ଗୋଟିଏ ପିଆଜ ନିଜର ବିଛଣା ପାଖରେ ରଖିକି ଶୁଅନ୍ତୁ, ଆଉ ତା ପରେ ଯାହା ଫାଇଦା ମିଳିବ,ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ !

ଅଧିକାଂଶ ଭାରତୀୟଙ୍କ ଖାଇବା ପିଆଜ ବିନା ଅଧୁରା ଅଟେ। ତାହା ପରିବା ତରକାରୀରେ ପିଆଜର ବ୍ୟବହାର ହେଉ କିମ୍ବା ସାଲାଡ଼ ରୂପରେ ହେଉ। ପିଆଜ ଯେତିକି ଆମର ଖାଇବାକୁ ସ୍ଵାଦିଷ୍ଟ କରେ ସେତିକି ଲାଭଦାୟକ ମଧ୍ୟ ଅଟେ। ବର୍ତ୍ତମାନ ବିଜ୍ଞାନ ମଧ୍ୟ ଏହି କଥାକୁ ସ୍ୱୀକାର କରିଲାଣି। ଆଜି ଆମେ ଆପଣଙ୍କୁ ପିଆଜର ଏକ ଏମିତି ଲାଭ ବିଷୟରେ କହିବା ପାଇଁ ଯାଉଛୁ, ଯାହା ବିଷୟରେ ଅଧିକାଂଶ ଲୋକ ଆଦୌ ଜାଣିନାହାନ୍ତି ଓ ଏହାର ଲାଭ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ପିଆଜର ସେବନ ଦ୍ବାରା ଅନେକ ଲାଭ ମିଳିଥାଏ କିନ୍ତୁ ଆଜି ଆମେ ଆପଣଙ୍କୁ ପିଆଜ ସେବନ ନ କରିବାର ଲାଭ ବିଷୟରେ କହିବାକୁ ଯାଉଛୁ।

ବିଛୁଣା ପାଖରେ ପିଆଜ ରଖି ଶୁଅନ୍ତୁ!:-

କୁହାଯାଏକି ପିଆଜକୁ ଭାଗ ଭାଗରେ କାଟି ବିଛୁଣା ପାଖରେ ରଖନ୍ତୁ ଯାହା ଫଳରେ ସୋଇବାରେ ବହୁତ ଲାଭ ମିଳିବ। ଏହା ଫଳରେ ଥଣ୍ଡା-କାଶର ସମସ୍ୟା ଦୂର ହୋଇପାରେ। ଏହାର କାରଣ ହେଉଛିକି ପିଆଜରେ ଏଣ୍ଟି ବ୍ୟାକ୍ଟେରିଆଲ ଗୁଣ ଥାଏ, ଯେଉଁଥିପାଇଁ ବ୍ୟାକ୍ଟେରିଆଲ ଇନ୍ଫେକ୍ସନରୁ ମୁକ୍ତି ମିଳେ। ପୁରୁଣା ସମୟରେଲୋକ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏହି ଉପାୟ ବ୍ଯବହାର କରୁଥିଲେ। ଏମିତି ମଧ୍ୟ କୁହାଯାଏକି ପିଆଜକୁ କାଟି ବିଛୁଣା ରଖିବା ଫଳରେ ନିଦ ମଧ୍ୟ ଭଲ ହୋଇଥାଏ।

ଗରମ ସମୟରେ କୀଟ ପତଙ୍ଗ ଓ ମଶା ନିଦ ସମୟରେ ବହୁତ ଅସୁବିଧା ସୃଷ୍ଟି କରନ୍ତି। ଏମିତି ସ୍ଥିତିରେ ପିଆଜକୁ ବିଛୁଣା ପାଖରେ ରଖି ଶୋଇବା ଫଳରେ ଲାଭ ମିଳିଥାଏ କାରଣ ପିଆଜର ମହକରେ ମାସ ମାଛି ଦୂରରେ ରୁହନ୍ତି। ଗୋଡ଼କୁ ଡିଟୋକ୍ସ କରିବା ଓ ରକ୍ତ ଚଳ ପ୍ରଚଳ କରିବା ପାଇଁ ପିଆଜର ତେଲକୁ ବ୍ୟବହାର କରାଯାଏ।

ପିଆଜର ଅନ୍ୟ ଲାଭ:-

– ପୋକ କାଟିଦେଲେ ସେଥିରେ ହେଉଥିବା ଜ୍ଵଳନକୁ ରୋକିବା ପାଇଁ ପିଆଜର ରସକୁ ସେହି ସ୍ଥାନରେ ଲଗାଇବା ବହୁତ ଲାଭଦାୟକ ହୋଇଥାଏ।

– ନାକରୁ ରକ୍ତ ଆସିଲେ ନାକରେ ପିଆଜର ରସ ଦୁଇ-ତିନି ବୁନ୍ଦା ବ୍ୟବହାର କରିବା ଫଳରେ ଆରାମ ମିଳିଥାଏ।

– କୁହାଯାଏକି ଗୋଡ ବଥାର ସମସ୍ୟା ପାଇଁ ସୋରିଷ ତେଲରେ ପିଆଜ ରସ ମିଶାଇବା ଫଳରେ ଶରୀରକୁ ଲାଭ ମିଳିଥାଏ।

– କବଜ ପରି ସମସ୍ୟାରୁ ପିଆଜର ସେବନ ଲାଭଦାୟକ ଦେଇଥାଏ। ଏହା ସହିତ ଜୈତୁନର ତେଲରେ ପିଆଜର ରସ ମିଶାଇ ଚେହେରା ଉପରେ ଲଗାଇବା ଫଳରେ ତ୍ଵଚା ପରିଷ୍କାର ଦେଖାଯାଏ।

– ଏହା ବ୍ୟତୀତ ପିଆଜର ଅନେକ ଲାଭ ମଧ୍ୟ ଅଛି। ସେଥିପାଇଁ ପିଆଜକୁ ନିଜର ଖାଇବାରେ ସାମିଲ କରନ୍ତୁ।

(ଡିସ୍କ୍ଲେମର – ଏଠାରେ ଦିଆଯାଇଥିବା ସମସ୍ତ ସୂଚନା ସାମାନ୍ୟ ମାନ୍ୟତା ଓ ବିଭିନ୍ନ ଲେଖା ଉପରେ ଆଧାରିତ। ସେଥିପାଇଁ ଡାକ୍ତର କିମ୍ବା କୌଣସି ବିଶେଷଜ୍ଞଙ୍କର ପରାମର୍ଶ ନେଇ କାମ କରନ୍ତୁ)

odiasambada
Comments (0)
Add Comment