ତେବେ ବନ୍ଧୁଗଣ ବର୍ତମାନ ସମୟରେ ଶ୍ରଦ୍ଧା ହ-ତ୍ୟାକା-ଣ୍ଡକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଥିବା ବେଳେ ମହାରାଷ୍ଟ୍ରର ପୁଣେରୁ ଆଉ ଏକ ଲୋମହ-ର୍ଷଣକାରୀ ମା-ମଲା ସାମନାକୁ ଆସିଛି । ଜଣେ ନାବାଳିକାକୁ ତାଙ୍କର ପରିବାରର ବାପା ଓ ଦାଦା ଦୀର୍ଘ ୬ ବର୍ଷ ପର୍ଯ୍ୟନ୍ତ ଯୌ-ନ ନିର୍ଯା-ତନା ଦେଉଥିବାର ଅଭି-ଯୋଗ ଆସିଛି । ଅଭି-ଯୁକ୍ତ ବାପାକୁ ଗି-ରଫ କରାଯାଇଥିବା ବେଳେ ଦାଦାଙ୍କୁ ମଧ୍ୟ ଖୁବଶୀଘ୍ର ଗି-ରଫ କରାଯିବ ବୋଲି ପୋ-ଲିସ କହିଛି । ତେବେ ସ୍କୁଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନାବା-ଳିକା ତାଙ୍କ ସହ ହୋଇଥିବା ଅମାନୁଷିକ ଘ-ଟଣା ବିଷୟରେ କହିଥିଲେ ।
ନିଜ ଘରେ ବି ସୁର-କ୍ଷିତ ନାହାନ୍ତି ମହିଳା ଓ ଶିଶୁ କନ୍ୟା । ଯାହାର ଏକ ଜ୍ୱ-ଳନ୍ତ ଉଦାହରଣ ପୁଣେରେ ଦେଖିବାକୁ ମିଳିଛି ।ନିଜ ର-କ୍ତର ବାପା ଓ କକା ନାବାଳିକାଙ୍କୁ ଦୁ-ଷ୍କର୍ମ କରିଥିବା ଅଭି-ଯୋଗ ହୋଇଛି । ସ୍କୁଲର ଏକ କାର୍ଯ୍ୟକ୍ରମରେ ପୀ-ଡିତା ଛାତ୍ରୀ ତାଙ୍କ ସହ ଘଟିଥିବା ଭ-ୟାନକ ଘ-ଟଣା ବିଷୟରେ କହିଥିଲେ । ଯାହାପରେ ସ୍କୁଲ କର୍ତ୍ତୃପକ୍ଷ ପୀଡି-ତାଙ୍କ ୪୫ ବର୍ଷୀୟ ବାପା, ଓ ୨୫ ବର୍ଷୀୟ ଦାଦାଙ୍କ ନାମରେ ମା-ମଲା ରୁ-ଜୁ କରିଛି । ଆଉ ବାପାକୁ ଗି-ରଫ କରାଯାଇଥିବା ବେଳେ ଦାଦା ଫେ-ରାର ଥିବା ସୂଚନା ମିଳିଛି ।
ତେବେ ବନ୍ଧୁଗଣ ଗତ ମାର୍ଚ୍ଚ ୧୮ରେ ପୁଣେର ବଣ୍ଡ ଥା-ନାରେ ଏକ ଲିଖିତ ଅଭି-ଯୋଗ ହୋଇଥିଲା । ଏହି ଅଭି-ଯୋଗ ଗୋଟିଏ ସ୍କୁଲ ଦ୍ୱାରା କରାଯାଇଥିଲା । ଯେଉଁଠି ଉଲ୍ଲେଖ ଥିଲା ଯେ, ୨୦୧୭ ମସିହା ଠାରୁ ୧୭ ବର୍ଷୀୟା ନାବା-ଳିକାଙ୍କୁ ଲଗାତର ତାଙ୍କ ବାପା ଓ ଦାଦା ଯୌ-ନ ଶୋଷଣ କରୁଛନ୍ତି । ପୀଡି-ତାଙ୍କ ବୟସ ଯେତେବେଳେ ଆଠ ବର୍ଷ ହୋଇଥିଲା, ସେତେବେଳୁ ତାଙ୍କୁ ଯୌ-ନ ନିର୍ଯା-ତନା ଦିଆଯାଉଥିବା ଏତ-ଲାରେ ଉଲ୍ଲେଖ ଥିଲା ।ଏହି ଏତଲାକୁ ଭିତ୍ତିକରି ପୋ-ଲିସ, IPCର ଦଫା ୩୭୬(କ) (ଖ), ୩୭୫, ୩୭୭ ଓ ପୋକ୍ସୋ ଆଇ-ନର ଦଫା ୩(ବି), ୪, ୫(ଏମ୍)(ଏନ୍), ୮ ଓ ୧୨ରେ ମା-ମଲା ରୁ-ଜୁ କରିଛି ।
ପୋଲି-ସର କହିବା ଅନୁସାରେ, ନାବାଳିକା ପଠୁଥିବା ସ୍କୁଲରେ ବିଶାଖା କମିଟି ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କୁ ଭଲ ଓ ଖରାପ ସ୍ପର୍ଷ ବିଷୟରେ ବୁଝାଯାଏ । ଏହାସହ ସେମାନଙ୍କ ଅନୁଭବ ଓ ସମସ୍ୟା ଉପରେ ଆଲୋଚନା କରାଯାଇଥାଏ । ବିଶାଖା କମିଟିର ଏହି କାର୍ଯ୍ୟକ୍ରମରେ ପୀ-ଡିତା, ତାଙ୍କ ସହ ହୋଇଥିବା ଯୌ-ନ ଅତ୍ୟା-ଚାର ବିଷୟରେ କହିଥିଲେ । ଯାହା ପରେ ସ୍କୁଲ କର୍ତ୍ତୃପକ୍ଷ ଥା-ନାରେ ଲିଖିତ ଅଭି-ଯୋଗ କରିଥିଲେ । ମାମ-ଲା ପଞ୍ଜିକୃତ କରିବା ସହ ନାବା-ଳିକାଙ୍କ ଡାକ୍ତରୀ ମାଇନା କରାଯାଇଛି ।