କନ୍ୟା ନିଜର ଓଢଣା ଉଠାଇବା ପରେ ମଚିଗଲା ହ-ଙ୍ଗାମା। ବର କହିଲେ ମୁଁ ସୁଇସା-ଇଡ଼ କରିବି:-

0

Get real time updates directly on you device, subscribe now.

ୟୁପି ର ସମ୍ଭଲ ଜିଲ୍ଲାରେ ହୋଇଥିବା ଏକ ବିବାହରେ ଧୋ-କାଧା-ଡ଼ି ମାମ-ଲା ସାମ୍ନାକୁ ଆସିଛି। ଆ-ରୋପ ଏହା ହେଉଛି ଯେ କନ୍ୟାପକ୍ଷ ନିଜର ଛୋଟ ଝିଅ ବ୍ୟତୀତ ବଡ଼ ଝିଅକୁ ବିବାହ କରାଇଲେ। ଶଶୁରଘରେ ଯେତେବେଳେ ମୁହଁ ଦେଖା କାର୍ଯ୍ୟକ୍ରମ ଆରମ୍ଭ ହେଲା ସେତେବେଳେ ବରପକ୍ଷ ତୁରନ୍ତ ଝିଅକୁ ତାଙ୍କ ବାପା ଘରକୁ ବିଦା କରି ଦେଇଥିଲେ।

ବର୍ତ୍ତମାନ ବର ସହିତ ଧୋ-କା ହୋଇଥିବାରୁ ସେ ଆ-ତ୍ମହ-ତ୍ୟା କରିବ ବୋଲି କହୁଛି। ଏହି ଘଟ-ଣାଟି ଜିଲ୍ଲାର ହଜରତ ନଗର ଥା-ନା ଅଞ୍ଚଳର କଟଲି ଗ୍ରାମର ମାମ-ଲା ଅଟେ। ଏଠାରେ ରହୁଥିବା ଡାଲଚନ୍ଦର କୈଳାଦେବୀ ଥା-ନା କ୍ଷେତ୍ରର ଜଣେ ଯୁବତୀଙ୍କର ଜାନୁଆରୀ 26 ତାରିଖରେ ବିବାହ ହୋଇଥିଲା।

ରୀତିନୀତିକୁ ଦେଖି ବର ଓ କନ୍ୟା ଉଭୟ ବେଦି ଚାରିପଟେ ସାତଘେରା ବୁଲିଥିଲେ ଓ ସାତଜନ୍ମ ପାଇଁ ଏକାଠି ରହିବାର ପ୍ରତିଜ୍ଞା କରି ନିଜ ଘରକୁ ଆସିଥିଲେ। ଏଠାରେ ଶାଶୁଘରେ କନ୍ୟାର ମୁହଁ ଦେଖା ରସମ ଚାଲୁଥିବାବେଳେ ଯେତେବେଳେ କନ୍ୟାଙ୍କ ମୁହଁ ଦେଖିବାକୁ ମିଳିଲା ସେତେବେଳେ ସମସ୍ତଙ୍କ ପାଦତଳୁ ମାଟି ଖସିଗଲା।

ଯେତେବେଳେ କନ୍ୟା ଓଢଣା ଟେକିଥିଲା ସେତେବେଳେ ନଜର ଆସିଲା କି, ବର ର ଯାହା ସହିତ ବିବାହ ଠିକ କରାଯାଇଥିଲା ଏ ସିଏ ନୁହେଁ ବରଂ ଉକ୍ତ ଯୁବତୀଙ୍କ ବଡ଼ ଭଉଣୀ ଥିଲେ। ଏହାପରେ ବରପକ୍ଷ କନ୍ୟାଙ୍କୁ ତାଙ୍କ ଘରକୁ ପଠାଇଦେଲେ ଓ ଉଭୟ ପକ୍ଷଙ୍କ ମଧ୍ୟରେ ପଞ୍ଚାୟତ ବସିଲା। ଏଠାରେ କନ୍ୟା ଘରଲୋକେ କହିଥିଲେ ଆମକୁ ବରପକ୍ଷ ଲୋକେ ଯୌ-ତୁକ ମାଗୁଛନ୍ତି। ସେପଟେ ବରପକ୍ଷ ଆ-ରୋପ ଆଣି କହୁଛନ୍ତି ଯେ, କନ୍ୟାପକ୍ଷ ଆମକୁ ସାନଝିଅ ଦେଖାଇ ବଡ଼ଝିଅ ସହିତ ବିବାହ କରାଇଲେ।

ଜାନୁଆରୀ 26 ତାରିଖରୁ ହିଁ ସେମାନଙ୍କ ସମ୍ପ୍ରଦାୟ ଲୋକଙ୍କ ମଧ୍ୟରେ ସଭା ବସୁଛି କିନ୍ତୁ କୌଣସି ପ୍ରକାରର ସମାଧାନ ହୋଇ ପାରୁନାହିଁ। ଏବେ ବର ଡାଲଚାନ୍ଦ କହୁଛି କି, ଯଦି ମୋ ସହିତ ନ୍ୟା-ୟ ହେବନାହିଁ ତାହେଲେ ମୁଁ ସୁଇ-ସାଇଡ଼ କରିବି।

ଏହା ସହ ବର ନିଜର ମାମ-ଲାକୁ ପୋଲି-ସରେ ଦେଇ କହିଛନ୍ତି, ” ଜାନୁଆରୀ 26 ତାରିଖରେ ମୋର ବିବାହ ହୋଇଥିଲା ସତ କିନ୍ତୁ ମୋତେ ଯେଉଁ ଝିଅ ଦେଖାଇଥିଲେ ତାହା ସହ ବିବାହ କରାଇନଥିଲେ”। ମୋ ସହ ନ୍ୟା-ୟ ନହେଲେ ମୁଁ ସୁଇ-ସାଇଡ଼ କରିବି।

Leave A Reply

Your email address will not be published.