ପିୟୁସୀ ସହ ଅ-ବୈଧ ସମ୍ପ-ର୍କ ପାଇଁ ପୁତୁରା ସାଜିଲା ହ-ତ୍ୟାକା-ରୀ । ପିୟୁସୀ କଥାରେ ପଡ଼ି ପୁତୁରା ମା-ରିଲା ପିୟୁସାକୁ ।

0

Get real time updates directly on you device, subscribe now.

ତେବେ ବନ୍ଧୁଗଣ ପୁଣି ସାମ୍ନାକୁ ଆସିଲା ଲ-ଜ୍ୟା ଜନକ ଘଟ-ଣାର ଆଉ ଏକ ଉଦାହରଣ । ଯାହା ପ୍ରମାଣ କରୁଛି ଆଜିର ଆଧୁନିକ ସମାଜର ଲୋକଙ୍କ ହାବଭାବରୁ ଏହା ନିନ୍ଦନୀୟ ଭୂମିକା ।

ତେବେ ଆମ ସମାଜରେ ଏମିତି କିଛି ଲ-ଜ୍ୟାକର ଘ-ଟଣା ମାନ ଘଟିବାରେ ଲାଗିଛି ଯାହାକୁ ଭାଷାରେ ବର୍ଣ୍ଣନା କରିବା ସମ୍ଭବପର ନୁହଁ । ଆଜିର ସମାଜରେ କୁତ୍ସିତ ମାନସିକତାକୁ ନେଇ ଅନେକ ନିନ୍ଦ-ନୀୟ ଘଟନା ମାନ ମଧ୍ୟ ଘଟିବାର ଦେଖିବାକୁ ମିଳୁଛି ଯାହା ମଣିଷର ସଂସ୍କୃତି ଏବଂ ତାର ବ୍ୟବହାରକୁ ସ୍ପଷ୍ଟ ପ୍ରକାଶ କରୁଛି ।

ଅନେକ କ୍ଷେତ୍ରରେ ଏହାର ବିପରୀତ ଦିଗ ଯାହା ସମାଜରେ ଏହାର ପ୍ରଭାବ ପକାଇ ଏକ ଭିନ୍ନ ବାର୍ତ୍ତା ପ୍ରଦାନ କରୁଛି ତାହା ମଧ୍ୟ ଦୁଃ-ଖ ଦାୟକ । ତେବେ କେତେବେଳେ ନିଜର ସମୂହ ସ୍ବାର୍ଥକୁ ପୂରଣ କରିବାକୁ ଯାଇ ମଣିଷ ସୀମାରେଖା ଭୁଲି ଯାଉଛି ତ ପୁଣି କେତେବେଳେ ନିଜର ସ୍ବାର୍ଥ ଏବଂ କାମନାର ଅଭିଳାଷକୁ ପୂରଣ କରିବାକୁ ଯାଇ ମଣିଷ ତଳକୁ ଖସି ଯାଉଛି, ତାର ଚତୁପାର୍ଶ୍ବ ଏବଂ ସାମାଜିକ ସ୍ଥିତିକୁ ଅନୁଧ୍ୟାନ ନକରି । ଏହି ଘୋର କଳିଯୁଗରେ ମଣିଷ ଭୁଲି ଯାଉଛି ସଂପର୍କର ମୂଲ୍ୟ ।

ହଁ ଆଜ୍ଞା ଦର୍ଷକବନ୍ଦୁ ବର୍ତ୍ତମାନ ସମୟରେ ଦେଖିବାକୁ ମିଳିଛି ଜଣେ ପୁତୁରା ଏବଂ ପିୟୁସୀ ମଧ୍ୟରେ ଅଛି ଅବୈଧ ସଂ-ପର୍କ । ଯାହା ଫଳରେ ପୁତୁରା ନିଜ ପିୟୁସାଙ୍କୁ ରାସ୍ତାରୁ ହଟାଇବାକୁ ମଧ୍ୟ ପଛାଇଲା ନାହିଁ ।

ତେବେ ଏଭଳି ଲ-ଜ୍ୟାଜ-ନକ ଘଟ-ଣା ଦେଖିବାକୁ ମିଳିଛି ଫିରୋଜାବାଦରେ । ଘଟ-ଣା ଅନୁସାରେ ଜାନୁଆରୀ ୨ରେ ଶିଖୋହାବାଦ ଅଞ୍ଚଳର ମାଲଖାନପୁର ରାସ୍ତାରେ ଏକ ଅଜ୍ଞାତ ମୃ-ତଦେହ ମିଳିଥିଲା । ଉଦ୍ଧାର ପରେ ପୁଲି-ସକୁ ମୃତ-କଙ୍କ ପରିଚୟ ମିଳିଥିଲା । ଯିଏକି ଥିଲେ ହାଥରସ ସିକନ୍ଦରାଉ ନିବାସୀ ନଇମ ।

ଏହାପରେ ନଇମଙ୍କ ଭଉଣୀ ସାରା ଖାତୁନ୍‌ ତାଙ୍କ ଭାଇକୁ ହ-ତ୍ୟା କରାଯାଇଥିବା ନେଇ ଥା-ନାରେ ଅଭି-ଯୋଗ କରିଥିଲେ । ଅଭି-ଯୋଗ ଆଧାରରେ ପୋ-ଲିସ୍ ଘଟ-ଣାର ତ-ଦନ୍ତ କରିବା ପରେ ସ-ନ୍ଦେହ ବଢିଥିଲା ଶଙ୍କରପୁରୀ ନିବାସୀ ଶାହାରୁଖଙ୍କ ଉପରେ । ଫେ-ରାର ଶାହାରୁଖଙ୍କୁ ପୋ-ଲିସ୍ ବହୁତ ଖୋଜି ଧରିବା ପରେ ହୋଇଥିଲା ଘଟ-ଣାର ଫ-ର୍ଦାଫା-ସ୍ ।

ଶାହାରୁଖଙ୍କ ନିଜ ସମ୍ପ-ର୍କୀୟ ପିଇସୀ ସହିତ ଅ-ବୈଧ ସ-ମ୍ପର୍କ ଥିଲା । ଆଉ ସାଥିରେ ରହିବା ପାଇଁ ପିଇସୀ କଥାରେ ପଡ଼ି ପିଇସାଙ୍କୁ ହ-ତ୍ୟା କରିଛି ବୋଲି ସତ ମାନିଥିଲା ଶାହାରୁଖ । ଏବେ ପୋ-ଲିସ୍ ଦୁହିଁଙ୍କୁ ଗି-ରଫ କରି କୋର୍ଟ ଚା-ଲାଣ କରିଛି । ତେବେ ଏଭଳି ଘ-ଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.