ସ୍ତ୍ରୀ ପ୍ରତିଦିନ ଝ-ଗଡ଼ା କରୁଥିବାରୁ ସ୍ୱାମୀ ନିଜ ଶାଳୀକୁ ବନାଇଲେ ଘରବାଲି:-

0

Get real time updates directly on you device, subscribe now.

କୁହାଯାଏ ଶାଳୀ ଅଧା ଘରବାଲି ହୋଇଥାଆନ୍ତି ଯାହାକି ଏହା ଏକ ଲୋକକଥା ଅଟେ କିନ୍ତୁ କିଛିଲୋକ ଏହାକୁ ଏତେ ଗମ୍ଭୀରତାର ସହ ନେଇଯାଆନ୍ତି ଯେ ଯାହାଦ୍ୱାରା ସେମାନେ ନିଜ ଶାଳୀକୁ ହିଁ ଘରବାଲି ବୋଲି ଭାବିଥାନ୍ତି।

ଏବେ ଉତ୍ତର ପ୍ରଦେଶର ରାମପୁର ଜିଲ୍ଲାର ଏହି ଅ-ଦ୍ଭୁତ ମାମ-ଲାକୁ ଦେଖନ୍ତୁ। ଏଠାରେ ଜଣେ ଜ୍ବାଇଁ ନିଜ ଶଶୁର ଘର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଲେ ଯେତେବେଳେ ସେ କହିଲା ମୁଁ ମୋ ଶାଳୀକୁ ନିଜର ଘରବାଲି ବନାଇ ସାରିଛି ଓ ମୋ ପତ୍ନୀକୁ ତୁମେ ସମ୍ଭାଳ।

ରାମପୁର ଜିଲ୍ଲାର ଏକ ଗ୍ରାମରେ ଜଣେ ଦମ୍ପତ୍ତିଙ୍କ ବିବାହ 6 ବର୍ଷ ହେଲା ହୋଇସାରିଥିଲା ଓ ତାଙ୍କର ଦୁଇଟି ପିଲା ମଧ୍ୟ ଥିଲେ। ଏହି କିଛିଦିନ ତଳେ ଉଭୟଙ୍କ ମଧ୍ୟରେ ଜୋରଦାର ଝ-ଗଡ଼ା ସୃଷ୍ଟି ହୋଇଥିଲା ଓ ସ୍ୱାମୀ ନିଜ ପତ୍ନୀକୁ ତା’ ବାପଘରେ ଛାଡ଼ିଦେଇ ଆସିଲା ଓ ଏଠାରେ ଯାହା ଘଟିଲା କେହି ବିଶ୍ବାସ କରିନଥିଲେ।

ନିଜ ସ୍ତ୍ରୀ ଠାରୁ ପ୍ରତି-ଶୋଧ ନେବାପାଇଁ ସେ ନିଜ ଶାଳୀକୁ ନିଜ ସହ ନେଇଗଲା ଓ କଥିତ ରୂପରେ ଶାଳୀକୁ ବିବାହ କରିଛି ବୋଲି ମଧ୍ୟ କହିଲା। ସେ ଏହାପରେ କହିଲା ଯେ, ପତ୍ନୀର ଆଉ ଦରକାର ନାହିଁ ତୁମେ ମୋ ସ୍ତ୍ରୀ କୁ ଏଥର ସମ୍ଭାଳ। ଏହିକଥା ଶୁଣିବାପରେ ଶଶୁର ଘରଲୋକେ ସମ୍ପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ହୋଇଗଲେ।

ପତ୍ନୀ ହେଲେ ମ-ର୍ମାହ-ତ:-

ପତ୍ନୀ ନିଜ ସ୍ୱପ୍ନରେ ମଧ୍ୟ ଭାବିନଥିଲେ ଯେ, ସ୍ୱାମୀ ତାଙ୍କ ସହ ଏମିତି କରିବେ ଓ ସେ ବହୁତ ଦୁଃ-ଖିତ ହୋଇଗଲେ ଓ କାନ୍ଦି କାନ୍ଦି ଅସହ୍ୟ ହୋଇଗଲେ। ଏହାପରେ ସେ ନିଜ ପତିଙ୍କ ବିରୁଦ୍ଧରେ ସ୍ଥାନୀୟ ପୋ-ଲିସ ଷ୍ଟେସ-ନରେ ଅଭି-ଯୋଗ ଆଣିଲେ ଓ ପୋ-ଲିସ ବର୍ତ୍ତମାନ ଉଭୟ ଶାଳୀ ଓ ଭିଣୋଇ ଭାଇକୁ ଖୋଜୁଛି।

ନିଜ ଶାଳୀକୁ ଧରି ଚାଲିଯିବାର ଖବର ସେଠାକାର ଅଞ୍ଚଳରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଚାରିଆଡ଼େ ଏହାର ଆଲୋଚନା ମଧ୍ୟ ଜାରି ରଖିଛନ୍ତି। ପୂର୍ବରୁ ମଧ୍ୟ ଏମିତି ସବୁ ଘ-ଟଣା ମାନ ଆମ ସାମ୍ନାରେ ଦେଖିବାକୁ ମିଳିଥିଲା। ଯାହାଦ୍ୱାରା ଲୋକମାନେ ସବୁ ସୀମା ପାର କରିଦିଅନ୍ତି।

Leave A Reply

Your email address will not be published.