ପୋଷ୍ଟ ଅଫିସର ଏହି ଯୋଜନାରେ ମାତ୍ର ୫୦ ଟଙ୍କା ଜମା କରନ୍ତୁ, ମିଳିବ ୩୫ ଲକ୍ଷ ଟଙ୍କାର ଫାଇଦା, ଜାଣନ୍ତୁ କିପରି

0

Get real time updates directly on you device, subscribe now.

ଆମ ଦେଶ ଭାରତ ସମୃଦ୍ଧିର ଗୋଟେ ପାଦ ଆଗକୁ ବଢ଼ିବାରେ ଲାଗିଛି।ସରକାର ଲୋକମାନଙ୍କ ସୁବିଧା ସୁଯୋଗ ପାଇଁ ଅନେକ ପ୍ରକାର ବ୍ୟବସ୍ଥା କରିଥାନ୍ତି। ଯାହାଫଳରେ ଲୋକେ ଉପୋକୃତ ହୁଅନ୍ତି।ଭାରତୀୟ ପୋଷ୍ଟ ଅଫିସରେ ଅନେକ ପ୍ରକାର ସ୍କିମ ରହିଛି।କୋଟି କୋଟି ଲୋକ ଏହି ସ୍କିମରେ ନିବେଶ କରି ଭଲ ରିଟରନ ମଧ୍ୟ ପାଇଥାନ୍ତି।ପୋଷ୍ଟ ଅଫିସ କେନ୍ଦ୍ର ସରକାରଙ୍କ ଅନ୍ତର୍ଗତ ଏକ ବିଭାଗ ହେଇଥିବାରୁ ଲୋକମାନେ ଏହାକୁ ଭରସା କରିଥାନ୍ତି।

ପୋଷ୍ଟ ଅଫିସରେ ତାଙ୍କ ରଖିବା ରିଷ୍କ୍ ଫ୍ରୀ ହେଇଥାଏ। ପ୍ରତେକ ନିଜ ଟଙ୍କାକୁ ସୁରକ୍ଷାରେ ରଖିବା ସହିତ ଭଲ ରିଟରନ ରାଶି ମଧ୍ୟ ଚାହ୍ନିଥାନ୍ତି।ତେଣୁ ବିନିଯୋଗ ପାଇଁ ଏହି ବିଭାଗ ସବୁଠୁ ବେଷ୍ଟ୍ ହେଇଥାଏ। ଆଜି ଆମେ ପୋଷ୍ଟ ଅଫିସର ଯେଉଁ ସ୍କିମ୍ ବିଷୟରେ କହୁଛୁ ତାହା ହେଉଛି ଗ୍ରାମ ସୁରକ୍ଷା ଯୋଜନା। ଏହି ସ୍କିମରେ ମାତ୍ର ୫୦ଟଙ୍କା ରଖି ୩୫ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ରିଟରନ ରାଶି ପାଇପାରିବେ।

ଗ୍ରାମ ସୁରକ୍ଷା ଯୋଜନା ରୁରାଲ ପୋଷ୍ଟଲ ଲାଇଫ ଇନ୍ସୁରାନ୍ସ ସ୍କିମର ଏକ ଅଂସ ଅଟେ।ଏହି ସ୍କିମ ଗ୍ରାମୀଣ ଜନତାଙ୍କ ପାଇଁ ୧୯୯୫ ମସିହାରେ ଲଞ୍ଚ ହେଇଥିଲା। ଗ୍ରାମସୁରକ୍ଷା ଯୋଜନା ଅନୁସାରେ ୧୯ବର୍ଷରୁ ଆରମ୍ଭକରି ୫୫ବର୍ଷ ପଯ୍ୟନ୍ତ ଲୋକମାନେ ନିବେଶ କରିପାରିବେ।ଏହି ସ୍କିମରେ ୧୦୦୦୦ ଟଙ୍କାରୁ ଆରମ୍ଭକରି ୧୦୦୦୦୦ଟଙ୍କା ପର୍ଯ୍ୟନ୍ତ ନିବେଶ କରିପାରିବେ।ପ୍ରିମିୟମ ଭରିବା ପାଇଁ ଏଥିରେ ଅନେକ ବିକଳ୍ପ ମଧ୍ୟ ରହିଛି।

ଏଥିରେ ଆପଣ ଏହି ଭୁକ୍ତାନ ମାସିକ,ତ୍ରୟ ମାସିକ, ଛଅ ସାସିକ ଏବଂ ବାର୍ଷିକ ଭାବରେ ମଧ୍ୟ ଦେଇପାରିବେ।ଗ୍ରାମ ସୁରକ୍ଷା ଯୋଜନା ସ୍କିମରେ ଯଦି କୌଣସି ବ୍ୟକ୍ତି ପ୍ରତିଦିନ ୫୦ଟଙ୍କା ନିବେଶ କରୁଛନ୍ତି ତାହେଲେ ଏହାର ରିଟରନରେ ୩୫ଲକ୍ଷ୍ୟ ଟଙ୍କା ମିଳିବ। ଯଦି ଆପଣ ଏହି ସ୍କିମକୁ ୧୯ବର୍ଷରେ ଆରମ୍ଭ କରିଛନ୍ତି ତାହେଲେ ୫୫ବର୍ଷ ପର୍ଯ୍ୟନ୍ତ ଆପଣଙ୍କୁ ୧୫୧୫ ଟଙ୍କାର ପ୍ରିମିୟମ ଭରିବାକୁ ହେବ।

Leave A Reply

Your email address will not be published.