ଶାଳୀକୁ ଉଠାଇ ନେଉଥିଲା ରସି-କିଆ ଭିଣୋଇ । କିନ୍ତୁ ମାଡ଼ି ବସିଲେ ଗାଁ ଲୋକ ।

0

Get real time updates directly on you device, subscribe now.

କୁହାଯାଏ ପ୍ରେମ ଅନ୍ଧ। ପ୍ରେମ ଏଭଳି ଭାବେ ବ୍ୟକ୍ତିକୁ ଅନ୍ଧ କରିଦିଏ ଯେ ସେ ସମ୍ପର୍କର ମୂଲ୍ୟ ବି ଭୁଲିଯାଏ। ଏବେ ସେଭଳି ଏକ ମାମଲା ଦେଖିବାକୁ ମିଳିଛି । ସ୍ତ୍ରୀ ଥାଉ ଥାଉ ଜଣେ ରସିକିଆ ଭିଣୋଇ ନିଜ ସମ୍ପର୍କୀୟ ଶାଳୀକୁ କରୁଥିଲା ଏକ ତରଫା ପ୍ରେମ ।

ଭିଣୋଇଙ୍କ ଏପରି କାର୍ଯ୍ୟକୁ ଶାଳୀ ବି-ରୋଧ କରି ଆସୁଥିଲେ ଶାଳୀ । ଆଉ ପ୍ରେମରେ ଅନ୍ଧ ହୋଇ ଭିଣୋଇ ସୁଯୋଗ ଉଣ୍ଡି କାରରେ ନିଜ ଶାଳୀକୁ ଜୋର୍ ଜବ-ରଦସ୍ତି ଅପ-ହରଣ କାରିବାକୁ ଚେଷ୍ଟା କରି ନିଜ ପ୍ରୟାସରେ ବିଫଳ ହୋଇଛି ।

କାରଣ ଶାଳୀର ଚି-ତ୍କାର ଶୁଣି ସ୍ଥାନୀୟ ଲୋକେ ଗୋଡ଼ାଇ ଗୋଡ଼ାଇ କାର୍‌କୁ ଅଟକାଇ ଭିଣୋଇକୁ କାବୁ କରିଥିଲେ ଆଉ ତାପରେ ଧରି ପୁଲିସ୍‌ ଜିମା ଦେଇଥିଲେ ଗାଁ ଲୋକେ ।

ତେବେ ବନ୍ଧୁଗଣ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଲ-ଜ୍ୟାଜ-ନକ ଘ-ଟଣା ଦେଖିବାକୁ ମିଳିଛି ଆଜି ନୂଆପଡ଼ା ଜିଲ୍ଲା ସିନ୍ଧେକେଲା ଥାନା ଅଞ୍ଚଳରେ । ଏହା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ସଂଯୋଗ ବସତଃ ସେହି ରାସ୍ତା ଦେଇ ଫେରୁଥିବା ତହସିଲଦାର ଓ ଚାନ୍ଦୋଦରା ପଞ୍ଚାୟତର ସରପଞ୍ଚ ପୋଲି-ସରେ ଅଭି-ଯୋଗ କରିବାରୁ ଘଟଣା ଉପରୁ ପରଦା ଉଠିଥିଲା ।

ତେବେ ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଚାନ୍ଦୋତରା ଛକ ନିକଟରେ ଶାଳୀକୁ ଅପ-ହରଣ ଉଦ୍ୟମ କରୁଥିବା ଭିଣୋଇକୁ କାବୁ କରାଯାଇଛି । ନୂଆପଡା ଜିଲା ଖଡ଼ିଆଳ ଥା-ନା ଅଞ୍ଚଳର ବହଳପଦର ଗ୍ରାମର ଯୁବତୀ ପଦ୍ମା ସବୁଦିନ ପରି କଲେଜକୁ ପଢିବାକୁ ଆସିଥିଲେ

ଅପରାହ୍ନ ପ୍ରାୟ ୧ଟା ବେଳେ ସେ ସାଇକେଲ୍‌ରେ ଘରକୁ ଫେରୁଥିବା ବେଳେ ଅଧା ରାସ୍ତାରେ ମାଣ୍ଡୋସିଲ ଗ୍ରାମର ସମ୍ପର୍କୀୟ ଭିଣୋଇ ତୁକୁଲା ଗ୍ରାମ ନିକଟରୁ ଏକ କାରରେ ଅପ-ହରଣ କରି ନେବାକୁ ଉଦ୍ୟମ କରିଥିଲେ ।

ଠିକ୍ ସେତିକି ବେଳେ ସିନ୍ଧେକେଲା ଥା-ନା ଚାନ୍ଦୋତରା ଛକ ନିକଟରୁ ଭିଣୋଇକୁ କାବୁ କରା ଯାଇଥିଲା । ଖବର ପାଇ ସିନ୍ଧେକେଲା ପୋ-ଲିସ ଯୁବତୀଙ୍କୁ ଉ-ଦ୍ଧାର କରିଥିବା ବେଳେ ଅପ-ହୃତ ଭିଣୋଇ ମାଣ୍ଡେସିଲ ଗ୍ରାମର ଶିଶୁପାଳ ଜୁଆଡ଼ ଏବଂ ଡ୍ରାଇଭରକୁ ପୁଲିସ ଅଟକ ରଖିଛି

ବ୍ୟବହୃତ କାରକୁ ପୁ-ଲିସ ଜ-ବତ କରିଛି । ସିନ୍ଧେକେଲା ପୁ-ଲିସ ଉ-ଦ୍ଧାର କରିବା ପରେ ଖଡ଼ିଆଳ ଥା-ନାର ମାମ-ଲା ହୋଇଥିବାରୁ ଖଡ଼ିଆଳ ପୁ-ଲିସ ଅପହୃତ ଯୁବକଙ୍କୁ ଗି-ରଫ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.