“ସାଥୀ ହୋଇ ବଞ୍ଚିବା, ମୋ ସୁଖ ଦୁଃ-ଖ ଆଉ ଭଳମନ୍ଦର ସାଥୀ, ତୁ ମୋ ଜୀବନସାଥି । ସାଥୀ ହୋଇ ଆମେ ବଞ୍ଚିବା ଆଉ ସାଥୀ ହୋଇ ଆମେ ମ-ରିବା । ଆଉ ଦିନ କେଇଟା ପରେ ଆମ ଘରକୁ ନୂଆଁ ଅତିଥି ଆସିଥାନ୍ତା । ଆମ ଘର ଖୁସିରେ ହସି ଉଠିଥାନ୍ତା ।
କ୍ଷୀରି, ପୁରୀ, ମିଠା, ପିଠାରେ ମୋ ସାହି ବନ୍ଧୁବାନ୍ଧବଙ୍କୁ ମୁଁ ବାଣ୍ଟି ଥାଆନ୍ତି । କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା । ତୁମେ ଚାଲିଯିବା ପରେ, ଏ ସ୍ବପ୍ନ ଭାଙ୍ଗିଯିବା ପରେ ମୁଁ ଆଉ କେମିତି ବଞ୍ଚିବି । କାହାକୁ ନେଇ ଆଉ କାହା ମୁହଁ ଚାହିଁ ବଞ୍ଚିବି । କାହା ହାତ ଧରି ବାଟ ଚାଲିବି, ତୁମେ କୁହ ମୁଁ କେମିତି ବଞ୍ଚିବି ।” ଏପରି କିଛି ଭାବି ଜଣେ ସ୍ବାମୀ ଆଜି ଜୀବନ ହାରିଦେଇଛି ।
ଆଜ୍ଞା ହଁ, ଜଣେ ଗର୍ଭ-ବତୀ ମହିଳାଙ୍କର ମୃ-ତ୍ୟୁ ହେବାପରେ ତାଙ୍କ ସ୍ଵାମୀ ଭାଙ୍ଗିପଡ଼ିଲେ । ଶେଷରେ ନିଜ ଜୀବନକୁ ମଧ୍ୟ ହାରିଦେଲେ । ସ୍ତ୍ରୀର ସଡ଼କ ଦୁର୍ଘ-ଟଣାରେ ମୃ-ତ୍ୟୁ ଘଟିବାର ତିନିଦିନ ପରେ ସ୍ବାମୀ ସହି ନପାରି ନିଜ ଜୀବନକୁ ହାରିଦେଇଛନ୍ତି ।
ପୋ-ଲିସ କହିବା ଅନୁଯାୟୀ, ରମେଶ ତାଙ୍କ ସ୍ତ୍ରୀଙ୍କ ସହ ଶାଶୁଘର ଯାଉଥିଲେ । ହେଲେ ହଠାତ ସଡ଼କ ଦୁର୍ଘ-ଟଣାରେ ତାଙ୍କ ସ୍ତ୍ରୀର ମୃ-ତ୍ୟୁ ହୋଇଗଲା । ପେଟରେ ବଢ଼ୁଥିବା ପିଲାଟି ମଧ୍ୟ ଚାଲିଗଲା ।
ଆଉ ଏହାକୁ ଜାଣିବାପରେ ରମେଶ ସତରେ ଭାଙ୍ଗି ପଡ଼ିଥିଲା । ଆଉ ଶେଷରେ ରମେଶ ନିଜ ଜୀବନ ହାରିଦେଲା । ଆଜ୍ଞା ହଁ, ଏଭଳି ଏକ ଅଭା-ବନୀୟ ଘ-ଟଣା ମହାରାଷ୍ଟ୍ରର ପୁନେ ସ୍ଥିତ ଜୁଆନ ତହସିଲରେ ଘଟିଛି ।
ତହସିଲ ଅଞ୍ଚଳ ବରୁଲ ବାଳି ଠାରେ ଏକ ଟ୍ରାକ୍ଟର ଏକ ଟଲି ସହ ଧ-କ୍କା ଦେଇ ଏହି ଦୁର୍ଘ-ଟଣା ଘଟାଇଥିଲା । ଆଉ ଯୋଉଥିପାଇଁ ତାଙ୍କ ସ୍ତ୍ରୀର ଘଟ-ଣାସ୍ଥଳରେ ହିଁ ମୃ-ତ୍ୟୁ ହୋଇଥିଲା । ପୋ-ଲିସ ଘଟ-ଣାସ୍ଥଳରେ ପହଞ୍ଚିଥିଲା ଏବଂ ଟ୍ରାକ୍ଟର ଡ୍ରାଇଭରକୁ ଗି-ରଫ କରିଛି । ସ୍ବାମୀ କିନ୍ତୁ ଏପଟେ ନିଜ ସ୍ତ୍ରୀକୁ ହରାଇ ନିଜ ଜୀବନ ହରାଇ ଦେଇଛି ।