୨୦୨୩ରେ ସମଗ୍ର ବିଶ୍ବପାଇଁ ବିପଦ ସୃଷ୍ଟି ହେଉଥବା ବେଳେ , ଜାନୁଆରୀ ୧୭ ତାରିଖରେ ଘଟିବାକୁ ଯାଉଛି ଏକ ବଡ ଅଘଟଣ !

0

Get real time updates directly on you device, subscribe now.

ଆପଣ ମାନେ କେବେ ହେଲେ ମଧ୍ୟ ପୃଥିବୀ ବିଷୟରେ ଚିନ୍ତା କରିଛନ୍ତି କି ?ଭାଵିଛନ୍ତି କି ପୃଥିବୀର ଗତି ସମ୍ପର୍କରେ ? ପୃଥିବୀ ଯୋଗୁଁ ହିଁ ସବୁ ଜିବ ଜଗତ ତିଷ୍ଠି ରହିଛି।ପୃଥିବୀ ନଥିଲେ ବୋଧ ହୁଏ ଆଜି ଜୀବ ଜଗତ ମଧ୍ୟ ନଥାନ୍ତା।

ଆମ ମାନଙ୍କର ସ୍ଥିତି କଣ ତାହା ବୋଧ ହୁଏ ଆମେ ମାନେ ମଧ୍ୟ ଜାଣି ପାରି ନଥାନ୍ତୁ।ତେବେ ମାଡ଼ି ଆସୁଛି ଅନ୍ଧାର,ଜଳମଗ୍ନ ହୋଇଯିବ ଅନେକ ଦେଶ। ବରଫ ରେ ପୋତି ଯିବ ରାସ୍ତା, ବଞ୍ଚିବେ କେବଳ ଈଶ୍ଵର ବିଶ୍ଵାସୀ।

ତେବେ ଆସୁଚି ନୂଆବର୍ଷ, ଆଉ ସମଗ୍ର ବିଶ୍ୱ ଏବେ ଖୁସି ମନାଇବାକୁ ଯାଉଛି।ହେଲେ ମାଳିକା ଅନୁସାରେ ୨୦୨୩ ମସିହା। ସମଗ୍ର ବିଶ୍ୱ ପାଇଁ ସୃଷ୍ଟି କରିବ।ତେବେ ଜାନୁୟାରୀ ୧୭ ତାରିଖରେ କିଛି ବଡ଼ ଧରଣର ଅଘଟଣ ଘଟିବାକୁ ଯାଉଛି।

ସେହିପରି ଡ଼ିସେମ୍ବର ମାସରେ ଘଟିବାକୁ ଯାଉଛି ଅଘଟଣ। ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁବରଣ ଘଟିବ।ତେବେ କୁହା ଯାଉଚି କି କଳିଯୁଗର ୫୦୦ ବର୍ଷ ଶେଷ ହୋଇଯାଇଛି। ବର୍ତ୍ତମାନ ୨୦୨୨ ମସିହା ଯୁଗ ପରିବର୍ତନ ର ସମୟ।

ଏକଥା କୁ ଅନେକ ଲୋକ ବିଶ୍ଵାସ କରି ପାରୁନାହାଁନ୍ତି। ସେମାନଂକ କହିବା ଅନୁସାରେ କଳିଯୁଗର ବୟସ ୪ ଲକ୍ଷ ୩୨ହଜାର ବର୍ଷ। ବାସ୍ତବରେ ସେମାନେ ବୋଧେ ବେଦ ଶାସ୍ତ୍ର ଅଧ୍ୟୟନ କରି ନାହାନ୍ତି।

ତେବେ ବର୍ତ୍ତମାନ ସମୟରେ ଅନେକ ଲୋକ ବିଜ୍ଞାନକୁ ବିଶ୍ଵାସ କରନ୍ତି।ଏକଥା ମାଳିକାରେ ମଧ୍ୟ କୁହା ଯାଇଛି ଯେ ଲୋକେ ବିଜ୍ଞାନ କୁ ବେଶୀ ବିଶ୍ଵାସ କରିବେ, ଆଉ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଜାଣି ନାହାନ୍ତି ନିଜ ଚାଷ ଜମି କେଉଁଠି ଅଛି ।

ଅନ୍ୟପଟେ ସେ ବିଜ୍ଞାନ ହିଁ ପରମାଣୁ ବୋମା ତିଆରି କରିଛି, ନିଜ ଗୁଳିରେ ନିଜେ ଶିକାର ହବାକୁ ବସିଛି। ସମଗ୍ର ପୃଥିବୀ ଏବେ ଶିକାର ହେବାକୁ ଯାଉଛି ଏହି ତାଣ୍ଡବ ଲୀଳା। ବିଜ୍ଞାନ ଆପଣଙ୍କୁ ଯେତେ ସୁବିଧା ଦେଉଚି ସେତେ ମରଣ ମୁହଁ କୁ ଠେଲି ଦେଉଛି।

ବର୍ତ୍ତମାନ ସମସ୍ତ ଦେଶ ଯୁଦ୍ଧ କରିବାରେ ଲାଗିଛନ୍ତି, ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ଜ୍ୱାଳାମୁଖୀ ଖସି ସାରିଲାଣି।ତେବେ ସମୟ ଆଉ ବେଶୀ ନୁହେଁ, ସାରା ବିଶ୍ବ ଏବେ ଧ୍ଵଂସ ହେବା ପରିସ୍ଥିତିରେ।

Leave A Reply

Your email address will not be published.