ମଞ୍ଚେଶ୍ଵର ଶିଳ୍ପାଞ୍ଚଳରେ କିଏ ଛାଡ଼ିଲା କଳାସାମ୍ରାଜ୍ୟର ରାଣୀ ଅର୍ଚ୍ଚନାର ଧଳା ଫୋର୍ଡ ଏଣ୍ଡିଏଭୋର ଗାଡ଼ି? ଇଡି ଖୋଜୁଛି ସେହି ଲୋକକୁ।

0

Get real time updates directly on you device, subscribe now.

ଏଇ ବିଚିତ୍ର ଦୁନିଆ ରେ ବିଭିନ୍ନ ପ୍ରକାର ମଣିଷ ରୁହନ୍ତି।କିଛି ମଣିଷଙ୍କ ଭଲ କାମ ପାଇଁ ଏ ସମାଜ ଗର୍ବିତ ଓ କିଛି ମଣିଷଙ୍କ ଖରାପ କାମ ପାଇଁ ଏ ସମାଜ କଳ-ଙ୍କିତ।ଏହିପରି କିଛି ଖରାପ କାମ କରି ସମାଜ କୁ କଳ-ଙ୍କିତ କରିଛନ୍ତି ଅର୍ଚ୍ଚନା ନାଗ ଓ ତା’ର ସ୍ବାମୀ ଜଗବନ୍ଧୁ ଚାନ୍ଦ।ସ୍ବାମୀ ଓ ସ୍ତ୍ରୀ ଦୁଇ ଜଣ ମିଶି ଭୁବନେଶ୍ୱର ରେ ସେ-କ୍ସ ରାକେଟ ଚଲାଇ ବଡ଼ ବଡ଼ିଆ ମାନଙ୍କୁ ନିଜ ଖରାପ କାମ ର ଜା-ଲ ରେ ପକାଇ ସେମାନଙ୍କୁ ବ୍ଲାକମେଲ୍ କରି କମାଇଛନ୍ତି କୋଟି କୋଟି ଟଙ୍କା।

ଖରାପ କାମ କରି ପଇସା ଗାଦି ରେ ଶୋଉଥିଲେ ସ୍ବାମୀ ସ୍ତ୍ରୀ ଓ ଭାବିଥିଲେ ଯେ ସେମାନେ ଯେଉଁ କାମ କରୁଛନ୍ତି ତାହା ଲୋକ ଲୋଚନ କୁ ଆସିବ ନାହିଁ ବୋଲି।କିନ୍ତୁ ଖରାପ କାମ କେବେ ଲୁ-ଚିକି ରହେ ନାହିଁ,କେବେ ନା କେବେ ବାହାରକୁ ଆସେ।ଜଣେ ଯୁବତୀଙ୍କ ଅଭି-ଯୋଗ କ୍ରମେ ଅର୍ଚ୍ଚନା ନାଗ କୁ ପୋ-ଲିସ୍ ଗି-ରଫ କରିଥିଲା। ତେବେ ଜଗବନ୍ଧୁ ମଧ୍ୟ ଏବେ ଜେ-ଲ୍ ରେ ରହିଛି।

ଏହି ମାମ-ଲା ର ତ-ଦନ୍ତ ଏବେ ଇଡି କରୁଛି।ତେବେ ଇଡି ତ-ଦନ୍ତ କରିବା ପରେ ଅର୍ଚ୍ଚନା ଏବଂ ଜଗବନ୍ଧୁ ର କଳାକାରନାମା ବିଷୟ ରେ।ତେବେ ଆପଣମାନେ ଜାଣିଥିବେ ତ କିଛି ଦିନ ତଳେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ନିକଟ ରେ ଏକ ଧଳା ଫୋର୍ଡ ଏଣ୍ଡିଏଭୋର ଗାଡ଼ି ମିଳିଛି।ସେହି ଗାଡ଼ି ଟି ହେଉଛି ଅର୍ଚ୍ଚନା ର।ହଁ,ଆଜ୍ଞା ପାଠକ ଗଣ କଥା ଟି ସତ।ସେହି ଗାଡ଼ି ମିଳିବା ପରେ ଇଡି ସେହି ଗାଡ଼ି ଯେଉଁ ଶୋରୁମ୍ ରୁ ଆସିଛି ସେଠାକାର ମାଲିକ କୁ ନୋଟିସ କରିଛି ବୋଲି କଥା ଉଠୁଛି।

ତେବେ ସେହି ଗାଡ଼ି ଟି ସେହି ଅଞ୍ଚଳ ରେ କିଏ ରଖିଲା ତାହାକୁ ଖୋଜୁଛି ଇଡି। ଶୋରୁମ୍ ର ମାଲିକ ଙ୍କ କହିବା ଅନୁଯାୟୀ ସେହି ଗାଡ଼ି ର ପୁରା ତାଙ୍କ ନଗଦ ଦିଆଯାଇଛି।ଅର୍ଥାତ୍ ଏକ ମାସ ମଧ୍ୟ ରେ ଦିଆଯାଇଛି। ଆଉ ସେହି ଟଙ୍କା କେହି ନେତା ଙ୍କ ପାଖରୁ ଆସିଛି। ତେବେ ତଦ-ନ୍ତ ପରେ ଜଣା ପଡିବ କିଏ ରଖିଛି ସେହି ଗାଡ଼ି।

Leave A Reply

Your email address will not be published.