PM କିଶାନ ଯୋଜନାର ୧୩ ତମ କିସ୍ତି ଟଙ୍କା ଯଦି ଆପଣଙ୍କ ଖାତାକୁ ଆସିନାହିଁ,ତାହେଲେ ଜଲ୍ଦି ଜଲଦି କରନ୍ତୁ ଏହିକାମ

0

Get real time updates directly on you device, subscribe now.

ଦେଶରେ ଚାଲୁଥିବା ସମସ୍ତ ଯୋଜନାରେ ପ୍ରାୟ ଗରିବ ଲୋକଙ୍କୁ ଏହାର ଫାଇଦା ମିଳୁଛି। ଏହି ଯୋଜନାରେ ଉଭୟ ଗରିବ ଲୋକ ଓ ସହରୀ କ୍ଷେତ୍ରରେ ରହୁଥିବା ଲୋକ ଏହାର ଲାଭ। ଉଠାଉଛନ୍ତି। ସରକାର ବିଭିନ୍ନ ପ୍ରକାରର ଲାଭକାରୀ ଓ କଲ୍ୟାଣକାରୀ ଯୋଜନା ମାନ ଚଳାଉଛନ୍ତି।

ଯେମିତି ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା କୃଷକ ଭାଇ ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା ଚଳାଯାଉଛି। ଏହି ଯୋଜନାରେ କୃଷକ ଭାଇଙ୍କୁ ପ୍ରତି ଚାରିମାସରେ ଥରେ ୨-୨ ହଜାର ଟଙ୍କା ଦିଆଯାଇଥାଏ ଓ ବାର୍ଷିକ ୬ ହଜାର ଟଙ୍କା କୃଷକ ଭାଇଙ୍କ ଆକାଉଣ୍ଟକୁ ଆସିଥାଏ

ବିଗତ ଫେବୃଆରୀ 27 ତାରିଖରେ ଯୋଜନାର 13 ତମ କିସ୍ତି ଜାରି ହେଲା ଓ କୃଷକ ଭାଇ ଟଙ୍କା ପାଇଲେ କିନ୍ତୁ ଯେଉଁମାନଙ୍କୁ ଏହି ରାଶି ମିଳିନାହିଁ ଓ ସେମାନଙ୍କର ଟଙ୍କା ଅଟକି ଯାଇଛି ତାହେଲେ ଆପଣଙ୍କୁ ଏକ ଉପାୟ ବତାଇବୁ ଯାହାଦ୍ୱାରା ଆପଣ ନିଜର ଅଟକି ରହିଥିବା ଟଙ୍କାକୁ ଫେରିପାଇବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ୧୩ ତମ କିସ୍ତି ଜାରି କରିଛନ୍ତି। ଏଥିରେ ୮ କୋଟି କୃଷକଙ୍କ ଖାତାକୁ ଟଙ୍କା ପଠାଗଲା। ଏଥିରେ ଲମ୍ବା ସମୟ ଧରି ଅପେକ୍ଷା କରି ରହିଥିବା କୃଷକ ଭାଇଙ୍କୁ ଲାଭ ମିଳିଲା।

ଯଦି ଟଙ୍କା ଆସିନି ତାହେଲେ କରନ୍ତୁ ଏହି କାର୍ଯ୍ୟ:-

ଯଦି ଆପଣଙ୍କ ଖାତାକୁ ଟଙ୍କା ଆସିନାହିଁ ତାହେଲେ ଆପଣ ହେଲ୍ପଲାଇନ ନମ୍ବରରେ ଫୋନ କରି ଏହା ବିଷୟରେ ଜାଣିପାରିବେ। ଆପଣ ଏହି ହେଲ୍ପଲାଇନ 011-24300606 ରେ କଲ କରି ସୂଚନା ନେଇପାରିବେ।

ଆପଣ ଯଦି ଚାହିଁବେ ଏହି ଟୋଲ ଫ୍ରି ନମ୍ବରରେ 18001155266 ଫୋନ କରିପାରିବେ। ଏହା ସହ ଆପଣ 155261 ନମ୍ବରରେ ମଧ୍ୟ କଲ କରିପାରିବେ। ଏଠାରୁ ଆପଣଙ୍କୁ କିଛି ସାହାର୍ଯ୍ୟ ମିଳିବ।

୧୩ ତମ କିସ୍ତି ଯଦି ଆସିନାହିଁ ତାହେଲେ ପିଏମ ଲ୍ୟାଣ୍ଡ ଲାଇନ ନମ୍ବର୍ସ 011- 23381092 ବା 011- 2338 2401 ରେ କଲ କରିପାରିବେ। କୌଣସି ଅସୁବିଧା ସମ୍ବନ୍ଧରେ ସୂଚନା ପାଇବାପାଇଁ 0120-6025109 ରେ ମଧ୍ୟ କଲ କରିପାରିବେ। ଏଠାରୁ ମଧ୍ୟ ଆପଣ ସାହାର୍ଯ୍ୟ ପାଇପାରିବେ।

Leave A Reply

Your email address will not be published.