ଆଜିର କଳିଯୁଗରେ ସମ୍ପର୍କ ବଡ ଅଜଵ ହୋଇଥାଏ|ଏଵେ ଉତ୍ତର ପ୍ରଦେଶର କନୈଜର ଏହି ମାମଲା ଦେଖି ନିଅନ୍ତୁ, ଏଠାରେ ଜଣେ ପତି ପତ୍ନୀଙ୍କ ଦିତୀୟ ବିବାହ କରାଇଥିଲେ|ଏହି ସମ୍ପର୍କ ମହିଳାଙ୍କ ଶାଶୁ ଖୋଜିଥିଲେ|ସମସ୍ତେ ହସଖୁସିରେ ସାମିଲ ହୋଇଥିଲେ|ପୁଣି ମହିଳା ଅନ୍ୟ ପତିର ଘର ଗଲା|କିନ୍ତୁ ଯେତେବେଳେ ସୁହାଗରତ ଆସିଲା ସେ ଅଦ୍ଭୁତ ଡିମାଣ୍ଡ ରଖିଥିଲେ|ଏହାଶୁଣି ବର ଆଶ୍ଚର୍ଯ୍ୟ ହୋଇଗଲେ ଓ କାଣ୍ଡ ହେଲା|
ସରିତା ୟୁପିର କନୈଜର ବାସିନ୍ଦା ଅଟନ୍ତି|ଦୁଇ ବର୍ଷ ପୂର୍ବେ ସେ ନୀରଜକୁ ବିବାହ କରିଥିଲେ|ଏହା ଏକ ଲଭ ମ୍ୟାରେଜ ଥିଲା|ବିବାହ ପରେ ଦୁହେଁ ହସଖୁସିରେ ଚଳୁଥିଲେ|ପୁଣି ଦୁଇବର୍ଷ ପରେ ସରିତା ବିବାହ ମେନପୁରୀ ର ଗୁଲାବପୁର ଗାଁ ଅନ୍ତର୍ଗତ ଅନୁପ ସହ ସ୍ଥିର କରିଥିଲେ|
ଗତ ୧୦ ଅକ୍ଟୋବର ସରିତା ଓ ଅନୁପର ବିବାହ କରିଥିଲେ|ଏଥିରେ ପତି ଓ ଶାଶୁ ସାମିଲ ହୋଇଥିଲେ|ବିବାହ ବଡ ଧୂମଧାମରେ ହେଲା|ବର ନୂଆ ବୋହୂକୁ ନେଇକରି ଗଲା|ସୁହାଗରାତରେ ବର ଯେତେବେଳେ କନ୍ୟା ପାକୁ ଗଲା ଏକ ଅଦ୍ଭୁତ ଡିମାଣ୍ଡ ରଖିଲା ଫଳରେ ଶୁଣିକି ପାଦ ତଳୁ ମାଟି ଖସିଗଲା|
କନ୍ୟା ବନିଥିବା ସରିତା କହିଲା ସେ ପୂର୍ବପତି ପାଖକୁ ଯିବାକୁ ଚାହୁଁଛି|ତା ସହ ରହିବାକୁ ଚାହୁଁଛନ୍ତି|ଏହାଶୁଣି ଅନୁପର ଦିମାଗ ଖରାପ ହୋଇଗଲା|ସେ ବହୁ ବୁଝାଇବା ପରେ ବି ଜିଦ୍ ଧରିଲା|ପୁଣି ହଙ୍ଗାମା ହେଲା|ଉଭୟ ପରିବାର ମଧ୍ୟରେ ଝଗଡା ଥାନା ପର୍ଯ୍ୟନ୍ତ ପହଞ୍ଚିଗଲା|
ମହିଳାଙ୍କ ନୂଆ ପତି ଓ ଭଉଣୀ ପ୍ରଥମ ପତି ଉପରେ ଗମ୍ଭୀର ଆରୋପ ଲଗାଇଥିଲେ|ସେ କହିଛନ୍ତି ସେମାନେ ବିବାହ ପରିବର୍ତ୍ତେ ୩୦ ହଜାର ଟଙ୍କା ନେଇଥିଲେ|ଏଵେ ମହିଳା କହୁଛି ପତି ସହ ରହିବ|ପୋଲିସ ଏବେ ବୁଝାସୁଝା କରୁଛନ୍ତି|ଏହାର ଏପର୍ଯ୍ୟନ୍ତ କୋୖଣସି ଲିଖିତ ଅଭିଯୋଗ ହୋଇନାହିଁ|