ମୋତେ ହିଟ୍ ହେବାର ଥିଲା ସେଥିପାଇଁ କ୍ରିକେଟର ପୃଥ୍ୱୀକୁ ମା-ଡ ମା-ରିଲି………..

0

Get real time updates directly on you device, subscribe now.

ଆପଣମାନେ କାଲି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓଟିକୁ ନିଶ୍ଚିତ ଦେଖିଥିବେ ଯେଉଁଥିରେ ଯୁବତୀ ଜଣ ପୃଥ୍ୱୀ ଶୋଙ୍କୁ ମାଡ ମା-ରିବା ସହ ତାଙ୍କ କାରଟିକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେଇଛନ୍ତି। ଯୁବତୀ ଜଣଙ୍କର ନାମ ହେଉଛି ସ୍ବପ୍ନା ଗିଲ୍, ସିଏ ହେଉଛନ୍ତି ଜଣେ ସୋସିଆଲ ମିଡ଼ିଆ ଇନ୍ଫ୍ଲଏନସର। ସୋସିଆଲ ମିଡିଆରେ ହାଇଲାଇଟ୍ ହେବାପାଇଁ ସ୍ବପ୍ନା କିଛି ବି କରି ପାରନ୍ତି।

କେବଳ ସୋସିଆଲ ମିଡିଆରେ ନୁହେଁ ଭୋଜପୁରୀରେ ମଧ୍ୟ ଅନେକ ଫିଲ୍ମ କରିଛନ୍ତି ସ୍ବପ୍ନା। ଭୋଜପୁରୀ ହିରୋ ରବିଶଙ୍କ ସହ ମଧ୍ୟ ତାଙ୍କର ଭଲ ସମ୍ପର୍କ ରହିଛି,ଯଦି ଦେଖିବା ସ୍ଵପ୍ନାଙ୍କର ଫେମ୍ କ୍ୟାରିଅର ଫ୍ଲପ୍ ସେଥିପାଇଁ ସେ ସୋସିଆଲ ମିଡିଆକୁ ବାଛିଥିଲେ। ତେବେ ସେ ସୋସିଆଲ ମିଡିଆରେ ହିଟ୍ ହେବା ପାଇଁ ପୃଥ୍ୱୀଙ୍କୁ ମା-ଡ ମା-ରିଥିବା ଚର୍ଚ୍ଚା ହେଉଛି।

ସେ ସେହିଠାରେ ବି ବହୁତ ଭଲ ଅଭିନୟ କରିଥିଲେ, ସେ ପୃଥ୍ୱୀଙ୍କୁ ମା-ଡ ମା-ରିବା ପରେ କହିଥିଲେ କି ପୃଥ୍ୱୀ ମଧ୍ୟ ତାଙ୍କୁ ମା-ଡ଼ ମା-ରିଛନ୍ତି ବୋଲି, ତାହା ପୁଣି କା-ନ୍ଦି କା-ନ୍ଦି କହିଥିଲେ, ଯାହା ପୂରା ସ୍ପଷ୍ଟ ଭାବରେ ଶୁଭୁଥିଲା। ସେହି ଦିନ ରାତିରେ ମୁମ୍ବାଇର ଏକ ହୋଟେଲକୁ ଖାଇବାକୁ ଯାଇଥିଲେ ପୃଥ୍ୱୀ ଆଉ ସେହିଠାରେ ସ୍ବପ୍ନା ପୃଥ୍ୱୀଙ୍କ ସହ ଏକ ସେଲ୍ଫି ନେଇଥିଲେ। ଏହାପରେ ସେ ଆହୁରି ସେଲ୍ଫି ନେବାକୁ ଚାହିଁଥିଲେ।କିନ୍ତୁ ସେଲ୍ଫି ନେବାକୁ ମନା କରିଦେଇଥିଲେ ପୃଥ୍ୱୀ।

ହୋଟେଲ ମ୍ୟାନେଜର ଆସି ହୋଟେଲରୁ ସ୍ଵପ୍ନାଙ୍କୁ ବାହାର କରି ଦେଇଥିଲେ ଯାହାପରେ ସ୍ଵପ୍ନା ଘରକୁ ନଯାଇ ହକି ଷ୍ଟିକ୍ ଏବଂ ବ୍ୟାଟରେ ଆକ୍ର-ମଣ କରିଥିଲେ ପୃଥ୍ୱୀଙ୍କୁ। ପୃଥ୍ୱୀଙ୍କୁ ଏବଂ ତାଙ୍କ ସାଙ୍ଗମାନଙ୍କୁ ବାଡେଇବା ପରେ ପୃଥ୍ୱୀଙ୍କ ଗାଡିକୁ ଭାଙ୍ଗିରୁଜି ଚୁରମାର୍ କରି ଦେଇଥିଲେ। ଏହାପରେ ସ୍ଵପ୍ନାଙ୍କୁ ମୁମ୍ବାଇ ପୋ-ଲିସ ଗି-ରଫ କରିଛି, ଏହାପରେ ସ୍ଵପ୍ନାଙ୍କୁ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚାରିଛି ମୁମ୍ବାଇ ପୋ-ଲିସ।

Leave A Reply

Your email address will not be published.