ସାମ୍ନାକୁ ଆସିଲା ପାକିସ୍ତାନର ଆଉ ଏକ ଚେହେରା: ଅଭିନନ୍ଦନ ବର୍ଦ୍ଧମାନଙ୍କୁ ପିଇବାକୁ ଚା’ ର ବିଲ ଭାଇରଲ କଲା,ଦାମ ଜାଣିଲେ ଆଶର୍ଯ୍ୟ ହୋଇଯିବେ ?

0

Get real time updates directly on you device, subscribe now.

ପାକିସ୍ତାନ ନିଜର ହରକତ ପାଇଁ ସର୍ବଦା ଦେଶରେ ଚର୍ଚ୍ଚିତ ହୋଇ ରହିଥାଏ। ଏବେ ପାକିସ୍ତାନର ଆଉ ଏକ କାର-ନାମା ସାମ୍ନାକୁ ଆସିଛି, 2018 ମସିହାରେ ଭାରତୀୟ ଉଇଙ୍ଗ କମାଣ୍ଡରଙ୍କୁ ଦେଇଥିବା ଚା’ ର ଦାମ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଚା’ ର ବିଲ ବର୍ତ୍ତମାନ ଏକ ଟ୍ୱିଟର ହ୍ୟାଣ୍ଡଲ ଆକାଉଣ୍ଟରେ ଘୁରି ବୁଲୁଛି।

ଏହି ବିଲ ରେ ଉଇଙ୍ଗ କମାଣ୍ଡରଙ୍କୁ ଦିଆଯାଇଥିବା ଚା’ ଉଲ୍ଲେଖ ହୋଇରହିଛି ଓ ଏହାସହ ଚା’ ର ଦାମ ଗୋଟିଏ ମିଗ-21 ବିମାନର ଦାମ ସହିତ ସମାନ ବୋଲି ଲେଖାଅଛି। ଏହାପୂର୍ବରୁ ପାକିସ୍ତାନ ଭାରତୀୟ ଉଇଙ୍ଗ କମାଣ୍ଡର ବର୍ଦ୍ଧମାନଙ୍କ ଏକ ଭିଡ଼ିଓ ଜାରି କରିଥିଲା। ଏହି ଭିଡ଼ିଓରେ ଭାରତର ମଜାକ ଉଡ଼ାଇବା ପାକିସ୍ତାନର ଲକ୍ଷ୍ୟ ଥିଲା।

ଖବର ଏହାକି ଯେ, ଅଭିନନ୍ଦନ ବର୍ଦ୍ଧମାନ ମିଗ-21 ରେ ପାକିସ୍ତାନରୁ ଫେରି ଆସୁଥିବା ସମୟରେ ତାଙ୍କ ପ୍ଲେନ କ୍ରା-ଶ କରିଗଲା ଓ ସେ ପାକ ଅଧିକୃତ କାଶ୍ମୀର ଭିତରେ ପଡ଼ିଥିଲେ। ଏଠାରେ ତାଙ୍କୁ ବ-ନ୍ଦୀ ବନା ଯାଇଥିଲା ଓ ସେଠାରେ ତାଙ୍କୁ ରଖାଯାଇ ଚା’ ପିଇବାକୁ ଦିଆଯାଇଥିଲା

ବର୍ତ୍ତମାନ ପାକିସ୍ତାନର ସତ୍ତାରୂଢ଼ ପାର୍ଟି ଏହି ଚା’ ର ଏକ ସ୍ଲିପ ଟ୍ୱିଟର ହ୍ୟାଣ୍ଡଲରେ ଶେୟର କରିଛି ଓ ଏହି ଚା’ ର ଦାମ ରେ ମିଗ-21 ଲେଖାଯାଇଛି। ଏମିତି କାର-ନାମା ଭାରତର ମଜାକ ଉଡ଼ାଇବା ଉଦ୍ଦେଶ୍ୟରେ ପାକିସ୍ତାନ କରିଛି।

Leave A Reply

Your email address will not be published.