଦମ୍ପତିଙ୍କ ହତ୍ୟାର ପୋଲିସ ଖୁଲାସା କରିଛି|ଏହି ଡବଲ ମର୍ଡରର ଏକ ଆରୋପୀ ଚୋରି ହୋଇଥିବା ଫୋନ ଓ ଜାଗା ଜାଗାରେ ଲାଗିଥିବା ସିସିଟିଭି ଫୁଟେଜ ଜରିଆରେ ଧରିନେଲା, କିନ୍ତୁ ଅଚାନକ ଦୁଇ ଚୋରଙ୍କ ଅଚାନକ ମୃତ୍ୟୁ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି|ଏହି ପ୍ରଶ୍ନର ଉତ୍ତର ପୋଲିସ ପାଖରେ ନାହିଁ|

ସୂଚନାଯୋଗ୍ୟ ପ୍ରୟାଗରାଜରେ ଏକ ଅଗଷ୍ଟ ରାତିରେ ସୋରାବ ଅଞ୍ଚଳରେ ବୟସ୍କ ଦମ୍ପତି ଉପରେ ଧାରୁଆ ହତିଆରରେ ଆକ୍ରମଣ କରାଯାଇଥିଲା|ହତ୍ୟାର ପୋଲିସ ଖୁଲାସା କରିଛନ୍ତି|ହତ୍ୟାର ମୁଖ୍ୟକୁ ପୋଲିସ ଗିରଫ କରିଛି|

କୈଶାମ୍ବି ନିବାସୀ ଲବକୁଶ ପାସୀ ଦୁଇ ସାଥିଙ୍କ ସହ ମିଶି ସୋରାବର ଦାଦପୁର ଇଲାକାରେ ୧ ଅଗଷ୍ଟ ରାତିରେ ପ୍ରେମ ପ୍ରକାଶ ମିଶ୍ର ଓ ତାଙ୍କ ପତ୍ନୀଙ୍କ ହତ୍ୟା କରାଯାଇଥିଲା|ପ୍ରଥମେ ବୁଜୁଗର୍ଗ ଦମ୍ପତିଙ୍କ ଘର ଟାର୍ଗେଟ କରି ଥିଲେ|

ଏହାପରେ ସୁଯୋଗ କ୍ରମେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଛାତ ରାସ୍ତାରେ ଭିତରକୁ ପଶି ଗଲେ ଫଳରେ ଘରେ ଚୋରି ହେବାରୁ ଶବ୍ଦ ହେବାରୁ ବୟସ୍କ ଦମ୍ପତିଙ୍କ ନିଦ ଭାଙ୍ଗିଲା|ଯେତେବେଳେ ଦୁହେଁ ବିରୋଧ କଲେ ତାଙ୍କ ଉପରେ ଆକ୍ରମଣ କରିଥିଲେ ଫଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା|

ପୋଲିସ ମୁତାବକ ଆରୋପି ଘଟଣାସ୍ଥଳର କିଛି ଦୂରରେ ଥିବା ହ୍ୟାଣ୍ଡ ପମ୍ପରେ ଲାଗିଥିବା ରକ୍ତ ଧୋଇ ହୋଇ ସିଭିଲ ଲାଇନ୍ସ ଦେଇ କେଶାମ୍ବି ପଳେଇଗଲେ|ଏହି ଚୋରମାନେ ବୟସ୍କ ଦମ୍ପତିଙ୍କ ହତ୍ୟା ପୂର୍ବରୁ ଆଗରୁ ଆଉ ଜଣଙ୍କ ଘରେ ପଶି ମୋବାଇଲ ଚୋରି କରିଥିଲେ|ମୋବାଇଲ ଲୋକେସନ ଟ୍ରେସ ଯୋଗୁଁ ଏମାନେ ଧରା ପଡ଼ିଥିଲେ|

odia sambada
Comments (0)
Add Comment