ଝ-ଗଡ଼ା ପରେ ସ୍ତ୍ରୀର ନାକକୁ କା-ମୁଡ଼ି ଦେଲା ସ୍ତ୍ରୀ, ତା ପରେ ଘଟିଲା ଏପରି କିଛି ଘ-ଟଣା।

0

Get real time updates directly on you device, subscribe now.

ବର୍ତମାନ ଦୁନିଆରେ ଲୋକମାନଙ୍କର ପରସ୍ପର ମଧ୍ୟରେ ବିଶ୍ୱାସ ଓ ଭଲ ପାଇବା ଦିନକୁ ଦିନ କମିବାରେ ଲାଗିଛି ପୂର୍ବରୁ ଲୋକମାନେ ନିଜ ମଧ୍ୟରେ ସଂପର୍କ ପାଇଁ ବହୁ କିଛି କରିଦେଇଥିଲେ କିନ୍ତୁ ଏବେ ଅନ୍ୟର ବି-ପଦ ବିଷୟରେ ଜାଣି ତାହା ସମ୍ପର୍କ ରଖିବା ଦୂରର କଥା ତାକୁ ସହ୍ୟ ମଧ୍ୟ କରୁନାହାଁନ୍ତି।

ଏବେ ସମସ୍ତେ ନିଜ ସ୍ବାର୍ଥ ରେ ଅନ୍ଧ ,ସମସ୍ତେ ଏବେ ଅନ୍ୟ ସହ ସ-ମ୍ପର୍କ ଗଢ଼ିଛନ୍ତି ତାହା ପୁଣି କିଛି ପାଇବା ଆଶାରେ।ସ୍ବାମୀ,ସ୍ତ୍ରୀ ର ସ-ମ୍ପର୍କ ଦୁନିଆ ର ସବୁଠୁ ପବିତ୍ର ସ-ମ୍ପର୍କ। ଆଉ ଏହି ସ-ମ୍ପର୍କ ରେ ସାତ ଜନ୍ମ ପାଇଁ ବାନ୍ଧି ହୋଇଥାନ୍ତି ଦୁହେଁ ସ୍ୱାମୀ ଓ ସ୍ତ୍ରୀ।

ଝିଅ ଟିଏ ବାପ ଘର ଛାଡ଼ି ଶାଶୁ ଘର ଆସିଥାଏ ତାର ସ୍ବାମୀ କୁ ଭରସା କରି।ଉଭୟ ସ୍ବାମୀ ,ସ୍ତ୍ରୀ ପରସ୍ପର ସାଥୀ ହୋଇ ଜୀବନ ବଞ୍ଚିବା ପାଇଁ ବିବାହ କରିଥାନ୍ତି । ମାତ୍ର ଆଜିର ଦୁନିଆ ରେ ଏହାର ଓଲଟା ଦେଖିବାକୁ ମିଳୁଛି। ସ୍ବାମୀ, ସ୍ତ୍ରୀ ପରସ୍ପର ମଧ୍ୟ ରେ ଝ-ଗଡ଼ା ଲାଗୁଛନ୍ତି।

ଏମିତି ଏକ ଘଟ-ଣା ଘଟିଛି ଯେଉଁଥିରେ ସ୍ବାମୀ ତାର ବିବାହିତ ସ୍ତ୍ରୀ ର ରା-ଗ ରେ ନାକ କା-ମୁଡି ଛିଡାଇ ଦେଇଛି। ପରିବାରରେ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ କଳ-ହ ଲାଗିବ ସ୍ଵାଭାବିକ କିନ୍ତୁ ଏହା ଯେ ଏତେବଡ଼ ଧରଣର ହୋଇପାରିବ ତାହା ସମସ୍ତଙ୍କୁ ଚକିତ କରାଇଛି।

କଥାରେ ଅଛି ” ପାହାଡ଼ ଉପରେ ଘର କରିଥିଲେ ପଥର ପଡ଼ିଲେ ସହି” ଏହି କଥା ର ମହତ୍ତ୍ଵ ଦୁନିଆରେ ନିଜର ସଂସାର ଗଢିଲେ ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ତାକୁ ସାଥୀ ହୋଇ ସେହି ବି-ପଦ କୁ ସାମ୍ନା କରିଥାନ୍ତି ପତି ଓ ପତ୍ନୀ।

ଘରେ ପତି ଓ ପତ୍ନୀ ମୁଦ୍ରା ଦୁଇ ପାର୍ଶ୍ଵ ପରି ହୋଇଥାନ୍ତି ଏବଂ ପରିବାରରେ ସମସ୍ତ କାର୍ଯ୍ୟ ସେମାନଙ୍କ ଦ୍ଵାରା ପ୍ରତିପାଦନ ହୋଇଥାଏ।ସେଥିପାଇଁ ପରିବାର ରେ ଯେଉଁ ବାଧା ବି-ଘ୍ଣ ଦେଖାଯାଇଥାଏ ତାହାକୁ ଦୁହେଁ ମିଶି ସମାଧାନ କରିଥାନ୍ତି ।କିନ୍ତୁ ଏଠାରେ ଏକ ଦୁଃ-ଖଦ ଘ-ଟଣା ଦେଖିବାକୁ ମିଳିଛି ଯେ ପରିବାରରେ ସ୍ବାମୀ ସ୍ତ୍ରୀ ମଧ୍ୟରେ କ-ଳହ କାରଣରୁ ସ୍ବାମୀ ସ୍ତ୍ରୀ ର ନକ କୁ ଛିଡାଇ ଦେଇଛି।

ଯାହା ଲୋକେ ବିଶ୍ୱାସ କରିପାରିନାହାନ୍ତି ପୁଣି ଏହା ପୂର୍ବରୁ ସ୍ବାମୀ ରା-ଗରେ ସ୍ତ୍ରୀକୁ ଆକ୍ର-ମଣ କରିଥିଲା ଏବଂ ପରେ ତାର ନାକ କୁ ଛିଡାଇ ଦେଇଥିଲା।ଆମ ରାଜଧାନୀ ଦିଲ୍ଲୀ ର ଯାହାହାଙ୍ଗିର୍ପୂର୍ ଠାରେ ଚେତନ ଶର୍ମା ନାମକ ଏକ ଯୁବକ ରା-ଗ ରେ ତାର ସ୍ତ୍ରୀ ର ନାକ କା-ମୁଡି ଛିଡାଇ ଦେଇଛି ଏବଂ ସେ ପେଚକସ ରେ ତାକୁ ଲହୁ ଲୁହାଣ କରିପକାଇଛି।

ଚେତନ ପେଶା ରେ ପେଣ୍ଟର ଥିବାରୁ ପେଚକଷ ୟୁଜ କରିଥିଲା। ପୂର୍ବରୁ ସ୍ତୀ ସହ ଝ-ଗଡା କରି ସେ ଦୁଇ ଦିନ ତଳେ ଧାରା ipc ୧୦୭/୧୫୧ ରେ ଜେଲ୍ ଯାଇଥିଲା। ବେଲ୍ ରୁ ଆସି ପୁରୁଣା ରା-ଗ ରେ ସ୍ତ୍ରୀ ର ନାକ ଛିଡାଇ ଦେଇଛି। ଏଭଳି ଏକ ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି ଯାହା ଏକ ହୃଦୟ ବିଦା-ରକ ଘ-ଟଣା ।

Leave A Reply

Your email address will not be published.