“ପ୍ରତି ସାଢ଼େ ୪ମିନିଟରେ ଜଣେ ଆ-ତ୍ମହ-ତ୍ୟା,….”, କାହିଁକି ଜଣେ ପୁରୁଷ ଆ-ତ୍ମହ-ତ୍ୟା କରିବାକୁ ହୋଇଥାଏ ବାଧ୍ୟ ?

0

Get real time updates directly on you device, subscribe now.

କିଛି ଦିନ ପୂର୍ବରୁ ରେଳ କ୍ରସିଙ୍ଗରେ ଦୁଇଟି ଲାଶ ମିଳିଲା|ଜଣାପଡିଲା ଶବ ୩୫ ବର୍ଷିୟ ମହେନ୍ଦ୍ର ସିଂ ଓ ଅନ୍ୟଟି ତା ଦୁଇ ବର୍ଷିୟ ପୁଅ ପୁତିନ|ସେ ଆ-ତ୍ମହ-ତ୍ୟା କରିଥିଲେ|ମହେନ୍ଦ୍ର ନିଜ ପୁଅ ସହ ଟ୍ରେନ ଆଗକୁ ଡେଇଁ ପଡିଲା|

ମହେନ୍ଦ୍ରଙ୍କ ପତ୍ନୀ ୬ ଦିନ ପୂର୍ବେ କାହା ସହ ପଳେଇ ଯାଇଥିଲା|ଏଥିରେ ଚିନ୍ତିତ ହୋଇ ଆ-ତ୍ମହ-ତ୍ୟା କରିଥିଲେ|ଏଭଳି ଵହୁ ଘ-ଟଣା ସାମ୍ନାକୁ ଆସୁଛି |ଆଉ ଆ-ତ୍ମହ-ତ୍ୟା କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ପୁରୁଷ ରହିଛି|କିନ୍ତୁ କ’ଣ ରହିଛି କାରଣ ଯେ ଆ-ତ୍ମହ-ତ୍ୟା ରାସ୍ତା ବାଛି ନେଇଥାନ୍ତି|

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରି-ପୋର୍ଟ ଅନୁସାରେ ପ୍ରତିବର୍ଷ ୭ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଆ-ତ୍ମହ-ତ୍ୟା କରିଥାନ୍ତି|ମାନେ ଯେତିକି ଲୋକ ରୋଗରେ ମ-ରିଥାନ୍ତି ତାଠାରୁ ଉର୍ଦ୍ଧ୍ବ ଆ-ତ୍ମହ-ତ୍ୟାରେ ମ-ରିଥାନ୍ତି|ରି-ପୋର୍ଟ ଅନୁସାରେ ୧୫-୨୯ ବର୍ଷ ଯୁବକଙ୍କ ବଡ କାରଣ ଆ-ତ୍ମହ-ତ୍ୟା|ଦୁନିଆର ଏକ ଲକ୍ଷ ପୁରୁଷ ମଧ୍ୟରୁ ୧୨.୬ % ପୁରୁଷ ହେଲାବେଳେ ୫.୪% ମହିଳା ଆ-ତ୍ମହ-ତ୍ୟା କରିଥାନ୍ତି|

ଅନ୍ୟାନ୍ୟ ଦେଶଭଳି ଭାରତରେ ମଧ୍ୟ ଅଧିକ ପୁରୁଷ ଆ-ତ୍ମହ-ତ୍ୟା କରିଥାନ୍ତି|୨୧ ବର୍ଷର ପରିସଂଖ୍ୟାନ କହୁଛି ଭାରତରେ ହେଉଥିବା ୧୦ ଆ-ତ୍ମହ-ତ୍ୟା ମଧ୍ୟରେ ୬-୭ ଜଣ ପୁରୁଷ ଅଟନ୍ତି|

ପ୍ରତି ବ୍ୟକ୍ତି ଆ-ତ୍ମହ-ତ୍ୟା କରିବାର ଅଲଗା ଅଲଗା କାରଣ ରହିଛି|ଏକ୍ସପର୍ଟ ଅନୁସାରେ ଚାପ,ଡିପ୍ରେ-ସନ ଫଳରେ ଆ-ତ୍ମହ-ତ୍ୟା ପ୍ରବୃତ୍ତି ବଢ଼ିବାରେ ଲାଗିଛି|ଏନସିଆରବି ରି-ପୋର୍ଟ ଅନୁସାରେ ପରିବାର ସମସ୍ୟା,ଵେମାର(ଏଡସ,କ୍ୟାନସର) ଯୋଗୁଁ ଆ-ତ୍ମହ-ତ୍ୟା କରିଥାନ୍ତି|

୨୦୧୧ ରିସର୍ଚ୍ଚ ଅନୁସାରେ ଜଣାପଡିଲା ସମାଜରେ ସାଧାରଣତଃ ପୁରୁଷକୁ ମଜବୁତ ମାନା ଯାଇଥାଏ ଓ ଏଥିପାଇଁ ସେ ଡିପ୍ରେ-ସନ କାହାକୁ ସେୟାର କରି ନପାରି ଥକି ଥକି ଆ-ତ୍ମହ-ତ୍ୟା କରିଥାନ୍ତି|

୨୦୦୩ ୟୁରୋପରେ ହୋଇଥିବା ରିସର୍ଚ୍ଚ ଅନୁସାରେ ବେରଜଗାରୀ ଆ-ତ୍ମହ-ତ୍ୟା ର ଏକ ମୁଖ୍ୟ କାରଣ ଅଟେ|ଏହା ବ୍ୟତୀତ ଆ-ତ୍ମହ-ତ୍ୟା ର ଅନନ୍ୟ କାରଣ ମ-ଦ ଓ ଡ୍ର-ଗ୍ସରେ କବଳିତ ହୋଇଯିବ|

ମେଣ୍ଟାଲ ହେଲ୍ଥ କେୟାର ଆକ୍ଟ ୨୦୧୭ ଧାରା ୧୧୫ ଆ-ତ୍ମହ-ତ୍ୟା କରିବାକୁ ଯାଉଥିବା ଲୋକମାନଙ୍କୁ ଶାନ୍ତ୍ବନା ଦିଏ|ଏହା କହିଛନ୍ତି ଯେ ଯଦି ବ୍ୟକ୍ତି କୈଣସି ବିଶେଷ ଚାପଗ୍ରସ୍ତ ଥିଲା ଏଥିରେ ସଜା ଦିଆଯିବ ନାହିଁ|ନଚେତ୍ ଧାରା ୩୦୯ ଅନୁସାରେ ବ୍ୟକ୍ତିକୁ ୧ ବର୍ଷ ଜେ-ଲ ହୋଇଥାଏ|

ଆ-ତ୍ମହ-ତ୍ୟା ଏକ ଗମ୍ଭୀର ଓ ଗୁରୁ-ତର ମନୋବୈଜ୍ଞାନିକ ସମସ୍ୟା||ଯଦି ଆପଣଙ୍କ କୌଣସି ସମସ୍ୟା ରହିଛି ସମ୍ପ-ର୍କୀୟ ସହ କଥା କରନ୍ତୁ ବା ଡାକ୍ତରୀ ଉପଚାର କରନ୍ତୁ|ସଠିକ ସମୟରେ ଉପଚାର ଫଳରେ ଏହାକୁ ରୋକାଯାଇ ପାରିବ|

Leave A Reply

Your email address will not be published.