ଭାଲେଣ୍ଟାଇନରେ ଫ୍ଲିପକାର୍ଟର ବେଷ୍ଟ ଅଫର, ମାତ୍ର ୧୯,୯୦୦ ଟଙ୍କାରେ କିଣି ଆଣନ୍ତୁ iPhone 12 Mini

0

Get real time updates directly on you device, subscribe now.

ବହୁତ କମ ଦାମରେ ଆଇଫୋନ ୧୨ ମିନିକୁ କିଣିବାର ମୌକା ଦେଉଛିି ଇକମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟ। ଶାନଦାର ଡିସକାଉଣ୍ଟରେ ଆପଣ ଏହି ଫୋନକୁ କିଣି ପାରିବେ ଖୁବ ଶସ୍ତାରେ ।

ପାଓ୍ଵାରଫୁଲ ଫିଚର୍ସ ୫ଜି ଆଇଫୋନକୁ କିିଣିବା ପାଇଁ ଏବେ ଆପଣଙ୍କୁ ଆଉ ବେଶି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଏବେ କମ୍ପାନୀର ଶେଷ ମିନି ମଡେଲକୁ ଅରିଜିନାଲ ଦାମରୁ ମଧ୍ୟ କମ ଦାମରେ କିଣିପାରିବେ । ଆପଲ ୧୨ ନିଜ ସିରିଚରେ ଏକ ନୂଆ କମ୍ପାକ୍ଟ ସାଇଜର ଆଇଫୋନ ୧୨ ମିନି ମଡେଲ କୁ ଲଞ୍ଚ କରିଛି ।

୫ଜି କନେକ୍ଟିଭିଟି ଏହି ଆଇଫୋନ ମଡେଲରେ ଷ୍ଟାଣ୍ଡାର୍ଡ ଡିସକାଉଣ୍ଟ ବ୍ୟତିତ ଏକ୍ସଚେଞ୍ଜ ଅଫରର ଫାଇଦା ମଧ୍ୟ ଉଠାଇ ପାରିବେ । ତେବେ ଆଇଫୋନ ୧୨ ମିନି ସାଇଜରେ କମ୍ପାକ୍ଟ ହେଲେ ମଧ୍ୟ ଏହାର ପର୍ଫମାନ୍ସ ଓ କ୍ୟାମେରା ମାମଲାରେ ଲାଇନଅପ୍‌ ଅନ୍ୟ ମଡେଲ ଭଳି ଦମଦାର ରହିଛି ।

ଭାରତରେ ଆଇଫୋନ ୧୨ ମିନିକୁ ୬୯,୯୦୦ ଟଙ୍କାର ପ୍ରାରମ୍ଭିକ ଦାମରେ ଲଞ୍ଚ କରାଯାଇଥିଲା । କିନ୍ତୁ ଏବେ ଏଥିରେ ଭାରି ଡିସକାଉଣ୍ଟ ଦିଆଯାଉଛି । ଭାଲେଣ୍ଟାଇନ ଡେ ପାଇଁ ଆପଣ ଏହି ଫୋନକୁ ମାତ୍ର କମ ଦାମରେ କିରି ଘରକୁ ଆଣିପାରିବେ ।

ଡିସକାଉଣ୍ଟରେ ଏହାର ଦାମ ହୋଇଯାଇଛି ମାତ ୧୯,୯୦୦ ଟଙ୍କା । ମାନେ ଆପଣ ୨୦ ହଜାର ଟଙକାରୁ ବି କମ ଦାମରେ ଏହାକୁ କିଣିପାରିବେ । ଜାଣନ୍ତୁ ଏବେ ଆପଣ ଏହି ଅଫରର କିପରି ଫାଇଦା ଉଠାଇବେ । ଆପଲ ଆଇଫୋନ ୧୨ ମିନିର ଦାମ କଟିଲେ ୫୯,୯୦୦ ଟଙ୍କା ହୋଇଯିବ । କିନ୍ତୁ ଏଥିରେ ୨୯% ଡିସକାଉଣ୍ଟ ପରେ ଫ୍ଲିପକାର୍ଟରେ ରେ ୪୧,୯୯୯ ଟଙ୍କାରେ ଏହାକୁ ଲିଷ୍ଟ କରାଯାଇଛି ।

ଫ୍ଲିପକାର୍ଟର ଆକ୍ସିସ ବ୍ୟାଙ୍କର କାର୍ଡ ଭୁଗତାନ ପରେ ୫% ର କ୍ୟାସବ୍ୟାକ ମିଳିବ । ଏହାପରେ ଡିଭାଇସର ଦାମ ୩୯,୯୦୦ ଟଙ୍କା ହେବ । ଯଦି ନୂଆ ଆଇଫୋନ କିଣିବାକୁ ଚାହୁଁଛନ୍ତି ତେବେ ଆପଣ ପୁରୁଣା ଫୋନର ଏକ୍ସଚେଞ୍ଜ କରିପାରିବେ ।

ତେବେ ଫ୍ଲିପକାର୍ଟରେ ୨୦ ହଜାର ପର୍ଯ୍ୟନ୍ତ ଅଫର ରହିଛି । ତେବେ ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ପୁରୁଣା ଫୋନର କଣ୍ଡିସନ ଭଲଥିବ । ଏମିତିରେ ଆଇଫୋନ ୧୨ ମିନିର ଦାମ ପୁରା କମ ହୋଇଯିବ । ମାନେ ଦାମ କଟି ୨୦ ହଜାର ଟଙ୍କାରୁ କମିଯିବ ।

Leave A Reply

Your email address will not be published.