ସ୍ତ୍ରୀ ରାଗି ବାପଘର ପଳେଇବା ପରେ ମନେଇବା ପାଇଁ ୩ ଦିନ ଛୁଟି ଦରଖାସ୍ତ ନେଲେ ଜଣେ କିରାଣୀ,ଦେଖନ୍ତୁ କଣ ଲେଖିଛନ୍ତି ଦରଖାସ୍ତରେ,ଯାହାକି ବର୍ତମାନ ଭାଇରଲ ହେବାରେ ଲାଗିଛି

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଖବରଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ନିଜ ଜୀବନରେ କେବେ ନା କେବେ କାହାକୁ ନିଶ୍ଚୟ ପ୍ରେମ କରିଥିବେ । ପ୍ରେମ ହେଉଛି ଏକ ପବିତ୍ର ସମ୍ପର୍କ ହେଲେ କିଛି ଲୋକ ଏହାକୁ ଅପବିତ୍ର କରୁଛନ୍ତି ।ଯାହା ଯୁବ ପିଢିମାନଙ୍କ ପାଇଁ ଖରାପ ସଂକେତ ଅଟେ ।ଏହାକୁ ବଦଳିବାର ଅଛି ଏମିତି ହେଲେ ସବୁ ଲୋକ ଏମିତି କରିବେ ଯାହା ପୁରା ସମାଜ ଅସୁବିଧା ରେ ପଡିବ।

ଆଜି ଏମିତି ଖବର ଆସିଛି ଯାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ।ଗୋଟେ ପୁରୁଷ ଆଉ ଜଣେ ମହିଳା ବିବାହ କରିବା ପୂର୍ବରୁ ସେମାବେ କଥା ହୋଇଥାନ୍ତି ଆଉ ଦୁହେଁ ହାତ ଧରି ସାରା ଜୀବନ ସାଥି ରେ ରହିବ ପାଇଁ କଥା ହେଇଥାନ୍ତି ।ପ୍ରେମକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡା ହେଲା। ପତ୍ନୀ ରାଗିଗଲେ ଆଉ ପିଲାଙ୍କୁ ନେଇ ବାପ ଘର ପଳେଇଲେ। ପତ୍ନୀଙ୍କୁ ମନେଇବା ନେଇ ନେବାକୁ ହେଲା ୩ ଦିନ ଛୁଟି। ଜାଣନ୍ତୁ କ’ଣ ଥିଲା ଚିଠି। ଉତ୍ତରପ୍ରଦେଶର କାନପୁରରେ ଶିକ୍ଷା ବିଭାଗର କିରାଣୀଙ୍କ ଛୁଟି ପାଇଁ ଚିଠି ଭାଇରାଲ ହେବାରେ ଲାଗିଛି।ସେ ସହି ଚିଠି ରେ ଲେଖିଛନ୍ତି ଯେ ମୋ ସ୍ତ୍ରୀ ମୋ ଉପରେ ରାଗି ଆଉ ମୋ ଛୁଆମାନଙ୍କୁ ନେଇ ତା ବାପା ଘରକୁ ପୋଳେଇଚି ଆଉ ମୁଁ ବହୁତ ଅସୁବିଧା ରେ ରହୁଛି ମୋତେ କିଛି ଭଲ ଲାଗୁନି ।ଆଉ ସେ ଲେଖି ଛନ୍ତି ସେ ତାଙ୍କ ସ୍ତ୍ରୀ ଆଉ ଛୁଆ କୁ ଆଣିବା ପାଇଁ ଯିବେ ସେଇଠିପାଇଁ ତିନି ଦିନ ଛୁଟି ଦରକାର ଏହା ଲେଖି ସେ ଶିକ୍ଷକକୁ ଦେଇଛନ୍ତି।

ସେ କହୁଛନ୍ତି ଯେ ଏମିତି ସବୁ ଆମ ବିତ ରେ ମନ ଅବାନ୍ତର ହୁଅ ଆଉ ପୁଣି ଠିକ ହେଇଜା କିନ୍ତୁ ସେ ଦିନ ଟିକେ ଅଧିକ ହାଇଗଲା ଆଉ ସେ ପ୍ରେମ ପାଇଁ ତାଙ୍କ ଦୁହିଁଙ୍କ ଭିତ ରେ ଝଗଡା ଲାଗିଲେ ଆଉ ତାଙ୍କ ବଡ ଝିଅ ଆଉ ଦୁଇ ପୁଅ କୁ ନେଇ ତା ବାପା ଘର କୁ ପୋଳେଇଚି ।ଆଉ ସେ ଗଲା ପାଖରୁ ମୋତେ ଜମା ଭଲ ଲାଗୁନି ଆଉ ଠିକ ସେ କିଛି କାମ କରିପାରୁନି ମୁ ମାନସିକ ଭଲନାହିଁ ।କିରାଣୀ ଗତ କିଛି ଦିନ ଧରି ଛୁଟି ପାଇଁ ଚିନ୍ତିତ ଥିଲେ, କିନ୍ତୁ ସ୍କୁଲ୍‌ ଖୋଲିବା କାରଣରୁ ସେ ଛୁଟି ପାଇ ନଥିଲେ। ଯେତେବେଳେ କିରାଣୀ ଜଣଙ୍କ ଆଉ କୌଣସି ଉପାୟ ପାଇଲେ ନାହିଁ, ସେତେବେଳେ ସେ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ ପାଖରେ ସତ ମାନିଲେ ଆଉ ଚିଠି ଲେଖିଲେ। ଏହି କିରାଣୀଙ୍କ ଚିଠିଟି ଭାଇରାଲ ହେବା ମାତ୍ରେ ଛୁଟିକୁ ମଞ୍ଜୁର କରିଦିଆଗଲା।ଆଉ ଏହା ଦେଖି ସେ ବହୁତ ଖୁସି ହୋଇଗଲେ ଆଉ ତାଙ୍କ ମନ ମଧ୍ୟ ଭଲ ରହିଲା ।

odia sambada
Comments (0)
Add Comment