୧୫ ବର୍ଷ ଧରି ମଜା ନେଲା, ଶାରୀ-ରିକ ସ-ମ୍ପର୍କ ରଖି ଛାଡିଦେଲା । ଆଉ ଏବେ ବିଲରେ ଖଟୁଛି ପେଟ ପୋଷିବା ପାଇଁ ।

0

Get real time updates directly on you device, subscribe now.

ତେବେ ବନ୍ଧୁଗଣ ବିବାହର ଚାରିମାସ ପରେ ପ୍ରେମିକ କଥାରେ ପଡି ସ୍ୱାମୀକୁ ଛାଡି ଶାଶୁଘରୁ ଲୁ-ଚି ପଳାଇ ଆସିଥିଲେ ମିତା । କିନ୍ତୁ ତା ପରେ ସେହି ପ୍ରେମିକ ଭୁବନେଶ୍ୱର ଷ୍ଟେସନରେ ତାଙ୍କୁ ଛାଡି କେଉଁଆଡେ ଚମ୍ପଟ ମା-ରିଛି ।

ଆଉ ଉପାୟଶୂନ୍ୟ ହୋଇ ମହିଳା ଜଣଙ୍କ ପ୍ରେମିକ ଶ୍ରୀବତ୍ସଙ୍କ ଢେଙ୍କାନାଳ କଙ୍କଡାହାଡ ସ୍ଥିତ ଘର ଆଗରେ ତାଙ୍କ ଫେରିବା ବାଟକୁ ଚାହିଁ ବସିଥିଲେ । ପ୍ରେମିକଙ୍କ ଘର ଆଗରେ ଶଙ୍ଖା ସିନ୍ଦୁର ଧରି ବସି ରହିଥିଲେ ବିବାହିତ ମହିଳା ତଥା ପ୍ରେମିକା ଜଣକ ।

ତେବେ ବନ୍ଧୁଗଣ ଏଭଳି ଘ-ଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କଙ୍କଡାହାଡ ବ୍ଲକ ଭଦଳିଆ ଗାଁରେ । ପ୍ରେମିକର ଘର ଆଗରେ ବସିଥିବା ପ୍ରତାରିତ ମହିଳା ମିତା ସିଂହଙ୍କୁ କଙ୍କଡାହାଡ ଗ୍ରାମର ଯୁବକ ଶ୍ରୀବତ୍ସ ଗୁରୁ ପ୍ରଥମେ ପ୍ରେମ ଓ ପରେ ବିବାହର ପ୍ରଲୋଭନ ଦେଖାଇ ଆସୁଥିଲା ।

ଶ୍ରୀବତ୍ସ ଦୀର୍ଘ ୧୦/୧୫ ବର୍ଷ ହେବ ମହିଳାଙ୍କ ସହ ଶାରୀ-ରିକ ସ-ମ୍ପର୍କ ସ୍ଥାପନ କରି ଆସୁଥିଲା । କିନ୍ତୁ ଶେଷରେ ଅଧା ବାଟରେ ମିତାଙ୍କୁ ଛାଡି ସେ କୁଆଡେ ପଳାଇଛି କରିଛି ବୋଲି ଅଭି-ଯୋଗ କରିଛନ୍ତି ପ୍ରେମିକା ମିତା ସିଂହ ।

ତେବେ ବନ୍ଧୁଗଣ ସୂଚନା ଅନୁସାରେ ମିତା ସିଂହ ଓ ପ୍ରେମିକ ଶ୍ରୀବତ୍ସ ଗୁରୁଙ୍କ ମଧ୍ୟରେ ଆଜିକୁ ୧୫ ବର୍ଷ ହେବ ପ୍ରେମ ସମ୍ପ-ର୍କ ଗଢି ଉଠିଥିଲା । ପରବର୍ତ୍ତୀ ସମୟରେ ଘର ଲୋକଙ୍କ ବାଧ୍ୟ ବାଧକତାରେ ମିତା ଗତବର୍ଷ କଙ୍କଡାହାଡ ଥା-ନା ଅନ୍ତର୍ଗତ ଡଙ୍ଗାପାଳ ଗାଁରେ ବିବାହ କରିଥିଲେ ।କିନ୍ତୁ ବିବାହର ମାତ୍ର ପାଞ୍ଚ ମାସ ପରେ ପ୍ରେମିକ ଶ୍ରୀବତ୍ସ ତାଙ୍କୁ ବାରମ୍ବାର ଫୋନ କରି କାନ୍ଦି କାନ୍ଦି ସେଠାରୁ ପଳାଇ ଆସିବାକୁ କହୁଥିଲା ।

ନଚେତ ସେ ଆ-ତ୍ମହ-ତ୍ୟା କରିଦେବା ପାଇଁ ଧମକ ମଧ୍ୟ ଦେଉଥିଲା । ଫଳରେ ଶ୍ରୀବତ୍ସ କଥାରେ ପଡି ସେ ବିବାହିତ ସ୍ୱାମୀଙ୍କୁ ପରକରି ଶାଶୁ ଘରୁ ଲୁ-ଚି ଘରଛାଡି ପଳାଇ ଆସିଥିଲେ । କିନ୍ତୁ ଷ୍ଟେସ-ନରେ ହଠାତ ମିତାଙ୍କୁ ଛାଡି କେଉଁଆଡେ ଚମ୍ପଟ ମା-ରିଥିଲେ ଶ୍ରୀବତ୍ସ ।

ଆଉ ଏହି ଘଟ-ଣାକୁ ଏବେ ବିତି ଗଲାଣି ୧ ମାସ । ଏବେ ମିତା ପେଟକୁ ମୁଠେ ଦାନା ପାଇଁ ବିଲରେ ଧାନ କାଟୁଛନ୍ତି ଆଉ କହିଛନ୍ତି ଯେ ଫେରିଲେ ପୁଣି ଧାରଣାରେ ବସିବେ ଶ୍ରୀବତ୍ସଙ୍କ ଠାରୁ ସ୍ତ୍ରୀର ମାନ୍ୟତା ନ ପାଇବା ଯାଏଁ ।

Leave A Reply

Your email address will not be published.